Latest Odisha News

BREAKING NEWS

Browsing Category

ଫିଚର

ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଜୁଳି କଟିବା ଘଟଣା: ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଲା ବିଜେପି

ବାରିପଦା: ଆଜି ସକାଳୁ ସକାଳୁ ଶୂନ ଶାନ ବାରିପଦା। ଦୋକାନ ବଜାର ବନ୍ଦ। ୧୨ ଘଣ୍ଟା ପାଇଁ ବନ୍ଦ ରହିଛି ମୟୂରଭଞ୍ଜ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଷଣ ଦେବା ବେଳେ ୯ ମିନିଟ୍‌ ପାଇଁ ବିଜୁଳି କଟିବା ଘଟଣାର ପ୍ରତିବାଦରେ ଆଜି…

ଗାଇସିଲେଟ୍ ଥାନା ଅଧିକାରୀ ବୀରବରଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ: ଭିଜିଲାନ୍ସ ଜାଲରେ ଫସିଲେ ଥାନା ବାବୁ। ଘର ଓ ଅଫିସ୍‌ରେ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଅଧିକାରୀ ବୀରବର ଭଗତ ଭିଜିଲାନ୍ସ ସ୍କାନରରେ ଆସିଛନ୍ତି। ସୋମବାର ସକାଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ…

ଲେଡ଼ି ଇଲେକ୍ଟ୍ରିସିଆନଙ୍କୁ ମିଳୁନି ବୟଫ୍ରେଣ୍ଡ

ଚୀନ୍‌: ଆଜିକାଲି ପ୍ରତ୍ୟେକ ମହିଳା ଚାକିରି ହେଉ ବା ବ୍ୟବସାୟ କରିବାକୁ ପସନ୍ଦ କରୁଛନ୍ତି । ଏମିତି କିଛି କାମ ଅଛି କେବଳ ପୁରୁଷମାନେ କରିଥାନ୍ତି । ଯଦି କୌଣସି ମହିଳା ସେହି କାମ କରେ ସମାଜ ତାକୁ ହୀନ ନଜରରେ ଦେଖିଥାଏ । କିନ୍ତୁ ଏବେ ଜଣେ ଯୁବତୀ ଇଲେକ୍ଟ୍ରିସିଆନ ଭାବେ କାମ କରି ଚର୍ଚ୍ଚାକୁ…

ବ୍ରିଜଭୂଷଣ କହିଲେ ଲାଇ ଡିଟେକ୍ଟର ଟେଷ୍ଟ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: ବିଜେପି ଏମପି ତଥା ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ରବିବାର ନାର୍କୋ ଟେଷ୍ଟ ବା ଲାଇ ଡିଟେକ୍ଟର ଟେଷ୍ଟ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ତେବେ ସେ ସର୍ତ ରଖିଛନ୍ତି ଯେ, ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆଙ୍କ ମଧ୍ୟ ଏହି ଟେଷ୍ଟ ହେଲେ ସବୁ ସତ…

ବିଶ୍ୱର ସବୁଠୁ ପୁରୁଣା ଗଛ ଠାବ: ଯାହାର ନାଁ ଗ୍ରେଟ୍ ଗ୍ରାଣ୍ଡଫାଦର

ନ୍ୟୁୟର୍କ: ସାଧାରଣତଃ ଗୋଟେ ଗଛ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ବଞ୍ôଚଥିବା ପ୍ରାୟ ସମସ୍ତେ ଶୁଣିଥିବେ । ନିକଟରେ ଏପରି ଏକ ଗଛ ଠାବ କରାଯାଇଛି, ଯାହା ବିଶ୍ୱର ସବୁଠୁ ପୁରୁଣା ଗଛ ଭାବେ ରେକର୍ଡ଼ କରିଛି । ଅନୁସନ୍ଧାନକାରୀମାନେ ନିକଟରେ ଦକ୍ଷିଣ ଆମେରିକାର ଚିଲିରେ ଏହି ପୁରୁଣା ଗଛକୁ ଠାବ କରିଛନ୍ତି…

ଏମିତି ଏକ ଗାଁ: ଯେଉଁଠି ଝିଅ ପାଲଟି ଯାଉଛନ୍ତି ପୁଅ

ବହୁତ ସହର ଓ ଗାଁ ବିଷୟରେ ଆପଣ ହୁଏତ ଶୁଣିଥିବେ ଅନେକ ଚମତ୍କାର କାହାଣୀ । ଦୁନିଆରେ ବହୁତ ଗାଁ ଅଛି; ଯାହାର ଏଭଳି କିଛି କାରଣରୁ ସ୍ୱତନ୍ତ୍ର ପରିଚୟ ରହିଛି । କେଉଁଠି ଖାଦ୍ୟପେୟ, ଚଳଣୀ, ପରମ୍ପରା ଓ ସଂସ୍କୃତି ନିଆରା ହୋଇଥାଏ ତ ଆଉ କେଉଁଠି ଥାଏ ଅଜବ ଘଟଣା । ହେଲେ ଆମେ ଆପଣଙ୍କୁ ଏମିତି ଏକ…

ଟିକେଟ ଥିବା ସତ୍ୱେ ରେସଲର ସାକ୍ଷୀ, ଭିନେଶଙ୍କୁ ଆଇପିଏଲ ମନା

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ସାକ୍ଷୀ ମଲିକ ଓ ବିନେଶ ଫୋଗଟଙ୍କ ସମେତ ୫ଜଣ ରେସଲରଙ୍କୁ ଟିକେଟ ଥିବା ସତ୍ୱେ ଆଇପିଏଲ ଦେଖିବା ପାଇଁ ଛଡା ଯାଇ ନାହିଁ । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ…

ପିଏମ୍ ମୋଦିଙ୍କ ପାଦ ଛୁଇଁଲେ ପାପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ ଜେମ୍ସ ମାରାପୋ

ନୂଆଦିଲ୍ଲୀ: ଜାପାନରେ ଜି-୭ ଶିଖର ସମ୍ମିଳନୀରେ ସାମିଲ୍ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ ଗିନି ପହଞ୍ଚିଛନ୍ତି । ପାପୁଆ ନ୍ୟୁ ଗିନି ବିମାନବନ୍ଦରରେ ମୋଦି ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ…

ବିଶ୍ୱ ଆମେଚର ଗଲ୍ଫ ର‌୍ୟାଙ୍କିଙ୍ଗରେ ସ୍ଥାନ ପାଇଲେ ଓଡିଶାର କଶିକା

ଭୁବନେଶ୍ୱର: ଗଲ୍ଫ ପ୍ରେମୀଙ୍କ ପାଇଁ ଖୁସି ଖବର । ଓଡିଶାର କଶିକା ମିଶ୍ର ୱାର୍ଲ୍ଡ ଆମେଚର ଗଲ୍ଫ ର‌୍ୟାଙ୍କିଙ୍ଗରେ ସ୍ଥାନ ପାଇଛନ୍ତି । ମେ ୧୭ରୁ ୧୯ ପର୍ଯ୍ୟନ୍ତ ଦିଲ୍ଲୀରେ ଆମେୱ ନ୍ୟୁଟ୍ରିଲାଇଟ ଗଲ୍ଫ ଟୁରରେ ସେ ପ୍ରଭାବୀ ପ୍ରଦର୍ଶନ କରିବା ଯୋଗୁ ଏହି ସଫଳତା ହାତେଇଛନ୍ତି । ୧୬ ବର୍ଷୀୟା…

ନବୀନ ନିବାସରୁ ଗଲା ଫୋନ୍, ମନ୍ତ୍ରୀ ହେବେ ଆରୁଖଙ୍କ ସହ ସୁଦାମ ଓ ସାରଦା

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରିମଣ୍ଡଳରେ କେଉଁ ୩ ଜଣ ସାମିଲ୍ ହେବେ ? ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ନବୀନ ନିବାସରୁ ୩ ଜଣଙ୍କୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ ପାଇଁ ଫୋନ୍ ଯାଇଛି । ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପାଇଁ…