Latest Odisha News

BREAKING NEWS

Browsing Category

ଫିଚର

ଆଖଣ୍ଡଳମଣି ପୀଠର ହେବ ସୈାନ୍ଦର୍ଯ୍ୟକରଣ, ଖର୍ଚ୍ଚ ହେବ  ୭୭କୋଟି

ଆରଡ଼ି: ରାଜ୍ୟରେ ଥିବା ପ୍ରମୁଖ ମନ୍ଦିରଗୁଡ଼ିକର ଚାଲିଛି ନବକଳେବର।  ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ ଓ ମନ୍ଦିର ପରିସର ପାଇବ ନୂଆ ରୂପ । ଏଥିପାଇଁ ସମସ୍ତ ଯୋଜନା ଆରମ୍ଭ ହୋଇଛି । ଏହି ପୀଠର ଲାଗି ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ। ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତୁରନ୍ତ ଆରମ୍ଭ…

ଆଜି ମୁମ୍ବାଇରେ ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଆଜି ମୁମ୍ବାଇରେ ନିବେଶକଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତି ଏବଂ ନିବେଶକଙ୍କୁ ବୁଝାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଶିଳ୍ପପ୍ରତିଷ୍ଠା ପାଇଁ ଏବଂ  ବ୍ୟାଙ୍କିଙ୍ଗ୍, ରାସାୟନିକ ପଦାର୍ଥ, ଅକ୍ଷୟ ଶକ୍ତି, ପ୍ଲାଷ୍ଟିକ୍ ଓ…

ଜୁଏଲଙ୍କ ମୁହଁରେ ଶାହ ଦେଇଥିବା ନାରା: ବଡ଼ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ବିଜେପି

ପୁରୀ: ୨୦୨୪ରେ ବିଜେଡିକୁ ଟକ୍କର ଦେବ ବିଜେପି । ଏଥିପାଇଁ ପୁରୀଠାରେ ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର ଚାଲିଛି। ଗତ ସପ୍ତାହରେ କ୍ଷେତ୍ରୀୟ ସୁନୀଶ ବଂଶଲ ଗସ୍ତ ପରେ ଏବଂ ମାସ ଶେଷରେ ବିଜେପି ସଭାପତି ଜେ.ପି ନଡ୍ଡା ଆସିବା ପୂର୍ବରୁ ଏହି ବୈଠକ ବସିଛି। ପ୍ରଥମ ଦିନରେ ପୂର୍ବତନ…

ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଫୋନରେ ହତ୍ୟା ଧମକ ଅଭିଯୋଗ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଙ୍ଗଳବାର ବାଲେଶ୍ବର ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଜଣେ ଫୋନରେ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଜଣଙ୍କୁ ପୋଲିସ ଅଟକ ରଖିଛି। ଶେଷ ଖବର ସୁଦ୍ଧା ପୋଲିସ ସଂପୃକ୍ତ ବ୍ୟକ୍ତିକୁ ପଚରାଉଚରା କରୁଛି। ଅଭିଯୋଗ ଅନୁଯାୟୀ, ନିତ୍ୟାନନ୍ଦ…

ଛୋଟୁ ଭୈୟାଙ୍କୁ କ୍ଷମା ମାଗିଲେ ଉର୍ବଶୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଓ କ୍ରିକେଟର ରିଷଭ ପନ୍ତଙ୍କ ମଧ୍ୟରେ ଉପୁଜିଥିବା ବିବାଦର ଅନ୍ତ ଘଟିଛି । ରିପୋର୍ଟ ମୁତାବକ ଉର୍ବଶୀ ତାଙ୍କ ଭୁଲ ନେଇ ପନ୍ତଙ୍କୁ କ୍ଷମା ମାଗିଛନ୍ତି । ଏକ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସାମ୍ବାଦିକଜଣଙ୍କ ତାଙ୍କୁ ପଚରାଥିଲେ ଆପଣ ବୁଲେଇ…

ଟି୨୦ ବିଶ୍ୱକପ କ୍ରିକେଟ: ଭାରତୀୟ ଚୟନ କମିଟି ଅଣଦେଖା କଲେ କି ଏହି ପାଂଚ ଖେଳାଳିଙ୍କୁ

ପୁରୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷଣା କରାଯାଇଛି । ତେବେ ଏହି ଚୟନ ନେଇ କ୍ରିକେଟ ସମୀକ୍ଷକମାନେ କିଛି ମାତ୍ରାରେ ଅସନ୍ତୁଷ୍ଟ ରହିଛନ୍ତି । ସେମାନଙ୍କ ମତରେ ୫ଜଣ ଖେଳାଳିଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ଫର୍ମ…

ଜଙ୍ଗଲରୁ ବାଘର ଗଳିତ ମୃତ ଦେହ ଠାବ

ସୁବର୍ଣ୍ଣପୁର : ବାଘପାଲି ଜଙ୍ଗଲରୁ ବାଘର ଗଳିତ ମୃତ ଦେହ ଠାବ । ଏହି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳର ବାଘପାଲି ଜଙ୍ଗଲରେ ଘଟିଛି । ବାରହା ଫାସରେ ପଡି କରଲାପତରିଆ ବାଘର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି  । ମୃତ ବାଘର ନଖ ଓ ନିଶକୁ ଦୁର୍ବୁତ୍ତମାନେ ନେଇଯାଇଥିବା ଅଭିଯୋଗ…

ଟ୍ରକ୍ ଚୋରି ମାମଲାରେ ଜିଲ୍ଲା ଯୁବ ବିଜେଡି ଉପସଭାପତିଙ୍କ ସହ ୯ ଜଣ ଗିରଫ

ଯାଜପୁର: ଟ୍ରକ୍ ଚୋରି ମାମଲାର ପର୍ଦ୍ଦାଫାସ୍ କରିଛି ଧର୍ମଶାଳା ପୋଲିସ । ମାମଲାରେ ପୋଲିସ ଯାଜପୁର ଜିଲ୍ଲା ଯୁବ ବିଜେଡି ଉପସଭାପତିଙ୍କ ସହ ୯ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର ସହ ୨ ଲକ୍ଷ ୪୫ ହଜାର ଟଙ୍କା ଜବତ ହୋଇଛି । ସୂଚନା ଅନୁସାରେ, ଗତ ୧୧ ତାରିଖରେ ଧର୍ମଶାଳା…

ଟ୍ୱିଟରରେ କୋହଲିଙ୍କ ପ୍ରଶଂସକ ସଂଖ୍ୟା ଛୁଇଁଲା ୫ କୋଟି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପ୍ରଶଂସକଙ୍କ ସଂଖ୍ୟା ଟ୍ୱିଟରରେ ୫ କୋଟି ଛୁଇଁଛି । ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ସେହିପରି ଇନଷ୍ଟାଗ୍ରାମରେ ତାଙ୍କ ଫଲୋର୍ସ ସଂଖ୍ୟା ୨୦ କୋଟିରେ ପଂହଚିଛି । ସେ ଟ୍ୱିଟରରେ ୫ମ ସର୍ବାଧିକ ଫଲୋ…

୨୯୦ କେ.ଜି ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଅବକାରୀ ବିଭାଗର ବଡ଼ ସଫଳତା । ନନ୍ଦପୁରର ମାରଡ଼ା କାଜୁ ବଣ ରୁ ୨୯୦ କେ.ଜି ଗଞ୍ଜେଇ ଜବତ ହୋଇଛି  । ଯାହାର ଆନୁମାନିକ ମୂଲ୍ୟ ୨୯ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀ ସୂଚନା ଦେଇଛନ୍ତି  । ନନ୍ଦପୁର ବ୍ଲକ ମାରଡ଼ା ଅଞ୍ଚଳ ରୁ…