Latest Odisha News

BREAKING NEWS

Browsing Category

ଫିଚର

ଗୋଆରେ କଂଗ୍ରେସର ୧୧ ବିଧାୟକରୁ ୮ ବିଧାୟକ ଦଳ ଛାଡ଼ିଲେ

ପାଣାଜି: ଗୋଆରେ କଂଗ୍ରେସର ୧୧ ବିଧାୟକରୁ ୮ ବିଧାୟକ ଶାସକ ଦଳ ବିଜେପିରେ ସାମିଲ ହେବେ। ଦୀର୍ଘ ଦୁଇ ମାସ ହେବ କଂଗ୍ରେସ ବିଧାୟକ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା। ଏବେ କିନ୍ତୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି। ୧୧ ବିଧାୟକରୁ ୮ ବିଧାୟକ ବିଜେପିରେ ସାମିଲ ହେବେ ତେଣୁ…

ଫ୍ୟାଟି ଲିଭର ସମସ୍ୟା ଥିଲେ ଏହି ଉପାୟ କରନ୍ତୁ !

ଓଡିଶା ସମ୍ବାଦ ବ୍ୟୁରୋ: ଫ୍ୟାଟି ଲିଭର ଅର୍ଥାତ୍ ଆପଣଙ୍କ ଯକୃତର ଚତୁଃପାର୍ଶ୍ୱରେ ଆବଶ୍ୟକଠାରୁ ଅଧିକ ମାତ୍ରାରେ ଫ୍ୟାଟ୍ ଜମା ହୋଇଯିବା। ଅଧିକାଂଶ କ୍ଷେତ୍ରରେ ଫ୍ୟାଟି ଲିଭରର କୌଣସି ଲକ୍ଷଣ ଦେଖାଯାଏ ନାହିଁ। ତେଣୁ ଫ୍ୟାଟି ଲିଭର୍ ସମସ୍ୟା ଥିଲେ ସୁସ୍ଥ ଖାଦ୍ୟ ଖାଇବା ଜରୁରୀ। ଆପଣ ଏପରି…

ଟ୍ରକକୁ ପିଟିଲା କାର, ମଦ ପିଇ ଗାଡ଼ି ଚଳାଉଥିବା ଅଭିଯୋଗ

କଟକ: ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା। କଟକ ମଙ୍ଗୁଳି ଛକରେ ଟ୍ରକକୁ ପଛ ପିଟୁ ପିଟିଲା କାର। ଜାତୀୟ ରାଜପଥ ୧୬ରେ ଘଟିଥିବା ଏହି ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ  ଦୁଇ ଜଣ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଗଣମାଧ୍ୟମର ଖବର ଅନୁଯାୟୀ…

ଶ୍ରୀମନ୍ଦିରରେ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ଵିତୀୟ ଭୋଗ ମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ…

ରୋହିିତ ଖେଳିବେ ୮ମ ଟି୨୦ ବିଶ୍ୱକପ: ଆଭରେଜ, ଅର୍ଦ୍ଧଶତକରେ କୋହଲି ଆଗରେ

ପୁରୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପରେ ଭାରତର ଅଧିନାୟକ ରୋହିତ ଶର୍ମା ୮ମ ଥର ପାଇଁ ଏହି ମେଗା ଇଭେଂଟ ଖେଳିବାକୁ ଯାଉଛନ୍ତି । ରୋହିତ ୭ଟି ବିଶ୍ୱକପରେ ସର୍ବାଧିକ ୩୩ ମ୍ୟାଚ ଖେଳି ୮ ଅର୍ଦ୍ଧଶତକ ସହାୟତାରେ ୮୪୭ ରନ ସଂଗ୍ରହ କରିଛନ୍ତି । ଭାରତୀୟ ଦଳରେ ସ୍ଥାନ ପାଇଥିବା ୫ଜଣ…

ଖାଇକୁ ଖସିପଡ଼ିଲା ଯାତ୍ରିବାହୀ ବସ୍, ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ

କଶ୍ମୀର: ବୁଧବାର ସକାଳୁ ସକାଳୁ ଜମ୍ମୁ କଶ୍ମୀରର ପୁଞ୍ଚରେ ସଡ଼କ ଦୁର୍ଘଟଣା। ପୁଞ୍ଚର ସଓ୍ୱଜନ ଅଞ୍ଚଳରେ ଏକ ମିନି ବସ୍ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ମଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ଶୌଚାଳୟ ଦୁର୍ନୀତି: ୨୧ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଲୋକାୟୁକ୍ତ

ପୁରୀ: ପୁରୀ ଜିଲ୍ଲାର ଗୋପ ବ୍ଲକରେ ସ୍ବଚ୍ଛ ଭାରତ ଅଭିଯାନ ଅଧୀନରେ ହୋଇଥିବା ଶୌଚାଳୟ ଦୁର୍ନୀତି ଆବେଦନର ଶୁଣାଣି କରିଛନ୍ତି ଓଡ଼ିଶା ଲୋକାୟୁକ୍ତ । ଅଭିଯୋଗ ଅନୁଯାୟୀ ଶୌଚାଳୟ କେବଳ କାଗଜ କଲମରେ ନିର୍ମାଣ ହୋଇଥିବା ବେଳେ ବାସ୍ତବ ସ୍ଥିତି ଓଲଟା ଥିଲା।ଆବେଦନର ଶୁଣାଣି କରି ଓଡିଶା…

ଆଜିଠୁ କମିବ, ୧୮ରୁ ପୁଣିଥରେ ବଢ଼ିବ ବର୍ଷାର ପ୍ରଭାବ

ଭୁବନେଶ୍ୱର: ଆଜିଠୁ କମିବ ବର୍ଷାର ପ୍ରଭାବ। କିନ୍ତୁ ୧୮ ତାରିଖ ବେଳକୁ ପୁଣିଥରେ ବର୍ଷାର ପ୍ରଭାବ ବଢ଼ିବ। ଭୁବନେଶ୍ୱର ସ୍ଥିତ ଆଞ୍ଚଳକି ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି, ୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି…

ଓଡ଼ିଶାରେ ଭାରତ ଯୋଡ଼ୋ ଯାତ୍ରାରେ ଶାସକ ଦଳକୁ ଘେରିବ କଂଗ୍ରେସ

ଭୁବନେଶ୍ୱର : ଓଡ଼ିଶାରେ ଭାରତ ଯୋଡୋ ଯାତ୍ରା ହେବ । ଯାତ୍ରା ସଫଳ କରିବା ପାଇଁ ରଣନୀତି କରିବାକୁ  ସେପ୍ଟେମ୍ବର ୧୮ରେ ଓଡ଼ିଶା ଆସିବେ କଂଗ୍ରେସର ବିରଷ୍ଠ କେନ୍ଦ୍ରୀୟ ନେତା । ଭାରତ ଯୋଡ଼ୋ ଯାତ୍ରାର ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, ଏଆଇସିସିର ମୁଖପାତ୍ର ସାଂସଦ ଜୟରାମ…

ଟାୱାର ତଳେ ବସି କରୁଥିଲେ ସାଇବର ଠକେଇ, ବାନ୍ଧିନେଲା ପୁଲିସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପୁଲିସ ହାତରେ ଧରା ପଡିଛନ୍ତି ସିମ୍ ବକ୍ସ ରାକେଟର ସଦସ୍ୟ । କ୍ରାଇମବ୍ରାଞ୍ଚ ଏହି ସଦସ୍ୟଙ୍କୁ ଗିରଫ କରିଛି। ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ମୋବାଇଲ ଟାଓ୍ୱାର ତଳେ ବସି ଠକେଇ କରୁଥିଲେ। ଏହି ସମୟରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଯାଇ ଚଢାଉ…