Latest Odisha News

BREAKING NEWS

Browsing Category

ଫିଚର

ବିଜେଡି ଶାସନରେ ମହିଳା ଅସୁରକ୍ଷିତ : ବିଜେପି

ଭୁବନେଶ୍ୱର : ଶିଶୁ ଓ ମହିଳାଙ୍କ ପାଇଁ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି ଓଡିଶା । ନାରୀ ସଶକ୍ତିକରଣର କଥା କହି ମିଛ ବାହାସ୍ପୋଟ ମାରୁଥିବା ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି । ଶାସକ ବିଜେଡି ନିଜ ଦୋଷକୁ ଲୁଚାଇବାକୁ ଯାଇ ଏଭଳି…

କାର ଦୁର୍ଘଟଣାରେ ପଂଜାବୀ ଗାୟକ ନିରଭରଙ୍କ ପରଲୋକ

ଚଣ୍ଡୀଗଡ: ପଞ୍ଜାବର ଆଉ ଜଣେ ଲୋକପ୍ରିୟ ଗାୟକ ନିରଭର ସିଂଙ୍କ ସଡକ ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ସିଦ୍ଧୁ ମୁସେୱାଲଙ୍କ ହତ୍ୟା ପରେ ନିରଭରଙ୍କ ମୃତ୍ୟୁ ପଞ୍ଜାବୀ ଶ୍ରୋତାଙ୍କ ମହଲରେ ଶୋକର ଲହରୀ ଖେଳିଯାଇଛି । ଦର୍ଦେ ଏ ଦିଲ, ଫେରାର ଡ୍ରିମ ଓ ହିକ ଠୋକ ପରି ଗୀତ ଗାଇ ସେ ଚର୍ଚ୍ଚାକୁ ଆସିଥିଲେ…

ମୋ ବସ୍‌ ଓ ମୋ ଇ-ରାଇଡକୁ ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ  ହରଦୀପ ସିଂ ପୁରୀ ଗୁରୁବାର ନୂଆଦିଲ୍ଲୀ ଠାରେ ସ୍ମାର୍ଟ ସଲ୍ୟୁସନ୍ସ ଚାଲେଞ୍ଜ ଏବଂ ସମାବେଶୀ ସହର ପୁରସ୍କାର ୨୦୨୨ ପ୍ରଦାନ କରିଛନ୍ତି । ରାଜଧାନୀ ଭୁବନେଶ୍ବର ଓ କଟକ ଦ୍ବୈତ ନଗରୀ ଏବଂ ଏହାର…

ଜଣଙ୍କ ପରେ ଜଣେ ପୁତିନଙ୍କ ନିକଟତର ମୃତ୍ୟୁବରଣ କରୁଛନ୍ତି ରହସ୍ୟମୟ ଢ଼ଙ୍ଗରେ

ମସ୍କୋ: ରୁଷିଆ-ୟୁକ୍ରେନ ଯୁଦ୍ଧ ଅବସରରେ ଭ୍ଲାଡିମିର ପୁତିନଙ୍କ ନିକଟତର ଜଣଙ୍କ ପରେ ଜଣେ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁବରଣ କରୁଛନ୍ତି । ଯାହାକି ରୁଷ ରାଷ୍ଟ୍ରପତି ପୁତିନଙ୍କୁ ଚିନ୍ତାରେ ପକାଇଛି । ବୁଧବାର ଲୁକୋଇଲ ତେଲ କମ୍ପାନୀର ଚେୟାରମ୍ୟାନ ରବୀଲ ମାଗନୋଭଙ୍କ ମୃତ୍ୟୁ ଘଟିଛି । ରୋଗଗ୍ରସ୍ତ…

ଓଡ଼ିଶାର ମହିଳା ଅସୁରକ୍ଷିତ, ମାତ୍ର ନବୀନ ପୁରସ୍କୃତ: କଂଗ୍ରେସ

ଭୁବନେଶ୍ୱର : ସଦ୍ୟ ପ୍ରକାଶିତ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ଶିଶୁ ଅପହରଣ ଓ ନାରୀ ନିର୍ଯ୍ୟାତନା କ୍ଷେତ୍ରରେ ଦେଶରେ ଓଡ଼ିଶା ସର୍ବପ୍ରଥମ ସ୍ଥାନର ଅପବାଦ ମୁଣ୍ଡାଇଛି । ଓଡ଼ିଶାରେ ୫ ବର୍ଷରେ ୧୫ ହଜାର ଶିଶୁ ନିଖୋଜ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ ସେଥିରୁ…

ଟ୍ୱିଟ୍ ପୋଷ୍ଟ ଏଡ଼ିଟ୍ କରିହେବ, ଆସୁଛି ନୂଆ ଫିଚର !

ନୂଆଦିଲ୍ଲୀ: ଟ୍ୱିଟ୍ ପୋଷ୍ଟ ପରେ ଏଡିଟ୍ କରିବା ଫିଚର ନାହିଁ ଟ୍ୱିଟରରେ। ଏବେ ଏହି ଫିଚର ଟ୍ୱିଟର ଆଣିବାକୁ ଯାଉଛି ବୋଲି ସୂଚନା ରହିଛି। ଖୁବଶୀଘ୍ର ଟ୍ୱିଟର ଏହାର ୟୁଜରଙ୍କୁ ଏକ ବିଶେଷ ଉପହାର ଦେବାକୁ ଯାଉଛି। କମ୍ପାନୀ ଟ୍ୱିଟର ୟୁଜରଙ୍କ ପାଇଁ ଏହି ବହୁ ପ୍ରତୀକ୍ଷିତ ଏଡିଟ୍ ବଟନ୍ ଆଣିବ…

ଦକ୍ଷିଣ ଭାରତ ପ୍ରଡ୍ୟୁସର ଚନ୍ଦ୍ରସେକରନଙ୍କୁ ବିବାହ କଲେ ମହାଲକ୍ଷ୍ମୀ

ମାଡ୍ରାସ: ପ୍ରେମ ଭଲପାଇବା ଛଡା ଆଉ କିଛି ଖୋଜେନି । ପୁନର୍ବାର ଏ ଭଳି ଆଉ ଏକ ଘଟଣା ସମ୍ମୁଖକୁ ଆସିଛି । ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ପ୍ରଡ୍ୟୁସର ରବିନ୍ଦର ଚନ୍ଦ୍ରସେକରନ ଗୁରୁବାର ଲୋକପ୍ରିୟ ଟିଭି ଅଭିନେତ୍ରୀ ମହାଲକ୍ଷ୍ମୀଙ୍କୁ ବିବାହ କରିଛନ୍ତି । ୨ଜଣ ପରସ୍ପରକୁ ଭଲ…

କାଳିଆ ଯୋଜନାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କାଳିଆ ସହାୟତା ଅର୍ଥ ବଣ୍ଟନ  ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀମାନଙ୍କୁ ନୂଆଖାଇ ବାର୍ତ୍ତା ପଠାଇଛନ୍ତି । ନୂଆଖାଇ ମାଟି ମା’ର ପର୍ବ। ଆମର ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁ ଆମେ ସମସ୍ତେ ମାଟି ମା’ର ଆଶୀର୍ବାଦ ପାଉ। ତେଣୁ ଚାଷୀ ଆମର ଗର୍ବ ଓ ଗୌରବ ବୋଲି କହିଛନ୍ତି…

ଚିନ୍ତାରେ ଚୀନ୍: ୧୯୮୬ ମସିହା ପରେ ସର୍ବନିମ୍ନ ବିବାହ ସଂଖ୍ୟା ରେକର୍ଡ

ବେଜିଂ: ଚୀନରେ ହ୍ରାସ ପାଉଥିବା ଜନ୍ମହାର ଏବଂ ହ୍ରାସ ପାଉଥିବା ଜନସଂଖ୍ୟା ମଧ୍ୟରେ ବିବାହକୁ ନେଇ ଏକ ଚକିତ କରିବା ଭଳି ରିପୋର୍ଟ ସାମ୍ନାକୁ ଆସିଛି। ଦଶନ୍ଧି ଦଶନ୍ଧି ଧରି ଗୋଟିଏ ସନ୍ତାନ ନୀତି ଲାଗୁ କରିଥିବା ଚୀନର ଲୋକେ ଏବେ ବିବାହ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ୨୦୨୧ରେ ଚୀନରେ ୩୬…

ସିଦ୍ଧୁ ମୁସେୱାଲା ମର୍ଡର କେସ: କେନିୟାରୁ ଗିରଫ ହେଲା ଲରେନ୍ସର ଭାଇ ଅନମୋଲ

ଚଣ୍ଡୀଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲ ମର୍ଡର କେସରେ ଗୁରୁବାର ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇର ଭାଇ ଅନମୋଲକୁ କେନିୟାରେ ଗିରଫ କରାଯାଇଛି । ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି ଆଜରବୈଜାନ ଓ କେନିୟାରୁ ୨ଜଣ ସନ୍ଦିଗ୍ଧ ବ୍ୟକ୍ତି ଗିରଫ ହୋଇଛନ୍ତି । ସେମାନଙ୍କ…