Latest Odisha News

BREAKING NEWS

Browsing Category

ଫିଚର

BeMC କମିଶନରଙ୍କ ନାଁରେ ଫେକ୍‌ ହ୍ୱାଟ୍ସଆପ୍‌ ନମ୍ବରରେ ମଗା ହେଉଛି ଟଙ୍କା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳଙ୍କ ପରେ ଏବେ ବ୍ରହ୍ମପୁର ମହାନଗର ନିଗମ (BeMC)ର କମିଶନର ଜେ.ସୋନାଲ ନାଁରେ ଫେକ୍ ହ୍ୱାଟ୍ସଆପ୍ । ସାଇବର ଠକ ମହାନଗର କମିଶନରଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଖୋଲି ଟଙ୍କା ମାଗୁଛନ୍ତି । ମହାନଗର ନିଗମ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ୯୦୬୫୦୩୫୮୦୫ ନାମକ ଏକ…

୨୬ ଘଣ୍ଟାର ମାରାଥନ ଜେରା ପରେ ମମତା ବାନାର୍ଜୀଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ବାନ୍ଧିଲା ଇଡି

କୋଲକାତା: ସରକାରୀ ସ୍କୁଲରେ ଶିକ୍ଷକ ନିଯୁକ୍ତି ଘୋଟାଲା ଅଭିଯୋଗରେ ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ପାର୍ଥ ଚାଟାର୍ଜୀ ଗିରଫ । ୨୬ ଘଣ୍ଟାର ମାରାଥନ ଜେରା ସାମ୍ନା କରିବା ପରେ ଇଡି ଦ୍ୱାରା ଗିରଫ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ…

ଭରତପୁର ଅବୈଧ ଖନନକୁ ବିରୋଧ: ଦେହରେ ନିଆଁ ଲଗାଇଥିବା ସାଧୁଙ୍କ ମୃତ୍ୟୁ

ଭରତପୁର: ଭରତପୁରର ପସୋପା ଅଂଚଳରେ ଚାଲିଥିବା ଅବୈଧ ଖନନକୁ ଦୀର୍ଘ ଦିନ ଧରି ସାଧୁମାନେ ବିରୋଧ କରି ଆସୁଛନ୍ତି । ୨୦ ଜୁଲାଇରେ ସନ୍ଥ ବିଜୟ ଦାସ ଏହାକୁ ବିରୋଧ କରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗିଲା ବେଳେ ସେ ରାଧେ ରାଧେ କରି ଦୌଡୁଥିଲେ । ତାଙ୍କ ଦେହରୁ ନିଆଁ ଲିଭାଯାଇ…

[ଦେଖନ୍ତୁ ଭିଡିଓ] ନନ୍ଦାହାଣ୍ଡିରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ, ୧୭ ଅସୁସ୍ଥ

ନବରଙ୍ଗପୁର: ରାୟଗଡ଼ା, କୋରାପୁଟ ପରେ ନବରଙ୍ଗପୁର । ପୁଣି ବ୍ୟାପିଲା ଝାଡ଼ାବାନ୍ତି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଖଡ଼ିଆଗୁଡ଼ା ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଁର ପ୍ରାୟ ୧୭ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ଜଣଙ୍କ ଅବସ୍ଥା ଗୁରୁତର…

[ଦେଖନ୍ତୁ ଭିଡିଓ] ପ୍ରେମରେ ପ୍ରକୃତି ଓ ବାବୁଶାନ ! ରାସ୍ତାରେ ଦେଖି ଉଭୟଙ୍କୁ ମାଡ଼ ମାରିଲେ ବାବୁଶାନଙ୍କ ପତ୍ନୀ

ଭୁବନେଶ୍ୱର: ପ୍ରକୃତିଙ୍କ ପାଇଁ ବାବୁଶାନଙ୍କ ପରିବାରରେ ଫାଟ ! ରାସ୍ତାରେ ଧରି ପ୍ରକୃତିଙ୍କୁ ଛେଚିଲେ ବାବୁଶାନଙ୍କ ପତ୍ନୀ ତୃପ୍ତି । କହିଲେ ପ୍ରକୃତିଙ୍କ ପାଇଁ ତାଙ୍କ ପରିବାର ଭାଙ୍ଗୁଛି । ରିଲରେ ଆପଣ ପ୍ରକୃତି ଓ ବାବୁଶାନଙ୍କ ପ୍ରେମ ଦେଖିଥିବେ । ଆଉ ରିଅଲରେ ସ୍ୱାମୀଙ୍କ ସହ ପ୍ରକୃତିଙ୍କୁ…

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ହଇଜା ନେଲା ପୁଣି ଏକ ଜୀବନ, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ରାୟଗଡ଼ା: କାଶୀପୁରରେ ପୁଣି ଥରେ ହଇଜା ନେଇଛି ଆଉ ଏକ ମୁଣ୍ଡ । ଏଥିସହ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ମୃତକ ଜଣକ ହେଉଛନ୍ତି ଡୁଡୁକାବାହାଲ ପଞ୍ଚାୟତ ଡେଙ୍ଗାଗୁଡା ଗ୍ରାମର ଅର୍ଜୁନ ଜାନି (୫୫) । ଡେଙ୍ଗାଗୁଡା ଗାଁର ୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ସେମାନଙ୍କୁ ଟିକିରି…

ବିରୋଧୀଙ୍କ କ୍ରସ୍‌ଭୋଟିଂ : ଓଡ଼ିଶାରୁ 1 ଆସାମରୁ 22

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନ ସହଜରେ ଜିତିଛନ୍ତି । ପୂର୍ବରୁ ମଧ୍ୟ ସେ ବିଜୟଲାଭ କରିବେ ବୋଲି ଜଣାଥିଲା । କିନ୍ତୁ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ ଏବେ 2024 ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ଚକିତ କରିଛି। ବିରୋଧୀ ଦଳମାନେ ନିଜ ଦଳର ବିଧାୟକ…

ୱେଷ୍ଟଇଣ୍ଡିଜ୍‌ କୁ ୩ ରନ୍‌ରେ ପରାସ୍ତ କଲା ଇଣ୍ଡିଆ

ହାରୁ ହାରୁ ଜିତିଗଲା ଇଣ୍ଡିଆ । ଚାପରେ ଥିବା ଇଣ୍ଡିଆ ଟିମ୍ ଶେଷରେ ରୋମାଞ୍ଚକର ବିଜୟ ହାସଲ କରିଛି । ଶେଷ ଓଭରରେ 11 ରନ୍ କରିଥିଲେ ଓ୍ବେଷ୍ଟ ଇଣ୍ଡିଜ ଖେଳାଳି ଆଉ 3 ରନରେ ଜିତିଥିଲା ଇଣ୍ଡିଆ । https://twitter.com/BCCI/status/1550602265227997184 ପ୍ରଥମ ଦିନିକିଆକୁ ଶିଖର…

ଆଫଗାନିସ୍ତାନବାସୀ ଭାରତକୁ ନିଜର ‘ଭଲ ବନ୍ଧୁ’ ଭାବେ ଦେଖୁଛନ୍ତି

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର କ୍ଷମତାକୁ ଆସିବା ପରଠାରୁ ସରକାର ସହ ଭାରତର ସମ୍ପର୍କ ପୂର୍ବଭଳି ନାହିଁ। ତଥାପି ଆଫଗାନିସ୍ତାନବାସୀ ଭାରତକୁ ନିଜର 'ଭଲ ବନ୍ଧୁ' ଭାବେ ଦେଖୁଛନ୍ତି। ନିକଟରେ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ବ୍ରସେଲ୍ସସ୍ଥିତ ନ୍ୟୁଜ୍ ଓ୍ୱେବସାଇଟ୍ ୟୁରୋପିଆନ୍…

ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀଙ୍କ ଘରୁ ନଗଦ ୨୦ କୋଟି ଜବତ

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅରପିତା ମୁଖାର୍ଜୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେଡ୍ କରି ୨୦ କୋଟି ଟଙ୍କା ଜବତ କରିଛି। ଯାହାର ସୂଚନା ଇଡି ଦ୍ୱାରା ଟ୍ୱିଟ କରି ଦିଆଯାଇଛି। ନଗଦ କୋଟି ଟଙ୍କାର ଫଟୋ…