Latest Odisha News

BREAKING NEWS

Browsing Category

ଫିଚର

ମଙ୍କିପକ୍ସକୁ ସ୍ୱାସ୍ଥ୍ୟ ଏର୍ମଜେନ୍ସି ଭାବେ ଘୋଷଣା କଲା ହୁ

ଜେନେଭା: ମଙ୍କିପକ୍ସର ସଂକ୍ରମଣ ବିଶ୍ୱରେ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ହୁ ଏବେ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ଏର୍ମଜେନ୍ସି ଭାବେ ଘୋଷଣା କରିଛି । ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ରିପୋର୍ଟ…

ଗଞ୍ଜାମରେ ଚାଷୀ ଆତ୍ମହତ୍ୟା; ପାରିବାରିକ ଝଗଡ଼ା କହିଲେ ଗ୍ରାମବାସୀ

ବ୍ରହ୍ମପୁର:ଲଗାଣ ବର୍ଷାରେ ଫସଲ କ୍ଷତି ହେବା ପରେ କୀଟନାଶକ ପିଇ ଦେଇଥିବା ଗଞ୍ଜାମ ଜିଲାର ଜଣେ ଚାଷୀଙ୍କ ଶନିବାର ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ହେଲେ ପୋଲସରା ବ୍ଲକ ପାତାଳସିଙ୍ଗି ଗ୍ରାମର ଚାଷୀ ରମେଶ ରାହା(୫୬)। ଗତ ରମେଶଙ୍କ ଫସଲ ନଷ୍ଟ ହୋଇଯାଇଥିଲା । ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କରୁ…

୧୧ତମ ଖେଳାଳି ଭାବେ ୪୦୦ ସ୍କୋର କଲେ ସାମ ନର୍ଥଇଷ୍ଟ

ଲିସେଷ୍ଟର: ପ୍ରଥମ ଶ୍ରେଣୀ କ୍ରିକେଟରେ ୧୧ତମ ଖେଳାଳି ଭାବେ ୪୦୦ ସ୍କୋର କରିଛନ୍ତି ଗ୍ଲାମରଗନର ବ୍ୟାଟ୍ସମ୍ୟାନ ସାମ ନର୍ଥଇଷ୍ଟ । ଲିସେଷ୍ଟରଶାୟର ବିପକ୍ଷରେ ସେ ୪୧୦ ରନ କରି ଅପରାଜିତ ରହିଥିଲେ । କାଂଉଟି କ୍ରିକେଟରେ ୪ର୍ଥ ଖେଳାଳି ଭାବେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ତାଙ୍କ…

ସିବିଆଇକୁ ହସ୍ତାନ୍ତର ହେବ ଫଡନାଭିସ ଫୋନ ଟ୍ୟାପିଂ ମାମଲା

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଫୋନ ଟ୍ୟାପିଂ ମାମଲାର ସିବିଆଇ ତଦନ୍ତ ପାଇଁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଏଥିରେ ମୋହର ମାରିଛନ୍ତି । ସୂଚନାଯୋଗ୍ୟ, ଆଇପିଏସ…

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣା ଗ୍ୟାସ ଏଜେନ୍ସି ମାଲିକ ଏବଂ ମହଜୁଦକାରୀ ଗିରଫ

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଠାକୁରାଣୀ ମନ୍ଦିର ସାହିରେ ଶୁକ୍ରବାର ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଗୋଟିଏ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଦୁଇଜଣ ପୋଡ଼ି ଯାଇଥିଲେ । ଏହି ଘଟଣାରେ ଶନିବାର ଗୋପାଳପୁର ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।…

ସୋସିଆଲ ମିଡିଆରେ ପ୍ରକୃତିଙ୍କୁ କଟୁ ସମାଲୋଚନା

ଭୁବନେଶ୍ୱର: ଅଭିନେତା ବାବୁଶାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ସୋସିଆଲ ମିଡିଆରେ ନେଟିଜେନଙ୍କ ଉଭୟ କୌତୁହଳ ଏବଂ କଟୁ ସମାଲୋଚନା ଦେଖିବାକୁ ମିଳିଛି । ପ୍ରାୟ ନେଟିଜେନ ପ୍ରକୃତିଙ୍କୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି । ସେପଟେ ଏଭଳି…

ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି ରାହାଣେ

ମୁମ୍ବାଇ: ଭାରତର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି । ଏହି ପ୍ରତିଭାବାନ କ୍ରିକେଟରଜଣଙ୍କ ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ଏ ନେଇ ସୂଚନା ଦେଇଛନ୍ତି । ଏଥିରେ ସେ ତାଙ୍କ ପତ୍ନୀ ରାଧିକା ଓ ଝିଅ ଆର୍ଯ୍ୟାଙ୍କ ଫଟୋ ମଧ୍ୟ ଶେୟାର କରିଛନ୍ତି ।…

କାଶୀପୁରର ହଇଜା ପ୍ରବଣ ଅଞ୍ଚଳରେ ସ୍ଥିତି ପରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ରାୟଗଡ଼ା: ବଢ଼ୁଛି ହଇଜା ମୃତ୍ୟୁ । ନିୟନ୍ତ୍ରଣକୁ ଆସୁନି ସ୍ଥିତି । ହଇଜାରେ ୯ ଜଣଙ୍କ ଜୀବନ ଯିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶଙ୍କ ସହ ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । କାଶୀପୁର ବ୍ଲକର  ବିଭିନ୍ନ ଗାଁରେ ହଇଜା ଯୋଗୁଁ…

ମମତାଙ୍କ ସହ ଫଟୋ ଭାଇରାଲ, ଅର୍ପିତାଙ୍କ ଘରୁ ନଗଦ ୨୦ କୋଟି ସହ ଆଉ କ’ଣ ପାଇଲା ଇଡି?

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଇଡି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି। ଇଡି ଅଧିକାରୀମାନେ ଏବେ ୩୦ ଘଣ୍ଟାରୁ ଅଧିକ ସମୟ ହେବ ମନ୍ତ୍ରୀଙ୍କ ନିକଟତମ କୁହାଯାଉଥିବା ଅଭିନେତ୍ରୀ ଅର୍ପିତା…

ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗର ୨୦ କୋଟି ଜବତ: ଅନୁଭବ, ବର୍ଷା, ସବ୍ୟସାଚ୍ଚୀଙ୍କ ସହ କରିଛନ୍ତି ଫିଲ୍ମ

ଓଡ଼ିଶା ସମ୍ବାଦ ବ୍ୟୁରୋ : ବଙ୍ଗୀୟ ନାୟିକା ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ପାଇଛି ଇଡି । ଏହି ମାମଲାରେ ପଶ୍ଚିମବଙ୍ଗର ହେବିୱେଟ ନେତା ତଥା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଇଡି ଦ୍ୱାରା ଗିରଫ ହୋଇଛନ୍ତି। ପାଖାପାଖି ୨୬ ଘଣ୍ଟାର ମାରାଥନ ଜେରାର ସାମ୍ନା କରିବା ପରେ ଅର୍ପିତା…