Latest Odisha News

BREAKING NEWS

Browsing Category

ଫିଚର

ମନି ଲଣ୍ଡରିଂ ମାମଲାରେ ଆଜି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ !

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଆଜି ଇଡିରେ ହାଜର ହେବେ। ଏହାପୂର୍ବରୁ ଇଡି ଏହି ମାମଲାରେ ସୋନିଆ ଗାନ୍ଧୀଙ୍କ ପୁଅ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏହି ମାମଲାରେ ପାଞ୍ଚ ଦିନ ଜେରା କରିଥିଲା। ଅନ୍ୟପକ୍ଷରେ ଇଡି…

ବିଜେବି କଲେଜରେ ସାନି ରାଗିଂ ଅଭିଯୋଗକୁ ଖଣ୍ଡନ କଲେ ଡିସିପି

ଭୁବନେଶ୍ୱର: ବିଜେବି କଲେଜରେ ଯେଉଁ ସାନି ରାଗିଂ ଅଭିଯୋଗ ଆସିଛି ତାହାରା କୌଣସି ଆଧାର ନାହିଁ । ରାଗିଂ ନେଇ ହୋଇଥିବା ଏତଲାର ତଦନ୍ତ ପରେ ଏହା କହିଛନ୍ତି ଡିସିପି ପ୍ରତୀକ ସିଂ। ସେ କହିଛନ୍ତି, ରାଗିଂ ଅଭିଯୋଗ ଆଣିଥିବା ଛାତ୍ର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର । ସେ ହଷ୍ଟେଲରେ ରୁହନ୍ତି…

କାଶୀପୁରରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର

ରାୟଗଡା: କାଶୀପୁୁରରେ କଲେରା ଆତଙ୍କା ଦେଖାଦେବା ପରେ ଏବେ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆପାଙ୍ଗ ଆଓ କାଶୀପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଯେଉଁ ହଇଜା ବ୍ୟାପିଛି ତାହାର ସ୍ଥିତି ଅନୁଧ୍ୟାନ ପାଇଁ ସଂଧ୍ୟାରେ ପହଞ୍ଚିଛନ୍ତି…

ଦ୍ରୌପଦୀ ଓ ଯଶୱନ୍ତଙ୍କୁ ବିଜେପି-କଂଗ୍ରେସରୁ ହୋଇଛି କ୍ରସ ଭୋଟିଂ?

ଭୁବେନଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସରୁ କେବଳ ବିଧାୟକ ମହମ୍ମଦ ମୋକିମ ନୁହେଁ ବରଂ ଆହୁରି ଜଣେ ବିଧାୟକ ତାଙ୍କୁ ଭୋଟ୍ ଦେଇଛନ୍ତି । ଗୁରୁବାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ବୁଧବାର ବିରୋଧୀ ଦଳର ମୁଖ୍ୟ ସେଚତକ ମୋହନ…

ଜାତୀୟ ଜୁନିୟର ସନ୍ତରଣ ଚାମ୍ପିୟନଶିପ: କର୍ଣ୍ଣାଟକ ଓଭରାଲ ଚାମ୍ପିୟନ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ୪୮ତମ ଜାତୀୟ ଜୁନିୟର ସନ୍ତରଣ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଯାଇଛି । କର୍ଣ୍ଣାଟକ ସନ୍ତରଣକାରୀମାନେ ପ୍ରଭାବୀ ପ୍ରଦର୍ଶନ କରି ଚାମ୍ପିୟନ ହୋଇଛନ୍ତି । ଏହି ଚାମ୍ପିୟନଶିପରେ ୨୬ ନୂତନ ରେକର୍ଡ ସ୍ଥାପନ ହୋଇଛି ।…

ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହଙ୍କୁ କରୋନା

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ସେ ନିଜର କୋଭିଡ ୧୯ ଟେଷ୍ଟ କରାଇଥିଲେ । ଏବେ ଏହା ପଜିଟିଭ ଆସିଛି । ସେ ତାଙ୍କ ଟେଷ୍ଟ ରିପୋର୍ଟ ସାର୍ବଜନୀନ କରିଛନ୍ତି । ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ…

ବାହାଘରର ୩ ମାସ ପରେ ହନୀମୁନ ପାଇଁ ଯିବେ ରଣବୀର-ଆଲିୟା

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କାପୁର ୪ ବର୍ଷ ପରେ ଶମଶେରା ଫିଲ୍ମ ମାଧ୍ୟମରେ ପୁନର୍ବାର ବଡ ପରଦାକୁ ପ୍ରତ୍ୟାବର୍ତନ କରୁଛନ୍ତି । ଏହି ଫିଲ୍ମର ରିଲିଜ ପରେ ସେ କିଛି ଦିନ ବ୍ରେକ ନେବେ । ରଣବୀର ଓ ଆଲିୟା ଭଟ୍ଟ ବାହାଘର ଚଳିତ ବର୍ଷ ୧୪ ଏପ୍ରିଲରେ ହୋଇଥିଲା । ଏହାର ୩ ମାସ ପରେ ଏବେ ଉଭୟ…

ପୁରୀରେ ଭୁଶୁଡ଼ିଲା ନିର୍ମାଣଧୀନ ଛାତ; ୫ ଜଣ ଶ୍ରମିକ ଉଦ୍ଧାର

ପୁରୀ: ପୁରୀ ସହରରେ ମଶାଣି ଚଣ୍ଡି ଛକ ନିକଟରେ ନିର୍ମାଣଧୀନ ଛାତ ଭୁଶୁଡ଼ି ଯାଇଛି । ନିର୍ମାଣ କାମ ଚାଲୁଥିବା ବେଳେ ଛାତଟି ଭୁଶୁଡ଼ି ପଡ଼ିଥିଲା । ଘଟଣାସ୍ଥଳରେ ଥିବା ୫ ଜଣ ଶ୍ରମିକ ଫସିଯାଇଥିଲେ । ଓଡ୍ରାଫ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତ ଶ୍ରମିକ ମାନଙ୍କୁ ସୁରକ୍ଷିତ ଉଦ୍ଧାର…

ସୁଶାନ୍ତଙ୍କ ପରେ ବଲିଉଡ ମାଫିଆଙ୍କ ଟାର୍ଗେଟରେ ତନୁଶ୍ରୀ,ସୋସିଆଲ ସାଇଟରେ ଜଣାଇଲେ ଦୁଃଖ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ପରେ ବଳିଉଡ ମାଫିଆ ଏବେ ଅଭିନେତ୍ରୀ ତନୁଶ୍ରୀ ଦତଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ସେ ସୋସିଆଲ ସାଇଟରେ ଏ ନେଇ ସମସ୍ତଙ୍କୁ ଅବଗତ କରାଇବା ସହ ସ୍ପଷ୍ଟ ଭାବେ ଜଣାଇଛନ୍ତି ଯେ, ବଲିଉଡ ମାଫିଆ, ପଲିଟିକାଲ ସର୍କିଟ ଓ ଆଂଟି ନ୍ୟାଶନାଲ ଏଲିମେଂଟସ ଏବେ ମୋ…

ଗଞ୍ଜାମରେ ମିଳୁନି କୋଭିସିଲ୍‌ଡ ଟିକା

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କୋଭିସିଲ୍‌ଡ ଟିକା ଖୋଜିଲେ ମିଳୁନି । ଜିଲା ବ୍ୟାପି ସବୁଆଡ଼େ କୋଭିସିଲ୍‌ଡ ସରିଯାଇଛି। ଯାହା ଫଳରେ ଜିଲାରେ କୋଭିଡ ଟିକାକରଣ ପ୍ରଭାବିତ ହୋଇଛି । କେବଳ ବ୍ରହ୍ମପୁର ସହର ନୁହଁ, ଜିଲାର ଗ୍ରାମାଞ୍ଚଳ ଏବଂ ଛୋଟ ସହର ଗୁଡ଼ିକରେ ମଧ୍ୟ କୋଭିସିଲ୍‌ଡ ଶେଷ ହୋଇଯାଇଛି ।…