Latest Odisha News

BREAKING NEWS

Browsing Category

ଫିଚର

ବିରୋଧୀଙ୍କ କ୍ରସ୍‌ଭୋଟିଂ : ଓଡ଼ିଶାରୁ 1 ଆସାମରୁ 22

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନ ସହଜରେ ଜିତିଛନ୍ତି । ପୂର୍ବରୁ ମଧ୍ୟ ସେ ବିଜୟଲାଭ କରିବେ ବୋଲି ଜଣାଥିଲା । କିନ୍ତୁ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ ଏବେ 2024 ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ଚକିତ କରିଛି। ବିରୋଧୀ ଦଳମାନେ ନିଜ ଦଳର ବିଧାୟକ…

ୱେଷ୍ଟଇଣ୍ଡିଜ୍‌ କୁ ୩ ରନ୍‌ରେ ପରାସ୍ତ କଲା ଇଣ୍ଡିଆ

ହାରୁ ହାରୁ ଜିତିଗଲା ଇଣ୍ଡିଆ । ଚାପରେ ଥିବା ଇଣ୍ଡିଆ ଟିମ୍ ଶେଷରେ ରୋମାଞ୍ଚକର ବିଜୟ ହାସଲ କରିଛି । ଶେଷ ଓଭରରେ 11 ରନ୍ କରିଥିଲେ ଓ୍ବେଷ୍ଟ ଇଣ୍ଡିଜ ଖେଳାଳି ଆଉ 3 ରନରେ ଜିତିଥିଲା ଇଣ୍ଡିଆ । https://twitter.com/BCCI/status/1550602265227997184 ପ୍ରଥମ ଦିନିକିଆକୁ ଶିଖର…

ଆଫଗାନିସ୍ତାନବାସୀ ଭାରତକୁ ନିଜର ‘ଭଲ ବନ୍ଧୁ’ ଭାବେ ଦେଖୁଛନ୍ତି

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର କ୍ଷମତାକୁ ଆସିବା ପରଠାରୁ ସରକାର ସହ ଭାରତର ସମ୍ପର୍କ ପୂର୍ବଭଳି ନାହିଁ। ତଥାପି ଆଫଗାନିସ୍ତାନବାସୀ ଭାରତକୁ ନିଜର 'ଭଲ ବନ୍ଧୁ' ଭାବେ ଦେଖୁଛନ୍ତି। ନିକଟରେ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ବ୍ରସେଲ୍ସସ୍ଥିତ ନ୍ୟୁଜ୍ ଓ୍ୱେବସାଇଟ୍ ୟୁରୋପିଆନ୍…

ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀଙ୍କ ଘରୁ ନଗଦ ୨୦ କୋଟି ଜବତ

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅରପିତା ମୁଖାର୍ଜୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେଡ୍ କରି ୨୦ କୋଟି ଟଙ୍କା ଜବତ କରିଛି। ଯାହାର ସୂଚନା ଇଡି ଦ୍ୱାରା ଟ୍ୱିଟ କରି ଦିଆଯାଇଛି। ନଗଦ କୋଟି ଟଙ୍କାର ଫଟୋ…

ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସର “ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକରେ ରାଉରକେଲା

ରାଉରକେଲା : ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସ ପକ୍ଷରୁ କରାଯାଇଥିବା "ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକ' କାର୍ଯ୍ୟକ୍ରମରେ ସ୍ମାର୍ଟ ସିଟି ରାଉରକେଲା ବିଶ୍ୱର ପ୍ରମୁଖ ୧୦ଟି ସହର ଭିତରେ ସ୍ଥାନ ପାଇଛି । ଅକ୍ଟୋବର ୧୦ରୁ ୧୪ ତାରିଖ ଯାଏଁ ଲଣ୍ଡନଠାରେ ହେବାକୁ ଥିବା ଏହି "ସହରା ଳ…

ତ୍ରିରଙ୍ଗା ଆନ୍ଦୋଳନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ : ‘ହର ଘର ତ୍ରିରଙ୍ଗା’ ଆନ୍ଦୋଳନକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧୀନ ଭାରତର ପତାକା ପାଇଁ ସ୍ୱପ୍ନ ଦେଖିଥିବା ବ୍ୟକ୍ତିମାନଙ୍କ ଅଦମ୍ୟ ସାହସ ଓ ପ୍ରୟାସକୁ ମନେ ପକାଇ ସଲାମ୍…

ସୂର୍ଯ୍ୟ ଦେଓଙ୍କ ‘କାଲି ପାଇଁ କାଲିର ସିନେମା’ ପୁସ୍ତକକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ବର:  ଓଡ଼ିଶାର ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।…

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଶତ ପ୍ରତିଶତ ସଫଳତା:ବିଶାଖା ଓ ରୋନିତ ଆଞ୍ଚଳିକ ଟପର୍

ଭୁବନେଶ୍ୱର : ସିବିଏସ୍‍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳରେ  କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍କୁଲ୍‍ର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ କ୍ରସ ଭୋଟିଂକୁ ନେଇ ଚର୍ଚ୍ଚା ଚାଲିଛି । ୧୭ ଜଣ ସାଂସଦ ଓ ବିରୋଧୀ ଦଳର ପ୍ରାୟ ୧୨୫ ବିଧାୟକ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ କ୍ରସ ଭୋଟିଂ କରିଛନ୍ତି । ଏପରିକି ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ ଏନଡିଏର କୌଣସି ଜଣେ ବିଧାୟକ…

ଶେଷରେ ଗୋଟିଏ କଥାରେ ରାଜି ହେଲେ ଦୁଇ ଶତ୍ରୁ ଦେଶ ରୁଷିଆ, ୟୁକ୍ରେନ

ମସ୍କୋ: ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ଧରୁ ନାହିଁ । ୫ମାସ ହେବ କ୍ରମାଗତ ଯୁଦ୍ଧ ଯୋଗୁ ଉଭୟ ଦେଶ ସମେତ ବିଶ୍ୱରେ ଆର୍ଥୀକ ମାନ୍ଦାବସ୍ତା ଲାଗି ରହିଛି । ୟୁନାଇଟେଡ ନେଶନର ମଧ୍ୟସ୍ଥତା ଯୋଗୁ ଶେଷରେ ଉଭୟ ଦେଶ ଗୋଟିଏ କଥାରେ ରାଜି ହୋଇଛନ୍ତି । ବ୍ଲାକ ସି ମଧ୍ୟ ଦେଇ ଖାଦ୍ୟ…