Latest Odisha News

BREAKING NEWS

Browsing Category

ଫିଚର

ଜୁନ୍‌ରେ ୬୭.୫୯ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଭାରତର କୋଇଲା ଉତ୍ପାଦନ ଜୁନ୍ ୨୦୨୧ରେ ୫୦.୯୮ ମିଲିୟନ୍ ଟନ୍ (ଏମ୍‌ଟି) ଥିବା ବେଳେ ଜୁନ୍ ୨୦୨୨ରେ ତାହା ୩୨. ୫୭ ପ୍ରତିଶତ ବୃଦ୍ଧି ପାଇ ୬୭.୫୯ ଏମ୍‌ଟି ହୋଇ ଯାଇଛି । କୋଇଲା ମନ୍ତ୍ରଣାଳୟର ଅସ୍ଥାୟୀ ପରିସଂଖ୍ୟାନ ଅନୁସାରେ, ଏହି ବର୍ଷ ଜୁନ୍ ମାସରେ, କୋଲ୍…

ପିଟି ଉଷା ଯିବେ ରାଜ୍ୟସଭା: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ଦୌଡରାଣୀ ପିଟି ଉଷା । ପିଟି ଉଷାଙ୍କ ସହିତ ଫିଲ୍ମ କମ୍ପୋଜର ଓ ସଙ୍ଗୀତକାର ଇଲୈୟାରାଜା, ବୀରେନ୍ଦ୍ର ହେଗଡେ ଓ ବି ବିଜୟେନ୍ଦ୍ର ପ୍ରସାଦ ରାଜ୍ୟସଭା ଯିବାକୁ ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଏହି…

ସ୍ପାଇସ ଜେଟକୁ ଡିଜିସିଏ ନୋଟିସ୍; ଇଣ୍ଡିଗୋ କ୍ୟାବିନରେ ନିଆଁ

ଇନ୍ଦୋର: ବୁଧବାର ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) ସ୍ପାଇସ ଜେଟକୁ କଡ଼ା ଭର୍ତ୍ସନା କରିବା ସହ ନୋଟିସ ଜାରି କରିବା ପରେ ଇଣ୍ଡିଗୋର ଏମ ବିମାନକୁ ତଦନ୍ତ କରୁଛି । ରାୟପୁର-ଇନ୍ଦୋର ଏକ ବିମାନ ଗନ୍ତବ୍ୟ ସ୍ଥଳ ଇନ୍ଦୋରରେ ପହଞ୍ଚିବା ପରେ ଏକ କ୍ୟାବିନରୁ ଧୂଆଁ…

ଦ୍ୱିତୀୟ ବିବାହ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେମିତି ଥିଲା ପ୍ରଥମ ସ୍ତ୍ରୀଙ୍କ ସହ ସମ୍ପର୍କ ?

ଚଣ୍ଡିଗଡ଼: ବାହା ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ୍ । ଆସନ୍ତାକାଲି ମନ୍ ଡକ୍ଟର ଗୁରପ୍ରୀତଙ୍କୁ ଦ୍ୱିତୀୟ ବିବାହ କରିବେ । ତେବେ ଆପଣଙ୍କ ମନରେ ନିହାତି ପ୍ରଶ୍ନ ଥିବ ଗୁରପ୍ରୀତ କିଏ ? ଯାହାକୁ ବିବାହ କରିବାକୁ ଯାଉଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଗୁରପ୍ରୀତ କୌରଙ୍କୁ ଘର ଲୋକେ ଗୋପୀ…

ଶାହାରୁଖଙ୍କ ଯବାନରେ ଭିଲେନ ହେବେ ବିଜୟ ସେତୁପତି !

ମୁମ୍ବାଇ: ବଲିଉଡ ଏବେ ସମ୍ପୂର୍ଣ୍ଣ ଭାବେ ଦକ୍ଷିଣ ଭାରତ ଶୈଳୀକୁ ଆପଣାଉଛି କହିଲେ ଭୁଲ ହେବନି । ଏପରିକି ବଲିଉଡର ସୁପରଷ୍ଟାର ମାନେ ସଫଳତା ପାଇଁ ଏହାର କାହାଣୀ, ନିର୍ଦ୍ଦେଶନା ଏବଂ ଅଭିନେତାଙ୍କ ଉପରେ ନିର୍ଭର କରିବା ଆରମ୍ଭ କରିଛନ୍ତି । ସୁପରଷ୍ଟାର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଯବାନରେ…

ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ; ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁଖତାର୍ ଅବ୍ବାସ ନକଭୀ

ନୂଆଦିଲ୍ଲୀ: ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟର ମନ୍ତ୍ରୀ ମୁଖତାର ଅବ୍ବାସ ନକଭୀ ବୁଧବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମୁଖତାରଙ୍କ ଇସ୍ତଫା ସମ୍ଭାବ୍ୟ ପ୍ରାର୍ଥୀତ୍ବ ପାଇଁ ବଳ ଯୋଗାଇଛି । ଏବେ ବାଜପେୟୀ ଅମଳର ଏହି ଟାଣୁଆ ନେତାଙ୍କୁ ଦେଶର ଦ୍ବିତୀୟ…

ପାରୋଲରେ ଆସିଥିବା କଏଦୀଙ୍କୁ ସଂଘବଦ୍ଧ ଭାବେ ଗୁଳିମାଡ଼

କାମାକ୍ଷାନଗର: ପାରୋଲରେ ଆସିଥିବା ଜଣେ କଏଦୀଙ୍କୁ ସଂଘବଦ୍ଧ ଭାବେ ଗୁଳିକାଣ୍ଡ କରାଯାଇଛି । ଏଭଳି ଲୋମ ଟାଙ୍କୁରା ଗୁଳିକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଚାଉଳିଆଝରଣ ଗାଁରେ । ଗୁରୁତର କଏଦୀ ଜଣଙ୍କ ବାମ ପଞ୍ଚାୟତ ବାଉଁଶମୁଣ୍ଡା ଗାଁର ଅର୍ଜୁନ ସୋରେନ । ଅର୍ଜୁନ ଆଜି ଝିଲ୍ଲୀ ଗାଁ…

୨୧ ବର୍ଷ ପରେ ମୁଲ୍ଲା ଉମର କାର ଖୋଳି ବାହାର କଲେ ତାଲିବାନ

କାବୁଲ: ୨୧ ବର୍ଷ ପରେ ତାଲିବାନୀମାନେ ତାଙ୍କ ସଂସ୍ଥାପକ ମୁଲ୍ଲା ଉମରଙ୍କ କାର ଖୋଳି ବାହାର କରିଛନ୍ତି । ଏହି କାରରେ ମୁଲ୍ଲା ଆମେରିକା କବଳରୁ ବଂଚିବା ପାଇଁ କାନ୍ଧାହାରରୁ ଜାବୁଲୁର ଆସିଥିଲେ । ଏଠାରେ କାରକୁ ପୋତି ସେ ଫେରାର ହୋଇ ଯାଇଥିଲେ । ଏହି କାରକୁ ଏବେ ଆଫଗାନିସ୍ତାନ ନ୍ୟାଶନାଲ…

ଦୁର୍ଦ୍ଦିନରେ ସ୍ପାଇସ ଜେଟ୍: ଅଠର ଦିନରେ ୮ଟି ବିମାନରେ ତ୍ରୁଟି, ଡିଜିସିଏର କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ସ୍ପାଇସଜେଟ ବିମାନ କମ୍ପାନୀର ଘୋର ଅସୁବିଧା ଦେଇ ଗତି କରୁଛି । ଗତ ୧୮ ଦିନ ଭିତରେ ଦେଶର ଏହି ପ୍ରମୁଖ ବିମାନ ଚଳାଚଳ କମ୍ପାନୀ ୮ଟି ସୁରକ୍ଷା ସମ୍ବନ୍ଧିତ ବିଫଳତା ସମ୍ମୁଖୀନ ହୋଇଛି । ମଝି ଆକାଶରେ ଉପାୟଶୂନ୍ୟ ହୋଇ ଯାତ୍ରା ବିଫଳ କରିବାକୁ ବାଧ୍ୟ ହୋଇଛି । ଏହି ସମୟ ଭିତରେ…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ସିନିୟରଙ୍କୁ ବିଶ୍ରାମ

ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଶିଖର ଧାୱନଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କୁ ଉପ ଅଧିନାୟକ କରାଯାଇଛି । ଦଳର ୩ ପ୍ରମୁଖ ଖେଳାଳି ନିୟମିତ ଅଧିନାୟକ ରୋହିତ ଶର୍ମା,…