Latest Odisha News

BREAKING NEWS

Browsing Category

ଖେଳ

ମାଟି କାମୁଡୁଛନ୍ତି କୋଟିପତି ଖେଳାଳି !

ଭୁବନେଶ୍ବର : ନିଲାମ ବେଳେ ଖୁବ୍ ମହଙ୍ଗାରେ ବିକ୍ରି ହେଲେ । କିନ୍ତୁ ପ୍ରଦର୍ଶନ ବେଳକୁ ହୋଇଗଲେ ଶସ୍ତା । ଭାରତରେ ଚାଲିଥିବା କ୍ରିକେଟ୍ ଫେଷ୍ଟିଭାଲ ଆଇପିଏଲରେ ସାମିଲ ହୋଇଛନ୍ତି ଦେଶ ଦୁନିଆର ବହୁ ନାମୀ ଖେଳାଳି । ନିଲାମ ବେଳେ ଖେଳାଳିଙ୍କୁ ମନଇଚ୍ଛା ଦରରେ କିଣିଲେ ଫ୍ରାଂଚାଇଜ୍ । କିନ୍ତୁ…

ଧୋନୀ କରିବେ କି କମବ୍ୟାକ୍?

ଭୁବନେଶ୍ବର: ଟି-୨୦ ବିଶ୍ୱକପ୍ ପାଇଁ ମେ’୧ ତାରିଖ ପୂର୍ବରୁ ଘୋଷଣା ହେବ ଟିମ୍ ଇଣ୍ଡିଆ । ଆଉ ବିଶ୍ୱକପ୍‌ରେ ଭାରତ ପାଇଁ ଖେଳିବେ ମହେନ୍ଦ୍ର ସିଂ ଧୋନି । କଥାଟା ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କାରଣ ଯେଉଁ ଖେଳାଳି ୪ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି, ଏବେ…

ଆଇପିଏଲରେ ଆଉ ଏକ କୀର୍ତିମାନ କଲେ କୋହଲି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । କୋହଲି ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲର ୧୦ଟି ସଂସ୍କରଣରେ ୪୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ଚଳିତ ସଂସ୍କରଣରେ ବି…

ଟି୨୦ ବିଶ୍ୱକପ: ପ୍ରାୟତଃ ଚୂଡାନ୍ତ ହୋଇସାରିଛି ଭାରତୀୟ ଦଳ

ନୂଆଦିଲ୍ଲୀ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଚୂଡାନ୍ତ ଶେଷ ପର୍ଯ୍ୟାୟରେ ପଂହଚି ସାରିଛି । ଏବେ କେବଳ ୨/୩ଟି ସ୍ଥାନ ପାଇଁ ଚୟନକର୍ତା ଦ୍ୱନ୍ଦ୍ୱରେ ଅଛନ୍ତି । ମେ ୧ ପୂର୍ବରୁ ଆଇସିସି ନିକଟକୁ ଚୟନ ଖେଳାଳିଙ୍କ ନାମ ପଠାଇବାକୁ ପଡିବ । ଆଇପିଏଲ…

ଫିଫା ଯୋଗ୍ୟତାପର୍ଯ୍ୟାୟ ମୁକାବିଲା: ଭୁବନେଶ୍ୱରରେ ଅଭ୍ୟାସ କରିବେ ଭାରତୀୟ ଟିମ

ଭୁବନେଶ୍ୱର: ଆସନ୍ତା ମାସରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତୀୟ ସିନିୟର ପୁରୁଷ ଟିମ ଭୁବନେଶ୍ୱରରେ ଅଭ୍ୟାସ କରିବେ । କୋଚ ଆଇଗର ଷ୍ଟିମାକଙ୍କ ପ୍ରଶିକ୍ଷଣରେ ମେ ୧୦ରୁ ଏହି ପ୍ରସ୍ତୁତି ଶିବର ଆରମ୍ଭ ହେବ । ଏହା ପରେ କୁଏଟ ବିପକ୍ଷ ମୁକାବିଲା…

ଆଇପିଏଲ: ପନ୍ତଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକ ରିଷଭ ପନ୍ତ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଟି୨୦ କ୍ରିକେଟରେ ଗୋଟିଏ ବୋଲର ବିପକ୍ଷରେ ସେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ପନ୍ତ ଗୁଜରାଟ ଟାଇଟାନ୍ସର ମୋହିତ ଶର୍ମାଙ୍କ ବିପକ୍ଷରେ ୧୮ ବଲରେ ୬୨ ରନ ସଂଗ୍ରହ କରିଥିଲେ ।…

ଆଇସିସି ଟି୨୦ ବିଶ୍ୱକପର ବ୍ରାଣ୍ଡଆମ୍ବାସଡର ହେଲେ ଉସେନ ବୋଲ୍ଟ

ନୂଆଦିଲ୍ଲୀ: ଜାମାଇକାର ଷ୍ଟାର ଆଥଲେଟ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି୨୦ ବିଶ୍ୱକପ କ୍ରିକେଟର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି । ୧୦୦ ଓ ୨୦୦ ମିଟରର ଏହି ବିଶ୍ୱରେକର୍ଡଧାରୀ ଦ୍ରୁତତମ ଧାବକ ଏ ନେଇ ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ସେ ୱେଷ୍ଟଇଣ୍ଡିଜ ଟିମକୁ…

ଆଇପିଏଲ: ୨୦ତମ ଓଭରରେ ଷ୍ଟୋଇନିସଙ୍କ ଷ୍ଟ୍ରାଇକ ରେଟ ସବୁଠାରୁ ଆଗରେ

ଚେନ୍ନାଇ: ଚଳିତ ଆଇପିଏଲରେ ମାର୍କସ ଷ୍ଟୋଇନିସଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ତାଙ୍କର ଚମତ୍କାର ଶତକ ବଳରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ଶେଷ ଓଭରରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ୨୦ତମ ଓଭରରେ ୧୭ ରନ ଆବଶ୍ୟକ ହେଉଥିବା ବେଳେ ଷ୍ଟୋଇନିସ ୩ଟି ବଲରେ ଏହାକୁ ହାସଲ କରି ନେଇଥିଲେ ।…

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ରିତୁରାଜ

ଚେନ୍ନାଇ: ଚଳିତ ଆଇପିଏଲରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ରିତୁରାଜ ଗାଏକ୍ୱାଡ ଆକର୍ଷଣୀୟ ଶତକ ହାସଲ କରିବା ସହ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ଲକ୍ଷ୍ନୌ ସୁପର ଜ୍ୟାଂଟସ ମୁକାବିଲାରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଆଇପିଏଲରେ ଓଭରାଲ ୮ମ ଏବଂ…

ପାକିିସ୍ତାନରେ ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳି ନ ପାରେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଜନୈକ ଅଧିକାରୀ କହିଛନ୍ତି ଯେ, ଦ୍ୱିପାକ୍ଷିକ ସିରିଜ କଣ ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି । ଭେନ୍ୟୁ ବଦଳାଇବା ବିସିସିଆଇ ନିଶ୍ଚିତ ଭାବେ ଆଇସିସି ନିକଟରେ ଦାବୀ କରିବ । ଯଦି କିଛି ସମ୍ଭବ ନୁହେଁ ତେବେ ହାଇବ୍ରିଡ ମଡେଲ…