Latest Odisha News

BREAKING NEWS

Browsing Category

ସହର

City

ଲକ୍‌ଡାଉନ ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ରୁଟରେ ଗଡିବ ୧୭ଟି ମୋ ବସ୍

ଭୁବନେଶ୍ୱର: କରୋନା ଭୟରେ ଆଜି ସକାଳ ୭ଟା ଠାରୁ ଆସନ୍ତା ୨୯ ତାରିଖ ରାତି ୯ ଟା ଯାଏଁ ରାଜ୍ୟର ୫ଟି ଜିଲ୍ଲା ଓ ଆଠଟି ପ୍ରମୁଖ ସହରରେ ସମ୍ପୂର୍ଣ୍ଣ ବନ୍ଦ ବା ଲକ୍‌ଡାଉନ ଘୋଷଣା ହୋଇଛି । ତେବେ ଏହି ଲକ୍ ଡାଉନ ସପ୍ତାହ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ରୁଟରେ ୧୭ଟି ମୋ ବସ୍ ଚାଲିବ ବୋଲି କ୍ୟାପିଟାଲ…

ଓଡିଶାରେ ଲକ୍‌ଡାଉନ ବେଳେ କଣ ସବୁ ଉପରେ ରହିବ କଟକଣା ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦକୁୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସକାଳ ୭ଟା ଠାରୁ ଆସନ୍ତା ୨୯ ତାରିଖ ରାତି ୯ ଟା ଯାଏଁ ରାଜ୍ୟର ୫ଟି ଜିଲ୍ଲା ଓ ଆଠଟି ପ୍ରମୁଖ ସହରରେ ସମ୍ପୂର୍ଣ୍ଣ ବନ୍ଦ ବା ଲକ୍‌ଡାଉନ ଘୋଷଣା କରିଛନ୍ତି । ତେବେ ଏହି ଆଠ…

କୋଭିଡ-୧୯: ରାଜଧାନୀରେ ସମସ୍ତ ଚା’, ପାନ ଦୋକାନ, ଜୁସ ସେଣ୍ଟର ବନ୍ଦ

ଭୁବନେଶ୍ୱର: ରାଜ୍ୟରେ କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ଭୁବନେଶ୍ୱର ମହାନଗର ନିଗମ(ବିଏମସି) ରାଜଧାନୀରେ ଅନାବଶ୍ୟକ ସାମଗ୍ରୀର ଦୋକାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଅଧିକ ଆବଶ୍ୟକ ହେଉନଥିବା ସାମଗ୍ରୀ ଯଥା- ସୋ’ ରୁମ୍,…

କରୋନା ସତର୍କତା: ଟ୍ୱିନସିଟିରେ ବନ୍ଦ ରହିବ ସମସ୍ତ ପାର୍କ

ଭୁବନେଶ୍ୱର: କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜନଗହଳିକୁ କମ୍ କରିବା ପାଇଁ ଅନ୍ୟ ଆଦେଶ ପର୍ଯ୍ୟନ୍ତ ଭୁବନେଶ୍ୱରର ସମସ୍ତ ପାର୍କ ବନ୍ଦ ରହିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଶନିବାର ଦିନ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ମୋଟ୍ ୬୭ଟି ପାର୍କ ରହିଛି । ସେହିଭଳି…

ଟ୍ୱିନସିଟିରେ ବସ, ଟ୍ରକ ପାଇଁ ଲାଗୁ ହେବନି ଯୁଗ୍ମ-ଅଯୁଗ୍ମ ନିୟମ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ସାର୍ବଜନିକ ପରିବହନ ଯାନ ଟ୍ରକ ଓ ବସ ପାଇଁ ଯୁଗ୍ମ -ଅଯୁଗ୍ମ ନିୟମ ଲାଗୁ ହେବ ନାହିଁ ବୋଲି ଶନିବାର ଦିନ ପୋଲିସ କମିଶନରେଟ୍ ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ ଶୁକ୍ରବାର ଦିନ ପୋଲିସ ରାସ୍ତାରେ ଯାନବାହନ ଗୁଡିକର ସଂଖ୍ୟା କମ୍ କରି କରୋନାଭାଇରସ ସଂକ୍ରମଣକୁ…

କରୋନା ରୋକିବା ପାଇଁ କଟକରେ ଶନିବାରଠାରୁ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଆରମ୍ଭ

କଟକ: କରୋନା ମହାମାରୀର ଭୟାବହତାକୁ ରୋକିବା ପାଇଁ କଟକ ସହରରେ ମଧ୍ୟ ସର୍ବସାଧାରଣ ପରିବହନ ବ୍ୟବସ୍ଥାରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଶନିବାର ଠାରୁ ଲାଗୁ ହେବ । ବସ୍‌, ଅଟୋ, ଟାକ୍ସି ଓ ଟ୍ରକ୍ ଇତ୍ୟାଦି ର ଚଳାଚଳ ଉପରେ ଏହି ନୂଆ ନିୟମ ଲାଗୁ ହେବ ବୋଲି ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍…

କରୋନା ପଜିଟିଭ ରୋଗୀଙ୍କ ଉପରେ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକାଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ୱର: ଦିନ ସାରା ଭୁବନେଶ୍ୱର ଏମ୍ସରେ କରୋନା ପଜିଟିଭ୍ ରୋଗୀଙ୍କ ଠାରୁ ସଂକ୍ରମଣ ନେଇ ବିଭିନ୍ନ ଚର୍ଚ୍ଚା ଓ ଖବର ପ୍ରକାଶ ପାଇଥିବା ବେଳେ ଅପରାହ୍ନରେ ଏମ୍ସ ନିର୍ଦ୍ଦେଶିକା ଗୀତାଂଜଳି ପଦ୍ମନାଭମ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି । https://youtu.be/nwf3cdTnQko ସୂଚନା ଅନୁଯାୟୀ,…

ସର୍ବସାଧାରଣ ସ୍ଥାନରେ ୭ରୁ ଅଧିକ ଏକତ୍ର ହେବା ମନା: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଭୁବନେଶ୍ୱର ଗୀତଗୋବିନ୍ଦ ସଦନରୁ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ରାଜ୍ୟବାସୀଙ୍କୁ କରୋନାଭାଇରସ ସମ୍ପର୍କରେ ତାଜା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ୭ରୁ ଅଧିକ ଲୋକଙ୍କୁ ଏକତ୍ର ରହିବା ମନା । ରାଜ୍ୟରେ କରୋନା ବ୍ୟତୀତ ଅନ୍ୟ କୌଣସି ସଭା…

କରୋନା ବିରୁଦ୍ଧରେ ଲଢେଇ: ରାଜଧାନୀର ୪ଟି ଗେମ୍ ଜୋନ୍ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱର ନଗର ନିଗମ(ବିଏମସି)ର ପ୍ରବର୍ତ୍ତନ ସ୍କ୍ୱାର୍ଡ କରୋନାଭାଇରସ ପାଇଁ ଜାରି ଏସଓପିର ଉଲ୍ଲଙ୍ଘନ କରିଥିବାରୁ ସହରର ୪ଟି ଗେମ୍ ଜୋନ୍ ଓ ଗୋଟିଏ ସାଇବର କାଫେକୁ ବନ୍ଦ କରିଦେଇଛି । ସହିଦ ନଗରର ଗେମ୍ ଜୋନ୍ ରିପବ୍ଲିକ ଅଫ୍ ର୍ମ୍ସେ ଓ କ୍ରେଜି ଗେମର, ବାପୁଜୀ ନଗରର ସିଏନସି…

କରୋନା ଭୟ: କାଲିଠୁ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ ମନା

ଭୁବନେଶ୍ୱର: ଓଡିଶା ସରକାର ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ସହିତ ଧାର୍ମିକ ଅନୁଷ୍ଠାନ ଗୁଡିକୁ ଜନତାଙ୍କ ପ୍ରବେଶ ବନ୍ଦ କରିବା ପାଇଁ କହିଛନ୍ତି । କିନ୍ତୁ ଧାର୍ମିକ ଅନୁଷ୍ଠାନରେ ଆବଶ୍ୟକୀୟ ପୂଜା ଗୁଡିକ ଜାରି ରହିବ । ଆସନ୍ତା କାଲିଠାରୁ ପୁରୀ…