Latest Odisha News

BREAKING NEWS

Browsing Category

ରାଉରକେଲା

Rourkela

ସୁନ୍ଦରଗଡ଼ ଜିଲ୍ଲାରେ ୬୭୪ ବୁଥ୍‌ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି

ରାଉରକେଲା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ। ଆଜି ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡା, ହେମଗିରି ଓ ଲହୁଣିପଡା ତିନି ବ୍ଲକରେ ମତଦାନ ସୁରୁଖୁରୁରେ ଚାଲିଛି। କୌଣସି ସ୍ଥାନରେ କିଛି ଅଘଟଣ ଘଟି ନଥିବା କୁହାଯାଉଛି । ତିନିଟି ବ୍ଲକର ୬ ଜିଲ୍ଲା ପରିଷଦ, ୫୩ ସରପଞ୍ଚ ଓ ୬୭୪…

ପଞ୍ଚାୟତର ମଙ୍ଗ ଧରିବା ପାଇଁ ୮ ସରପଞ୍ଚ ପ୍ରାର୍ଥୀ ଦେଲେ ପରୀକ୍ଷା

ରାଉଲକେଲା: ପଞ୍ଚାୟତର ମଙ୍ଗ ଧରିବା ପାଇଁ ୮ ସରପଞ୍ଚ ପ୍ରାର୍ଥୀ ଦେଲେ ପରୀକ୍ଷା । ସେମାନଙ୍କ ମଧ୍ୟରୁ ୩ ଜଣ ପାସ୍ ହେଲେ । ଏଭଳି ରୋଚକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ପଞ୍ଚାୟତ ମାଲପୁଡ଼ା ଗ୍ରାମରେ । ଏହି ନିଆରା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । କୁତ୍ରା…

ଜେଲ ଗଲେ ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର

ରାଉରକେଲା: ଆସିଷ୍ଟାଣ୍ଟ କଲେକ୍ଟର ମନରୋଞ୍ଜନ ନାଏକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୁଇ କୋଟିରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଗତକାଲି ଏକାସଂଗେ ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ତେବେ ଗିରଫ ପରେ ଆଜି କୋର୍ଟ ଚାଲାଣ ହେବ । ଆୟ…

ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘର ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ରାଉରକେଲା: ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘର ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘର ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛନ୍ତି । ଭିଜିଲାନ୍ସର ପାଞ୍ଚଟି ଟିମ ପୃଥକ…

[ଭିଡ଼ିଓ] ପୁଣି ଫସିଲେ ରାଜଗାଙ୍ଗପୁର ତହସିଲଦାର ଶରତଚନ୍ଦ୍ର

ରାଉରକେଲା : ପୁଣି ଫସିଲେ ତହସିଲଦାର । ଏଥର ଅଭିଯୋଗ କିନ୍ତୁ ଭିନ୍ନ । କିଛି ଯୁବତୀଙ୍କ ସମ୍ପର୍କ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ। ରାଜଗାଙ୍ଗପୁର ତହସିଲଦାର ଶରତଚନ୍ଦ୍ର ବାଗଙ୍କ ନାଁରେ ତାଙ୍କ ସ୍ତ୍ରୀ ଡାଲିଆ ଦେବନାଥ ଥାନାରେ ଦେଇଛନ୍ତି ଏତଲା। ଅନ୍ୟ ଝିଅ ମାନଙ୍କ ସହ…

ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା: ଶ୍ରମିକଙ୍କ ମୃତ୍ୟୁ, ଜଣେ ଗୁରୁତର

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ( ଆରଏସପି) କ୍ୟାପଟିଭ ପାୱାର ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି ।  ପ୍ଲାଣ୍ଟରେ  ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ସେକ୍ଟର -୫ ଗୋଲଘର ସୁବାସପାଲିର ଅମର କୁମାର ପଣ୍ଡା । ଗୁରୁତର ହେଲେ ସୁଶୀଲ କୁମାର…

ତିନିଜଣ ହାଡ଼କୋର ଡ଼କାୟତଙ୍କୁ ଧରିଲା ଉଦିତନଗର ପୋଲିସ

ରାଉରକେଲା: ରାଉରକେଲା ଉଦିତନଗର ଥାନା ପୋଲିସ ହାତରେ ଧରାପଡ଼ିଲା ତିନିଜଣ ହାଡ଼କୋର ଡ଼କାୟତ । ସେମାନଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ, ଗୁଳି, ଭୂଜାଲି, ଖଣ୍ଡାକୁ ଜବତ କରାଯାଇଛି । ଶୀତଳପଡ଼ାରେ ଡ଼କାୟତି ଯୋଜନାବେଳେ ଗିରଫ କଲା ପୋଲିସ । ସୂଚନା ଅନୁସାରେ, ଶୀତଳପଡ଼ା ନିକଟ ଡ଼ମ୍ପିଂ ୱାର୍ଡ଼ରେ ଡ଼କାୟତି…

[ଭିଡ଼ିଓ] ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ସ୍ଥାନ ପାଇଲା ରାଉରକେଲା

ରାଉରକେଲା: ୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ । ବିଶ୍ୱର ୧୫ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ଭାରତର ଏକମାତ୍ର ସହର ଭାବେ ରାଉରକେଲା ସ୍ଥାନ ପାଇଛି । ଏହି ଅନ୍ତର୍ଜାତୀୟ ମାନ୍ୟତା ପାଇବାରେ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢାଉ

ରାଉରକେଲା : ପୁଣି ଭିଜିଲାନ୍ସ ରେଡ୍। କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଏହି ଚଢାଉ ଜରାଯାଉଛି। ନିହାରଙ୍କ ଶ୍ୱଶୁର ଘର ରାଉରକେଲା ସ୍ଥିତ ଛେଣ୍ଡ କଲୋନୀରୁ ନେଇ ବାରିପଦା କ୍ୱାଟରରେ ଭିଜିଲାନ୍ସ ଚଢାଉ କରାଯାଇଛି ।…

NIT ରାଉରକେଲାରେ ମାଡୁଛି କରୋନା: ସଂକ୍ରମିତ ହେଲେଣି ୧୨୫ ଜଣ

ରାଉରକେଲା: ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବା ଏନଆଇଟି ରାଉରକେଲାରେ ମାଡୁଛି କରୋନା । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏଯାଏ ୧୨୫ ଜଣ ପଜିଟିଭ୍ ବାହାରିଲେଣି । ଗତକାଲି ୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୨୫୦ରୁ ଅଧିକ ଲୋକଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ଶୁକ୍ରବାର…