Latest Odisha News

BREAKING NEWS

Browsing Category

Uncategorized

ହକ୍ ପାଇଁ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

କୋରାପୁଟ: କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ରଣସପୁର ପଞ୍ଚାୟତର ରାଣିଗଡ଼ ଓ ସରଗିପଦର ଗ୍ରାମର ଲୋକେ ନିଜର ହକ ବ୍ଲକ କାର୍ଯ୍ୟାଳୟ ରେ ତାଲା ପକାଇଛନ୍ତି । ଆଉ ବାହାରେ ବସି ଧାରଣା ଦେଇଛନ୍ତି । ଦାବି ପୂରଣ ପାଇଁ ଲିଖିତ ପ୍ରତିଶୃତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ…

କିଭରେ ବିମାନ ଦୁର୍ଘଟଣା; ଗୃହମନ୍ତ୍ରୀଙ୍କ ସମେତ ୧୬ ମୃତ

କିଭ:ୟୁକ୍ରେନ ରାଜଧାନୀ କିଭ ନିକଟସ୍ଥ ଏକ ସହରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଗୃହମନ୍ତ୍ରୀଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାଯାଇଛି । ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ । ଏମାନଙ୍କ…

କାହାର ଏ ଚାପ ? ୨୪ ଘଣ୍ଟା ଯାଇନି କାହିଁକି ବଦଳିଗଲା ପାକ ପ୍ରଧାନମନ୍ତ୍ରୀ ସ୍ୱର

ନୂଆଦିଲ୍ଲୀ: ଶିକ୍ଷା ଲାଭ କରିଥିଲେ । ହେଲେ ଶିକ୍ଷା ଭୁଲିଗଲେ କି ପାକ ପ୍ରଧାନମନ୍ତ୍ରୀ ? ପ୍ରଥମେ ନେହୁରା ହେଲେ କିନ୍ତୁ ପରେ ପଲଟି ଗଲେ କାହିଁକି ? ୨୪ ଘଣ୍‌ଟା ପରେ କାହିଁକି ବଦଳିଗଲା ସ୍‌:ର ? ଯୁଦ୍ଧ ବରବାଦି ଆଣି ଦେଇଛି ବୋଲି କହୁଥିଲେ । ଶାନ୍ତିପୂର୍ଣ୍ଣ ଆଲୋଚନା ଚାହୁଁଥିଲେ । ହେଲେ…

ମିସ୍ ଆଣ୍ଡ୍ ମିସେସ୍ ଇଣ୍ଡିଆ କୁଇନ୍ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ

ଭୁବନେଶ୍ୱର: ମିସ୍ ଆଣ୍ଡ୍ ମିସେସ୍ ଇଣ୍ଡିଆ କୁଇନ୍ ଅଫ ହାର୍ଟସ୍ ସିଜିନ୍‌-୫ରେ ଓଡ଼ିଆ ଝିଅ ଗୁଡ୍ଡିଙ୍କ କମାଲ । ମିସେସ୍ ପପୁଲାର ଏବଂ କନ୍‌ଫିଡେଂଟ କାଟାଗୋରୀରେ ସମସ୍ତଙ୍କୁ ପଛରେ ପକାଇ ବିଜେତା କ୍ରାଉନ ହାସଲ କରିଛନ୍ତି । ନୂଆଦିଲ୍ଲୀ କନକପୁରସ୍ଥିତ ଏକ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କଲେ ୯୨ ଖଣ୍ଡ ଗ୍ରାମର ଚାଷୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଚାଷୀ ସୁରକ୍ଷା କମିଟି ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ଦାବି ନେଇ ୯୨ ଖଣ୍ଡ ଗ୍ରାମର ୩ ହଜାରରୁ ଅଧିକ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ପରେ ଜିଲ୍ଲାପାଳଙ୍କ ଜରିଆରେ…

ନଡ୍ଡାଙ୍କ ନେତ୍ୱତ୍ୱରେ ୨୦୨୪ ମହାସମର ଲଢିବ ବିଜେପି

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବଢିଲା ।  ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦାୟିତ୍ୱରେ ରହିବେ । ନଡ୍ଡାଙ୍କ ଦାୟିତ୍ୱରେ ବିଜେପି ୨୦୨୪ ମହାସମର ଲଢିବ । ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଏପରି…

ଆଦିବାସୀଙ୍କ ଅଭିନବ ଉଦ୍ୟମ : ବିଷାକ୍ତ ଗଛରୁ ତିଆରି କଲେ ସୁନ୍ଦର କଳାକୃତି

ଚେନ୍ନାଇ : ଆଦିବାସୀଙ୍କର ଅଭିନବ ଉଦ୍ୟମ । ଜଙ୍ଗଲରେ ଥିବା ବିଷାକ୍ତ ପ୍ରଜାତିର ଗଛର ଡ଼ାଳ ଓ ଗଣ୍ଡିକୁ ବ୍ୟହବାର କରି ସୁନ୍ଦର କାରୁକାର୍ଯ୍ୟ କରି ସେମାନେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଏବେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ତାମିଲନାଡ଼ୁ ରାଜ୍ୟର…

ବିଶ୍ୱର ସବୁଠାରୁ ସୁନ୍ଦରୀ ମହିଳା ତଥା ଅଭିନେତ୍ରୀ ଆଉ ନାହାନ୍ତି

ନୂଆଦିଲ୍ଲୀ: ଇଟାଲିଆନ ଅଭିନେତ୍ରୀ ଜିନା ଲୋଲୋବ୍ରିଗିଡା ଆଉ ନାହାନ୍ତି । ଇଟାଲିର ଏହି  ନାୟିକା ବିଶ୍ୱର ସବୁଠାରୁ ଆକର୍ଷଣୀୟ ସୁନ୍ଦରୀ ମହିଳା ଥିଲେ । ୯୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି ।  ତାଙ୍କ ବିୟୋଗରେ ସାରା ବିଶ୍ୱରେ ଶୋକର ଛାୟା ଖେଳି ଯାଇଛି । ଏହି ଖବର ତାଙ୍କର ନାତି…

ସାମ୍ବାଦିକ ସମ୍ମିଳନୀରେ କାହିଁକି ଭୋ ଭୋ କାନ୍ଦିଲେ କେନ୍ଦ୍ର ମନ୍ତ୍ରୀ

ପାଟନା: କେନ୍ଦ୍ର ମନ୍ତ୍ରୀ ପ୍ରେସ ମିଟରେ କାନ୍ଦିଲେ । ନିଜ ସାଥୀଙ୍କୁ ମନେ ପକାଇ ଭୋ ଭୋ କାନ୍ଦିଲେ । କାନ୍ଦୁ କାନ୍ଦୁ କଥା କହି ପାରିଲେନି । ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ସୋମବାର । କେନ୍ଦ୍ର ମନ୍ତ୍ରୀ ତଥା ବିହାର ବକ୍ସରର ସାଂସଦ ଅଶ୍ୱିନୀ ଚୌବେ ସୋମବାର ମିଡିଆ ସାମ୍ନାରେ…

ଦ୍ୱିତୀୟ ବିବାହ କଲା ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ୍ ଇବ୍ରାହିମ୍, ଠିକଣା ବିଷୟରେ ସୂଚନା ଦେଲେ ଭଣଜା

ନୂଆଦିଲ୍ଲୀ: ଦ୍ୱିତୀୟ ବିବାହ କଲା ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ୍ ଇବ୍ରାହିମ୍। ଏଥର ଜଣେ ପାକିସ୍ତାନ ମହିଳାଙ୍କୁ ବିବାହ କରିଛି ଦାଉଦ୍। ଦାଉଦର ଭଉଣୀ ହସୀନା ପାରକରଙ୍କର ପୁଅ ଅର୍ଥାତ୍ ଦାଉଦର ଭଣଜା ଏହି ଖୁଲାସା କରିଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ…