Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତିହାର ଜେଲରେ ନ୍ୟାୟିକ ହେପାଜତରେ ରହିବେ କେଜ୍ରିୱାଲ, ମେ’୯ରେ ଆଗାମୀ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଅନ୍ତରୀଣ ଜାମିନର ଆବେଦନକୁ ନେଇ କୋର୍ଟ କୌଣସି ସ୍ପଷ୍ଟ ରାୟ ପ୍ରଦାନ କରିଥିବା ବେଳେ ଆସନ୍ତା ମେ' ୨୦ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ କେଜ୍ରିୱାଲ…

୧୧ରୁ ୧୧ ରାଜ୍ୟର ଆସନ ହାତେଇବ ଭାଜପା; ଅରୁଣ ସାଓ

ରାୟପୁର: ‘୧୧ରୁ ୧୧ ରାଜ୍ୟର ଆସନ ଜିତିବ ଭାଜପା’; ଏମିତି କିଛି କହିଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଅରୁଣ ସାଓ । ଏଥର ୪୦୦ ପାର କରିବ ମୋଦୀଙ୍କ ଗ୍ୟାରେଣ୍ଟି । ଦେଶରେ ଚାଲିଛି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ । ଭୋଟ ଦେଉଛନ୍ତି ୧୧ ରାଜ୍ୟ । ଅନେକ ନେତା ଓ ମନ୍ତ୍ରୀ ବି ନିଜର…

ବିଜେପିରେ ସାମିଲ ହେଲେ ସେଖର ସୁମନ; କହିଲେ, ଭଗବାନଙ୍କ ନିର୍ଦ୍ଦେଶରେ ମୁଁ ବିଜେପିରେ ମିଶିଲି

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଚାଲିଛି । ଏହି ସମୟ ଭିତରେ ନେତା ମାନଙ୍କର ଦଳ ଡିଆଁ ପର୍ବ ମଧ୍ୟ ଜାରି ରହିଛି । ଏହାରି ଭିତରେ ଆଜି ବିଜେପିରେ ମିଶିଛନ୍ତି ଲୋକପ୍ରିୟ ଅଭିନେତା ତଥା ନେତା ଶେଖର ସୁମନ । ତେବେ ଆଗାମୀ ଦିନରେ ଶେଖର ସୁମନ ନିର୍ବାଚନରେ…

କୁଲଗାମ ଏନକାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ବଡ ସଫଳତା । କୁଲଗାମର ରେଡବାନୀରେ ଜାରି ରହିଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ପାଇ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରିଥିଲେ।…

ବୈଷୟିକ ତ୍ରୁଟି ପାଇଁ ସୁନୀତା ୱିଲିୟମ୍ସଙ୍କ ତୃତୀୟ ଥର ମହାକାଶ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ: ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ତୃତୀୟ ଥର ପାଇଁ ମହାକାଶ ଯାତ୍ରା ଅଟକି ଯାଇଛି । ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ଉଡ଼ାଣ ସମୟରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହେବାରୁ ଯାତ୍ରା ସ୍ଥଗିତ ରଖାଯାଇଛି। ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି।…

ତୃତୀୟ ପର୍ଯ୍ୟାୟ ମତଦାନ: ପଶ୍ଚିମବଙ୍ଗରେ ସବୁଠୁ ଅଧିକ ଓ ମହାରାଷ୍ଟ୍ରରେ ସବୁଠୁ କମ୍ ମତଦାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ୧୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ୍ ୯୩ ଆସନରେ ଭୋଟ ଦେଉଛନ୍ତି ଜନସାଧାରଣ । ଆଜି ଗୁଜୁରାଟର ୨୫, ଉତ୍ତରପ୍ରଦେଶର ୧୦, କର୍ଣ୍ଣାଟକର ୧୪ ଓ ମହାରାଷ୍ଟ୍ରର ୧୧ ଆସନରେ ଚାଲିଛି ହେଭିୱେଟ୍ ନେତାଙ୍କ ଭାଗ୍ୟ…

ଫୁଲ ମାର୍କ ୨୦୦ କିନ୍ତୁ ଛାତ୍ରୀ ରଖିଲେ ୨୧୨: ଭାଇରାଲ ହେଲା ଛାତ୍ରୀଙ୍କ ମାର୍କସିଟ୍

ନୂଆଦିଲ୍ଲୀ: ସାଧାରଣ ଭାବେ କୌଣସି ପରୀକ୍ଷାରେ ଟପ୍ପର ହେଉଥିବା ଛାତ୍ରଛାତ୍ରୀମାନେ ମୋଟ ମାର୍କରୁ ସର୍ବାଧିକ ୯୯ ପ୍ରତିଶତ ମାର୍କ ରଖିଥିବା ଦେଖିଥିବେ । କିନ୍ତୁ କେବେ କୌଣସି ଛାତ୍ରଛାତ୍ରୀ ମୋଟ ମାର୍କରୁ ଅଧିକ ମାର୍କ ରଖିଥିବା ଦେଖିଛନ୍ତି କି? ଗୁଜରାଟର ଡାହୋଡ ଜିଲ୍ଲାରେ ଚତୁର୍ଥ ଶ୍ରେଣୀରେ…

ମନୀଷ ସିସୋଦିଆଙ୍କୁ ପୁଣି ବଡ ଝଟକା,ମେ ୧୫ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଦିଆଙ୍କୁ ଲାଗିଛି ପୁଣି ବଡ ଝଟକା ।  ଦିଲ୍ଲୀ ଅବକାରି ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଉଜ…

୧୦୦ ରୁ ୧୧୦୦ କୋଟି କେମିତି ହେଲା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନରେ ଶୁଣାଣୀ କରି ଇଡିକୁ ପ୍ରଶ୍ନ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କେଜ୍ରିୱାଲଙ୍କୁ ଗିରଫ କରିବାକୁ ପୁରା ୨ ବର୍ଷ କିପରି ଲାଗିଗଲା ବୋଲି ଇଡିକୁ ପ୍ରଶ୍ନ କରିଛନ୍ତି…

ସମସ୍ତ ରାଜନୈତିକ ଦଳ ମୁସଲମାନ ଭୋଟର ଚାହାଁନ୍ତି, କିନ୍ତୁ ପ୍ରାର୍ଥୀ କରନ୍ତି ନାହିଁ: ଓୱେସି

ହାଇଦ୍ରାବାଦ: ଆଜି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ସେପଟେ ଆଜି ମହାରାଷ୍ଟ୍ରର ୧୧ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟ ମଧ୍ୟରେ ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତେହାଦୁଲ ମୁସଲିମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସି କହିଛନ୍ତି ଯେ ମହାରାଷ୍ଟ୍ରର ସମସ୍ତ ଦଳ ଲୋକସଭା…