Home ଖେଳ କ୍ରିକେଟ

କ୍ରିକେଟ

ରାଜକୋଟରେ କିପରି ରହିଛି ଭାରତୀୟ ଦଳର ରେକର୍ଡ, ଜାଣନ୍ତୁ

ରାଜକୋଟ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ଗୁଜୁରାଟର ରାଜକୋଟ ସ୍ଥିତ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ୩ ଶୃଙ୍ଖଳା ବିଶିଷ୍ଟ ଏହି ସିରିଜର...

ଦ୍ଵିତୀୟ ଦିନିକିଆ: ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, କର ବା ମର ସ୍ଥିତିରେ ଭାରତ

ରାଜକୋଟ: ଶୁକ୍ରବାର ଦିନ ରାଜକୋଟଠାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଆଜିର ଏହି ମ୍ୟାଚ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । କର ବା ମର ସ୍ଥିତିରେ ଭାରତ। ୩ଟି ମ୍ୟାଚ...

ଅଷ୍ଟ୍ରେଲିଆ ଆଗରେ ଭାରତ ରଖିଲା ବିଶାଳ ୩୪୧ ରନର ବିଜୟ ଲକ୍ଷ୍ୟ

ରାଜକୋଟ: ଆଜି ରାଜକୋଟଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ୨ୟ ଦିବାରାତ୍ର କ୍ରିକେଟ ମ୍ୟାଚରେ ଭାରତ କଙ୍ଗାରୁ ଦଳ ସମ୍ମୁଖରେ ୩୪୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ କରିଛି ୩୪୦ ରନର ବିଶାଳ...

ଧୂଳି ଚଟାଇଲେ ଭାରତୀୟ ବୋଲର୍‌; ୩୬ ରନରେ ଭାରତର ଦମଦାର୍ ବିଜୟ

ରାଜକୋଟ: ରାଜକୋଟରେ ଅନୁଷ୍ଠିତ ହେଉଥିବା ୨ୟ ଦିନିକିଆ ଦିବାରାତ୍ର ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି । ଏବେ ଶୃଙ୍ଖଳା ୧-୧ରେ ବରାବର ସ୍ଥିତିରେ ରହିଥିବା ବେଳେ ଆସନ୍ତା ୩ୟ ଦିନିକିଆ ହିଁ ନିର୍ଣ୍ଣାୟକ ମ୍ୟାଚ ହେବା ନିଶ୍ଚିତ ହୋଇଛି...

ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ଣ୍ଣିଙ୍କ ଦେହାନ୍ତରେ ବିଶିଷ୍ଟ କ୍ରୀଡାବିତଙ୍କ ଶୋକପ୍ରକାଶ

ମୁମ୍ବାଇ: ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ଣ୍ଣିଙ୍କର ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ବହୁ ଜଣାଶୁଣା କ୍ରୀଡାବିତ୍ ମାନେ ଶୋକ ପ୍ରକାଶ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟ...

ରାଜକୋଟ ଦିନିକିଆ ବିଜୟରେ କୋହଲୀ, ରୋହିତ ଓ କୁଲଦୀପଙ୍କ ନୂଆ କିର୍ତ୍ତୀମାନ

ରାଜକୋଟ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟରେ ଭାରତ ବିଜୟ ହାସଲ କରିବା ସହ ଖେଳାଳିମାନେ କେତେଗୁଡିଏ ରେକର୍ଡ ମଧ୍ୟ କରିଛି । ହିଟମ୍ୟାନ ରୋହିତ ଶର୍ମା ଓପନର ଭାବେ ଦ୍ରୁତ ୭ ହଜାର ରନ ସଂଗ୍ରହ କରିଛନ୍ତି । ସେହିପରି ଅଧିନାୟକ...

ଭାରତ ଓ ଅଷ୍ଟ୍ରେଲିଆ ଅନ୍ତିମ ଦିନିକିଆ ମ୍ୟାଚ୍‌; ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହିନୀ

ବେଙ୍ଗାଲୁରୁ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବେଙ୍ଗାଲୁର ଠାରେ ରବିବାର ଦିନ ସିରିଜର ଅନ୍ତିମ ତଥା ଶେଷ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ । ଏହି ଅନ୍ତିମ ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହିନୀ ମଇଦାନକୁ ଓହ୍ଲାଇବାକୁ ଯାଉଛି । ବେଙ୍ଗାଲୁରୁର...

ସ୍ମିଥଙ୍କ ଶତକ; ଶୃଙ୍ଖଳା ଜିତିବାକୁ ଭାରତ ଆଗରେ ୨୮୭ ରନର ବିଜୟ ଲକ୍ଷ୍ୟ

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶୃଙ୍ଖଳା ଜିତିବାକୁ ହେଉଛି କଡ଼ା ଟକ୍କର୍ । ଭାରତ ସାମ୍ନାରେ କଙ୍ଗାରୁ ଦଳ ଲଢୁଆ ୨୮୭ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । #TeamIndia need 287 runs to...

ଦିନିକିଆରେ ୯ ହଜାର ରନ ପୂରଣ କଲେ ରୋହିତ ଶର୍ମା

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଭାରତ ଓ ଅଷ୍ଟ୍ରେଲିଆ ଦିନିକିଆ ଦିବାରାତ୍ର ମ୍ୟାଚରେ ରୋହିତ ଶର୍ମା ଏକ ନୂଆ କିର୍ତ୍ତୀମାନ ହାସଲ କରିଛନ୍ତି । ସେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ୯,୦୦୦ ରନ ପୂରଣ କରିଛନ୍ତି । 9000 and counting.... Rohit...

ଟିମ୍ ଇଣ୍ଡିଆ ବସରେ ଏବେବି ଖାଲି ରହୁଛି ଧୋନୀଙ୍କ ସିଟ୍ !

ଭୁବନେଶ୍ୱର: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରତି ଏବେ ବି ଦଳର ସଦସ୍ୟଙ୍କ ଯଥେଷ୍ଟ ସମ୍ମାନ ରହିଛି । ଏହି କଥା ଯୁବ ବୋଲର ୟୁଜଭେନ୍ଦ୍ର ଚହଲ କହିଛନ୍ତି । MUST WATCH: We get you Chahal TV...

ସାହିତ୍ୟ