Latest Odisha News

BREAKING NEWS

Browsing Category

ସୁବର୍ଣ୍ଣପୁର

ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା

ସୋନପୁର: ସୁବର୍ଣ୍ଣପୁର ସଦର ବୁଢ଼ାରଜା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଦୁଇ ଗୁରୁତର ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି । କାରକୁ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ ।

ପିକ୍ଅପ୍ ଭ୍ୟାନ ସହ ବାଇକ୍ ମୁହାଁମୁହିଁ ଧକ୍କା , ଜଣେ ମୃତ

ସୁବର୍ଣ୍ଣପୁର : ଦୁର୍ଘଟଣାରେ ଅକାଳରେ ଚାଲିଗଲା ଜୀବନ । ସୁବର୍ଣ୍ଣପୁର ଜିଲ୍ଲା ବୁର୍ଡା -ଅର୍ଜୁନପୁର ରାସ୍ତାର ନାରାୟଣପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଏକ ହୀରୋ ଡିଲକ୍ସ ବାଇକ ଏବଂ ବୋଲର ପିକ ଅପ ଗାଡି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଯୁବକ…

[ଭିଡ଼ିଓ] କ୍ଷତି ପୁରଣ ଦାବିରେ ରାସ୍ତା ଅବରୋଧ

ସୁବର୍ଣ୍ଣପୁର : କ୍ଷତି ପୁରଣ ଦାବିରେ ରାସ୍ତା ଅବରୋଧ । ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା କାର୍ଯ୍ୟରତ ହେଲପରଙ୍କ ପରିବାରକୁ ୫୦ଲକ୍ଷ କରି ରାସ୍ତା ଅବରୋଧ କରାଯାଇଛି । ରାସ୍ତାରେ ଯୁବକଙ୍କ ମୃତ ଦେହ ରଖି କ୍ଷତି ପୂରଣ ଦାବି କରିଛନ୍ତି ପରିବାର ଲୋକେ । ଟାଟା ପାୱାରର ଭୁଲ ପରିଚାଳନା ଯୋଗୁ…

[ଭିଡ଼ିଓ]ମାନବିକତା ଦେଖାଇଲେ ରବିନ୍ଦ୍ର, ଫେରାଇଲେ ବସଷ୍ଟାଣ୍ଡରୁ ମିଳିଥିବା ଲ୍ୟାପଟପ ବ୍ୟାଗ୍

ସୋନପୁର: ମାନବିକତାର ପରିଚୟ ଦେଲେ କୁଲି । ଛାତ୍ରଙ୍କୁ ଫେରାଇଲେ ତାଙ୍କ ମୂଲ୍ୟବାନ ଜିନିଷ । ସୋନପୁରର ରବିନ୍ଦ୍ର କୁମ୍ଭାର ଏହିଭଳି ମାନବିକତା ଦେଖାଇ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ବସଷ୍ଟାଣ୍ଡରେ କୁଲି କାମ କରୁଥିବାବେଳେ ରବିନ୍ଦ୍ର ଏକ ବ୍ୟାଗଟି ପାଇଥିଲେ । ଭୁଲବଶତଃ କେହି…

ନିଖୋଜ ଶିଶୁର ମୃତ ଦେହ ଉଦ୍ଧାର

ସୁବର୍ଣ୍ଣପୁର: କୂଅ ଭିତରୁ ଉଦ୍ଧାର ହେଲା ନିଖୋଜ ଶିଶୁର ମୃତ ଦେହ। ଶୁକ୍ରବାରଠାରୁ ଏହି ଶିଶୁଟି ନିଖୋଜ ଥିବା ବେଳେ ପୁଲିସର ଛାନଭିନ ଜାରି ରହିଥିଲା। ସୁବର୍ଣ୍ଣପୁରର ଉଲୁଣ୍ଡା ଅଇଁଲାଛାଟ ଗାଁର ଏହି ଶିଶୁଟିକୁ ପାଖ ପଡୋଶୀ ମହିଳା ଗେଲ କରିବାକୁ ନେଇଥିବା ବେଳେ ତା ପରଠାରୁ ଶିଶୁଟିର ପତ୍ତା…

[ଭିଡିଓ]ଅଦିନିଆ ବର୍ଷା ଓ କୁଆପଥର ମାଡ: ନଷ୍ଟ ହୋଇଛି ଫସଲ, ଚିନ୍ତାରେ ଚାଷୀ

ସୋନପୁର: ଅଦିନିଆ ବର୍ଷାରେ ଉଜୁଡ଼ିଯାଇଛି ଚାଷୀର ଫସଲ । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ସୁବର୍ଣ୍ଣପୁର ଜିଲ୍ଲାରେ ଗତ ଦୁଇ ଦିନ ତଳେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା । ଫଳରେ ଜିଲ୍ଲାର ଛଅଗୋଟି ବ୍ଲକରେ ଚାଷୀର ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ବୀରମହାରାଜପୁର, ଉଲୁଣ୍ଡା ଓ…

ସିନ୍ଦୁର ନେଲା ଜୀବନ

ସୁବର୍ଣ୍ଣପୁର: ସମ୍ପର୍କରେ ରକ୍ତର ଛିଟା । ଯିଏ ୭ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲା, ସିଏ ନେଲା ଜୀବନ । ସଇତାନ ସାଜିଲା ସ୍ୱାମୀ । ନିଜ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଟିକ୍ରାପଡ଼ା ଗ୍ରାମରେ ।…

କ୍ୱାକ ଡ଼ାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଚାଲିଗଲା ରୋଗୀର ଜୀବନ, ଘଟଣାସ୍ଥଳରେ ଉତ୍ତେଜନା

ସୋନପୁର: କ୍ୱାକ ଡ଼ାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଏହିଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରୁ । ମୃତକ ଜଣକ ହେଲେ ରଥପୁର ମେହେରପଡ଼ାର କାର୍ତ୍ତିକ ମେହେର । ଅଭିଯୋଗ ଅନୁସାରେ, ଦୁଇ ଦିନ ତଳେ କାର୍ତ୍ତିକଙ୍କୁ ଜ୍ୱର ଓ…

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଶିଶୁ ଅଦଳବଦଳ ଅଭିଯୋଗ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳବଦଳ ଅଭିଯୋଗ ଆସିଛି । ଅଭିଯୋଗ ପାଇବା ପରେ ଆରମ୍ଭ ହୋଇଛି ପୋଲିସର ଖୋଳତାଡ଼ । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ, ସୋମବାର ଗଣ୍ଡପାଲି ଗାଁର ବିଶିକେଶନ…

[ଭିଡିଓ] ବିରାଟ ଅଜଗର ଉଦ୍ଧାର

ସୁବର୍ଣ୍ଣପୁର : ଉଦ୍ଧାର ହେଲା ବିରାଟ ଅଜଗର । ସୁବର୍ଣ୍ଣପୁର ସହରର ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ନିକଟରୁ ଏକ ବିରାଟ ଅଜଗର ସାପକୁ ଉଦ୍ଧାର କରାଯାଇଛି । ବିଦ୍ୟାଳୟ ପାଖରେ ଜେସିବି ମେସିନ ଦ୍ୱାରା ମାଟି ଖୋଳାକାମ ଚାଲିଥିଲା । ଠିକ୍ ଏହି ସମୟରେ ପୁରୁଣା ଆମ୍ବଗଛଟିକୁ ଓପାଡିବା ସମୟରେ ଅଜଗର…