Latest Odisha News
Browsing Category

ସୁବର୍ଣ୍ଣପୁର

ବୋଲେରୋ-ଟ୍ରକ୍ ମୁହାଁମୁହିଁ ଧକ୍କା, ବାପା ଓ ଝିଅ ସମେତ ୫ ମୃତ

ସୋନପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୋଲେରୋକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଯାଇଛି । ଗତକାଲି ରାତିରେ ସୋନପୁର ନିକଟ ମହାନଦୀ ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ଆଉ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏକ ବରଯାତ୍ରୀ ଦଳ ବୋଲେରୋରେ ଫେରିବା ବେଳେ ବ୍ରିଜ ଉପରେ…

କାର-ବାଇକ୍ ମୁହାଁମୁହିଁ, ଜଣେ ମୃତ

ସୋନପୁର: ଶୁକ୍ରବାର ରାତି ୮.୩୦ ମିନିଟ୍ ସମୟରେ ବିନିକା-ରାମପୁର ରାସ୍ତା ରାଜପାଲି ଛକ ନିକଟରେ କାର ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟଇଥିଲା । ଘଟଣାରୁ ପ୍ରକାଶ ଯେ, ବିନିକା ପଟରୁ ଏକ ବାଇକ ଯୋଗେ ଜଣେ ଯାଉଥିବା ବେଳେ ଵିଶାଲପାଲି ପଟରୁ…

[ଭିଡ଼ିଓ ] ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଆଜି ଥିଲା ଶେଷ ଦିନ । ଏଥିପାଇଁ କୋଭିଡ୍ କଟକଣାରେ କଟକରେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ ମାନେ । ସମିତି ସଭ୍ୟ, ସରପଞ୍ଚ, ୱାର୍ଡ ମେମ୍ବର ଏବଂ ଜିଲ୍ଲା ପରିଷଦ ସଭ୍ୟମାନେ ନାମାଙ୍କନପତ୍ର ଦାଖଲ…

[ଭିଡ଼ିଓ] ପଶ୍ଚିମ ଓଡିଶା ଜୋନାଲ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଥରପାଇଁ ଅନୁଷ୍ଠିତ ହୋଇଯାଇଇଛି ତାଇକୋଣ୍ଡୋ ପ୍ରତିଯୋଗିତା ।  ପଶ୍ଚିମ ଓଡିଶା ଜୋନାଲ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଆୟୋଜକ ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ,ବରଗଡ,ବଲାଙ୍ଗୀର, ଝାରସୁଗୁଡା ସହିତ ପଶ୍ଚିମ ଓଡିଶାର…

ବିନିକା ରେଞ୍ଜରେ ୨୫ଟିକିଆ ହାତୀପଲଙ୍କ ଉପଦ୍ରବ

ସୁବର୍ଣ୍ଣପୁର: ଗାଁ ମୁହାଁ ହେଉଛନ୍ତି ହାତୀପଲ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜରେ ୨୫ଟିକିଆ ହାତୀପଲ ଉପଦ୍ରବ କରୁଛନ୍ତି । ଗାଁରେ ପଶି ଫସଲ ନଷ୍ଟ କରିବା ସହ ଖଳା ବାଡ଼ିରେ ଥିବା ଧାନ ନଷ୍ଟ କରୁଛନ୍ତି । ଏହାଦ୍ୱାରା ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି । ଏପଟେ ବନ ବିଭାଗ ହାତୀପଲଙ୍କୁ…

ମହାନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ସୋନପୁର : ସୋନପୁରରେ ଅଘଟଣ । ସୋନପୁର ସହରର ମହାନଦୀରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସ୍ଥାନୀୟ ପଡାର ଲୋକ ସହରରେ ଯାତ୍ରୀ ନିବାସ ସମ୍ମୁଖରେ ଥିବା ପାଚେରୀ ଘାଟ ଠାରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ସେପଟେ ଏହି ଘାଟ ନିକଟରେ ବହୁ…

[ଭିଡ଼ିଓ]ବ୍ୟାଟେରୀ ବାଇକ ସୋରୁମରେ ନିଆଁ, ୨୦ଟି ଇ-ବାଇକ୍ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ନଷ୍ଟ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରେ ରହିଥିବା ସତ୍ୟନାରାୟଣ ମୋଟର୍ସରେ ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାପଡ଼ିଛି । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ସୋ ରୁମ୍…

ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା

ସୋନପୁର: ସୁବର୍ଣ୍ଣପୁର ସଦର ବୁଢ଼ାରଜା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଦୁଇ ଗୁରୁତର ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି । କାରକୁ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ ।

ପିକ୍ଅପ୍ ଭ୍ୟାନ ସହ ବାଇକ୍ ମୁହାଁମୁହିଁ ଧକ୍କା , ଜଣେ ମୃତ

ସୁବର୍ଣ୍ଣପୁର : ଦୁର୍ଘଟଣାରେ ଅକାଳରେ ଚାଲିଗଲା ଜୀବନ । ସୁବର୍ଣ୍ଣପୁର ଜିଲ୍ଲା ବୁର୍ଡା -ଅର୍ଜୁନପୁର ରାସ୍ତାର ନାରାୟଣପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଏକ ହୀରୋ ଡିଲକ୍ସ ବାଇକ ଏବଂ ବୋଲର ପିକ ଅପ ଗାଡି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଯୁବକ…

[ଭିଡ଼ିଓ] କ୍ଷତି ପୁରଣ ଦାବିରେ ରାସ୍ତା ଅବରୋଧ

ସୁବର୍ଣ୍ଣପୁର : କ୍ଷତି ପୁରଣ ଦାବିରେ ରାସ୍ତା ଅବରୋଧ । ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା କାର୍ଯ୍ୟରତ ହେଲପରଙ୍କ ପରିବାରକୁ ୫୦ଲକ୍ଷ କରି ରାସ୍ତା ଅବରୋଧ କରାଯାଇଛି । ରାସ୍ତାରେ ଯୁବକଙ୍କ ମୃତ ଦେହ ରଖି କ୍ଷତି ପୂରଣ ଦାବି କରିଛନ୍ତି ପରିବାର ଲୋକେ । ଟାଟା ପାୱାରର ଭୁଲ ପରିଚାଳନା ଯୋଗୁ…