Latest Odisha News

BREAKING NEWS

Browsing Category

ସୁବର୍ଣ୍ଣପୁର

[ଦେଖନ୍ତୁ ଭିଡିଓ] ଜଳିଗଲା କୋଟିକୋଟି ଟଙ୍କାର ପାଣି ପାଇପ

ସୁବର୍ଣ୍ଣପୁର  : ଜଳିଗଲା କୋଟିକୋଟି ଟଙ୍କାର ପାଣି ପାଇପ । ସୁବର୍ଣ୍ଣପୁର ଜିଲ୍ଲା ବେହେରାମାଲ ପଞ୍ଚାୟତ ଲଙ୍ଗଳକଣ୍ଟା ଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । କେହି ବିଲରେ ନଡା ପୋଡିବା ପାଇଁ ନିଆଁ ଲଗାଇଥିବା ବେଳେ ପାଖରେ ଥିବା ମେଗା ପାଣି ପ୍ରୋଜେକଟ ପାଇଁ ଗଛିତ ଥିବା RWSSର କୋଟିକୋଟି…

[ଦେଖନ୍ତୁ ଭିଡିଓ] ମହାବିଦ୍ୟାଳୟ ଜମା ଖାତାରୁ ଗାଏବ ହୋଇଗଲା ୭୦ ଲକ୍ଷରୁ ଅଧିକ ଟଙ୍କା

ସୁବର୍ଣ୍ଣପୁର : ମହାବିଦ୍ୟାଳୟ ଜମା ଖାତାରୁ ଗାଏବ ହୋଇଗଲା ୭୦ ଲକ୍ଷରୁ ଅଧିକ ଟଙ୍କା । ବିଭିନ୍ନ ସମୟରେ ମହାବିଦ୍ୟାଳୟକୁ ଆସିଥିବା ସରକାରୀ ଅନୁଦାନ ଟଙ୍କା ବ୍ୟାଙ୍କରେ ଥିବା କଲେଜ ଆକାଉଣ୍ଟରେ ଜମା ହୋଇଥାଏ। ମହାବିଦ୍ୟାଳୟ ଜମା ଖାତାରୁ ଗାଏବ ହୋଇଗଲା ୭୦ ଲକ୍ଷରୁ ଅଧିକ ଟଙ୍କା। ଜମାଖାତା…

UPSC ପରୀକ୍ଷାରେ ଓଡ଼ିଶା ଟପ୍ପର ହେଲେ ସୋନପୁର ପୁଅ

ସୋନପୁର: ୨୦୨୧ ସିଭିଲ ସର୍ଭିସ ପରୀକ୍ଷାର ଫଳ ଆଜି ପ୍ରକାଶିତ ହୋଇଛି । ସୋନପୁର ଗଡ଼ଭିତର ନିବାସୀ ଶିବଶଙ୍କର ପାଣିଗ୍ରାହୀ ଏବଂ ଗୀତା ପାଣିଗ୍ରାହୀଙ୍କ ପୁଅ କାର୍ତ୍ତିକ୍ ପାଣିଗ୍ରାହୀ ସର୍ଭଭାରତୀୟସ୍ତରରେ ୬୩ ରାଙ୍କ ହାସଲ କରି ଓଡ଼ିଶା ଟପ୍ପର ହୋଇଥିବା ଜଣାପଡ଼ିଛି । କାର୍ତ୍ତକଙ୍କ ବାପା…

[ଦେଖନ୍ତୁ ଭିଡିଓ] ବଢୁଛି ହସ୍ତତନ୍ତ ବସ୍ତ୍ରର ଚାହିଦା : ବୁଣାକାର ମାନଙ୍କ ପାଇଁ ପ୍ରଶାସନର ନିଆରା ପ୍ରୟାସ

ସୁବର୍ଣ୍ଣପୁର  :  ସୁବର୍ଣ୍ଣପୁରର ବାନ୍ଧ କଳା ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ।  ଜିଲ୍ଲାରେ ପ୍ରାୟ ୫ ହଜାର ବୁଣାକାର ପରିବାର ଥିବାବେଳେ ଏଠାକାର ବାନ୍ଧକଳା ବେଶ୍ ଆଦୃତ ଲାଭ କରି ପାରିଛି । ତେବେ ଜିଲ୍ଲାର ବୁଣାକାର ମାନଙ୍କୁ ପ୍ରୋତ୍ସାହିତ କରିବା ସହ ଭଲ ରୋଜଗାର…

[ଦେଖନ୍ତୁ ଭିଡିଓ] ୭ ବର୍ଷ ହେଲା ଶିକୁଳିରେ ବନ୍ଧା ଜୀବନ

ସୁବର୍ଣ୍ଣପୁର  : ଘରର ଏକ ମାତ୍ର ରୋଜଗାରିଆ ପୁଅ । ବୟସ ଅଧା ବି ହୋଇନି । ହେଲେ ଶିକୁଳିରେ ବନ୍ଧା ହୋଇପଡ଼ିରହିଛନ୍ତି । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୭ବର୍ଷ ହେଲା ଶିକୁଳିରେ ବନ୍ଧା ହୋଇରହିଛନ୍ତି । ଏ ହେଉଛନ୍ତି ସୁବର୍ଣ୍ଣପୁରର ଖାରି ପଂଚାୟତ ଉପରଫବସୀ ଗାଁର କିଶୋର ବିିନ୍ଧାଣୀ। ଅଭାବ…

[ଦେଖନ୍ତୁ ଭିଡିଓ] ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରିଛି ଚାଷୀକୂଳ

ସୁବର୍ଣ୍ଣପୁର : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଅଖିମୁଠି ଅନୁକୂଳ କରିଛି ଚାଷୀକୂଳ। ମାଟିମାଆକୁ ପୂଜା କରି ଆଜିର ଦିନରେ ଚାଷୀ ଚାଷ ଅନୁକୂଳକରିଥାଏ। ଅନ୍ୟ ସ୍ଥାନ ଭଳି ସୁବର୍ଣ୍ଣପୁରରେ ମଧ୍ୟ ଚାଷୀ ଅଖି ମୁଠି ପର୍ବ ପାଳନ କରିଛି। ସୁ ମଧୁର ହଳିଆ ଗୀତର ସୁରେ ସୁରେ ଜିଲ୍ଲା ପରିଷଦ…

ଫେଲ୍ ମାରିଛି ଅମୃତଧାରା ପ୍ରକଳ୍ପ: ପାଣି ପାଇଁ ଅସୁବିଧାରେ ଲୋକେ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ପୌର ପରିଷଦ ପକ୍ଷରୁ ତିଆରି କରାଯାଇଛି ଅମୃତ ଧାରା ପ୍ରକଳ୍ପ । ବିଶୁଦ୍ଧ ଥଣ୍ଡା ପାଣି ବାହାରିବା ତ ଦୁରର କଥା ପାଣି ମୁନ୍ଦାଏ ବି ବାହାରୁ ନାହିଁ । ଦୀର୍ଘ ଦିନ ହେଲା ପ୍ରକଳ୍ପ ତିଆରି ହେବା ପରଠୁ ଏହି ପ୍ରକଳ୍ପଗୁଡିକରୁ ପାଣି ବାହାରୁ ନ…

୧୦ କେଜିର ୩ଟି ହାତୀ ଦାନ୍ତ ଜବତ, ଜଣେ ଗିରଫ

ଭୁବନେଶ୍ୱର: ହାତୀ ଦାନ୍ତ ଏବଂ ବନ୍ୟ ଜନ୍ତୁ ଚୋରା ଚାଲାଣକାରୀ ରଞ୍ଜନ ମହାକୁଡ ଗିରଫ । ସୋନପୁର ଜିଲ୍ଲା ଯୁବରନିସିତାପୁର ଗାଁ ନିକଟରେ ସକାଳୁ ହାତୀ ଦାନ୍ତ ନେଇ ଡିଲ୍ ଚାଲିଥିବା ବେଳେ ଏସଟିଏଫ ରଞ୍ଜନଙ୍କୁ ରଙ୍ଗେହାତ ଗିରଫ କରିଛି । ଗିରଫ ବେଳେ ୧୦ କେଜିର ୩ ଟି ହାତୀ ଦାନ୍ତ ଜବତ ହୋଇଛି।…

ରାଜ୍ୟରେ ସୋନପୁର ସବୁଠାରୁ ଉତ୍ତପ୍ତ ସହର, ତାପମାତ୍ରା ୪୪ ଡିଗ୍ରୀ ଛୁଇଁଲା

ସୋନପୁର : ତାତିରେ ଜଳୁଛି ସାରା ଓଡିଶା । ହେଲେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର । ଗତ କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେଉଛି । ଦିନବେଳେ ତାପମାତ୍ରା ୪୪ଡିଗ୍ରୀ ଉପରକୁ ଯାଇଥିବା ବେଳେ ରାତିରେ ତାପମାତ୍ରା ୩୨ଡିଗ୍ରୀ ତଳକୁ ଖସୁନାହିଁ । ପ୍ରବଳ…

ରାଜ୍ୟର ୧୬ ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା । ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିଛି କିଛି ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଟପିଗଲାଣି । ଖରାର ପ୍ରକୋପକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ନା ବାହାରକୁ ବାହାରି ପାରୁଛନ୍ତି, ନା…