Latest Odisha News

BREAKING NEWS

Browsing Category

ଅନୁଗୁଳ

Anugul

[ଦେଖନ୍ତୁ ଭିଡିଓ] ମା’କୁ ପିଟି ପିଟି ହତ୍ୟା କଲା ପିଶାଚ ପୁଅ

ଅନୁଗୁଳ: ଟଙ୍କା ଆଗରେ ତୁଚ୍ଛ ହୋଇଛି ସମ୍ପର୍କ । ମା'କୁ ପିଟି ପିଟି ହତ୍ୟା କରିଛି ପିଶାଚ ପୁଅ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ବାଗଡିଆ ଦେହୁରୀସାହିରେ ଦେଖିବାକୁ ମିଳିଛି । ମୃତକ ଜଣଙ୍କ ହେଲେ ଅବସରପ୍ରାପ୍ତ ଏଏନଏମ ବୀଣା ପାଣି ଦାଶ ବୋଲି ଜଣା ପଡିଛି । ବାଗଡିଆ…

ପିଶାଚ ପୁଅ: ମାଆକୁ ପିଟିପିଟି ମାରିଦେଲା

ଅନୁଗୋଳ: ପୁଅ ସାଜିଲା ପିଶାଚ । ମାଆକୁ ପିଟିପିଟି ମାରିଦେଲା । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ ଅନ୍ତର୍ଗତ ବାଗଡିଆ ବିଟ ହାଉସ ନିକଟସ୍ଥ ଦେହୁରୀସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ଟଙ୍କା ନଦବାରୁ ବୃଦ୍ଧା ମାଆକୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । । ମୃତକ ହେଲେ ୬୨ ବର୍ଷୀୟ…

ତାଳଚେର ମେଡିକାଲ କଲେଜ: ପରିଚାଳନା କରିବେ ରାଜ୍ୟ ସରକାର, ଖର୍ଚ୍ଚ ଦେବ ଏମସିଏଲ

ଭୁବନେଶ୍ବର: ଶେଷରେ ତାଳଚେର ମେଡ଼ିକାଲ କଲେଜ ଚାଲିବା ନେଇ ଆଶା ସଂଚାର ହୋଇଛି। ଏହି ମେଡ଼ିକାଲ କଲେଜ ପରିଚାଳନା ଭାର ରାଜ୍ୟ ସରକାର ନେବେ ବୋଲି ଲିଖିତ ଭାବେ ଏମସିଏଲକୁ ଜଣାଇଛନ୍ତି। ତେବେ ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ଏମସିଏଲ ପ୍ରଦାନ କରିବ। ଫଳରେ ମେଡ଼ିକାଲ କଲେଜ ପରିଚାଳନା ନେଇ…

[ଦେଖନ୍ତୁ ଭିଡିଓ] ସଫଳ ହେଲା ୧୨ଘଣ୍ଟିଆ ବନ୍ଦ ଡାକରା:ମେଡିକାଲ କଲେଜ ପରିଚାଳନା କରିବାକୁ MCL ର ପ୍ରତିଶ୍ରୁତି

ଅନୁଗୁଳ: ମେଡିକାଲ କଲେଜ ପରିଚାଳନାକୁ ନେଇ ତାଳଚେର ୧୨ଘଣ୍ଟିଆ ବନ୍ଦ ଦିଆ ଯାଇଥିଲା । ଯାହାକି ସଫଳ ହୋଇଛି । ବନ୍ଦ ବେଳେ ତ୍ରିପାକ୍ଷିକ ଆଲୋଚନା ହୋଇଥିବା ବେଳେ ଏଥିରେ ମୁଣ୍ଡ ନୂଆଁଇଛି MCL । ମେଡିକାଲ କଲେଜ ପରିଚାଳନା କରିବାକୁ MCL ରାଜି ହୋଇଥିବା ବେଳେ MCL ମେଡିକାଲ କଲେଜ ପରିଚାଳନାର…

[ଦେଖନ୍ତୁ ଭିଡିଓ] ଅମୁଲକୁଲ କ୍ୟାନ୍ ଭିତରୁ ଉଦ୍ଧାର ହେଲା ସାପ

ଅନୁଗୁଳ : କ୍ୟାନ୍ ଭିତରୁ ଉଦ୍ଧାର ହେଲା ସାପ । ବାହାରେ ପରିତ୍ୟକ୍ତ ସ୍ଥାନରେ ପଡ଼ିରହିଥିଲା ଅମୂଲକୁଲ କ୍ୟାନ୍ । ଆଉ ସେଥିରେ ଫସିଯାଇଥିଲା ଏହି ସାପଟି । ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ଅନୁଗୁଳ ପିଡବ୍ଲ୍ୟୁଡି କଲୋନୀରେ। ଜଣେ ବ୍ୟକ୍ତିଙ୍କ ବାରିପଟେ ଅଳିଆଗଦାରେ ପଡିଥିବା ଅମୁଲକୁଲ କ୍ୟାନରେ…

[ଦେଖନ୍ତୁ ଭିଡିଓ] ଚର୍ଚ୍ଚାରେ ଅନୁଗୁଳ ପୌର ରାଜନୀତି: ମଇଦାନରେ ବାପ-ପୁଅ ଟକ୍କର

ଅନୁଗୁଳ  : ଚର୍ଚ୍ଚାରେ ଅନୁଗୁଳ ପୌର ରାଜନୀତି । ପୁଅ ବିରୁଦ୍ଧରେ ବାପା ହୋଇଛନ୍ତି କାଉନସିଲର  ପ୍ରାର୍ଥୀ । ଏଠି ପୁଅ ବିରୁଦ୍ଧରେ ନିର୍ବାଚନ ଲଢ଼ୁଛନ୍ତି ବାପା । ବାପା ବିଜେପି ର କାଉନସିଲର ପାର୍ଥି ହୋଇଥିବା ବେଳେ ପୁଅ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା…

ବେଆଇନ୍ ଗଞ୍ଜେଇ କାରବାର, ଏସଟିଏଫ ହାତରେ ବ୍ୟାଙ୍କ କର୍ମଚାରୀ

ଅନୁଗୋଳ: ବେଆଇନ ଗଞ୍ଜେଇ ଚାଲାଣ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଅନୁଗୁଳ ଜିଲା ବାଙ୍କ ପଳାସ ଗାଁ ନିକଟରେ ଗଞ୍ଜେଇ ଚାଲାଣ ବେଳେ ସ୍ପେଶାଲ ସ୍କାର୍ଡ ଆଜି ହଠାତ ରେଡ କରିଥିଲା। ଏହାପରେ ଏହି ବେଆଇନ କାରବାରର ପର୍ଦ୍ଦାଫାଶ ହୋଇଛି । ରେଡ୍ ବେଳେ ୧୬୫ କେଜି ଗଞ୍ଜେଇ, ଗୋଟିଏ…

ବାଇକକୁ ପିଟିଲା ଟ୍ରକ୍, ବାପା-ଝିଅ ମୃତ

ଅନୁଗୋଳ: ବାଇକରେ ଯିବା ବେଳେ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣା ନେଲା ବାପା-ଝିଅଙ୍କ ଜୀବନ । ଅନୁଗୋଳ ଜିଲ୍ଲା ଖମାର ଥାନା କଲଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ସୁନୀଲ ସାହୁ ଓ ତାଙ୍କ ଝିଅ ସଙ୍ଗୀତା ସାହୁ । ଆଜି ନିଜ ଝିଅକୁ ବାଇକରେ ସାଙ୍ଗରେ ଧରି ସୁନୀଲ…

[ଦେଖନ୍ତୁ ଭିଡିଓ] ସଙ୍କଟରେ ଗଜରାଜ: ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ

ଅନୁଗୁଳ : ସଙ୍କଟରେ ଗଜରାଜ। ପ୍ରତିଦିନ କେଉଁଠି ନା କେଉଁଠି ହାତୀ ମୃତ୍ୟୁ ହେଉଛି । ଏମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ନିଆଯାଉଛି। ହେଲେ ଏବେ ବି ସଙ୍କଟରେ ଏହି ହାତୀ ବଂଶ । କେଉଁଠାରେ ବିଦ୍ୟୁତ ଆଘାତରେ ତ ଆଉ କେଉଁଠି ଶକାରୀର ଶିକାର ହେଉଛି ଏହି ହାତୀ। ଖାଲି ସେତିକି…

ବିଦ୍ୟୁତ ତାର ନେଲା ଦନ୍ତାର ଜୀବନ

ଅନୁଗୋଳ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ । ଅନୁଗୋଳ ଜିଲ୍ଲା ନନ୍ଦପୁର ପଞ୍ଚାୟତର ମାଧପୁର ଜଙ୍ଗଲ ନିକଟରୁ ହାତୀର ମୃତଦେହ ଉଦ୍ଧାର ହୋଇଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ହାତୀଟି ମାଧପୁର ଜଙ୍ଗଲ ନିକଟରେ…