Home ଓଡିଶା ଢେଙ୍କାନାଳ

ଢେଙ୍କାନାଳ

Dhenkanal

ଢାବା ମାଲିକ ଗିରଫ, ବିପୁଳ ପରିମାଣର ମଦ ଜବତ

ଢେଙ୍କାନାଳ: ଲାଭଖୋର ଢାବା ମାଲିକଙ୍କ ଅଭିନବ ଉପାୟ । ଲକଡାଉନ୍‌ରେ ଚଢା ଦରରେ ବେଆଇନ ଭାବେ ମଦ ବିକି ମାଲାମାଲ ହେବାକୁ ଦେଖିଥିଲେ ସ୍ୱପ୍ନ । ହେଲେ ଅବକାରୀ ବିଭାଗ ସବୁ ଯୋଜନାକୁ ଭଣ୍ଡୁର କରିଦେଇଥିଲା । ଢେଙ୍କାନାଳ ୫୩ ନମ୍ବର ଜାତୀୟ...

ଢେଙ୍କାନାଳରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର !

ଢେଙ୍କାନାଳ: ଗଛରେ ଝୁଲୁଥିଲା ଜଣେ ମହିଳାଙ୍କ ମୃତଦେହ । ଏହି ଘଟଣାକୁ ନେଇ ଢେଙ୍କାନାଳ ବସୁଲେଇ ଗାଁ ଚର୍ଚ୍ଚାକୁ ଆସିଛି । ଗାଁ ପାଖ ଶିବ ମନ୍ଦିର ପଛରେ ଥିବା ଏକ ପଳାସ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଦୁଷ୍ମନ୍ତ ରାଉତଙ୍କ ସ୍ତ୍ରୀ...

ଚେକ୍ ଡ୍ୟାମ୍‌ରେ ବୁଡି ୨ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ

ଢେଙ୍କାନାଳ: ଅକାତ ପାଣିରେ ବୁଡି ଜଣେ ୨ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ ଖବର ଢେଙ୍କାନାଳରେ ଶୋକର ଛାୟା ଖେଳାଇଛି । କୁସୁମୁଣ୍ଡିଆ ଗାଁରେ ଥିବା ଚେକ୍ ଡ୍ୟାମରେ ବୁଡି ପ୍ରାଣ ହରାଇଥିବା ଶିଶୁଟି ନରେଶ ମୁଣ୍ଡାଙ୍କ ଝିଅ ଶ୍ରୁତିରେଖା ମୁଣ୍ଡା । ରିପୋର୍ଟ ଅନୁଯାୟୀ...

ପୂଜାରେ କଟକଣା

ଢେଙ୍କାନାଳ:ସରାଙ୍ଗରେ ବ୍ରାହ୍ମଣୀ ନଦୀ କୂଳରେ ରହିଛି ଭଗବାନ ବିଷ୍ଣୁଙ୍କର ଶୟନ ମୂର୍ତ୍ତି । ନିକଟରେ ବିଷ୍ଣଙ୍କର ଏକ ମନ୍ଦିର ରହିଥିବା ବେଳେ ନଦୀ କୂଳରେ ବିରାଜମାନ ଶୟନ ମୂର୍ତ୍ତି । ତେବେ ଏହା ଏକ ପର୍ଯ୍ୟଟନସ୍ଥଳୀ ଭାବେ ମଧ୍ୟ ଜଣାଶୁଣା । ପ୍ରତିଦିନ...

ଜନ ଶୂନ୍ୟ ମଠ ମନ୍ଦିର …

ଢେଙ୍କାନାଳ: ଭୟଙ୍କର ରୂପ ନେଉଛି କରୋନା । ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ଏନେଇ ଲୋକଙ୍କୁ ବିଭିନ୍ନ ସମୟରେ ସତର୍କ କରାଯାଉଛି । ଲକ୍ ଡାଉନ୍ ଓ ସଟଡାଉନ୍ ଯୋଗୁ ଜନଜୀବନ ବେଶ୍ ପ୍ରଭାବିତ ହୋଇପଡିଛି । ବିଭିନ୍ନ ମଠ...

ପରିବା ମାର୍କେଟ ଖାଁ ଖାଁ . . .

ଢେଙ୍କାନାଳ:କରୋନା କଟକଟକଣା ବଢିଚାଲିଛି । ତା ଭିତରେ ଜନଜୀବନ ପ୍ରଭାବିତ ହେବାରେ ଲାଗିଛି । ଖାସ୍ କରି ଦୈନଦିନ ଚଳଣୀ ମଧ୍ୟ ପ୍ରଭାବିତ ହୋଇଛି । କରୋନା ଯୋଗୁ ଲୋକଙ୍କୁ ବିଭିନ୍ନ ଭାବରେ ସଚେତନତ କରାଯାଉଛି, ଘରୁ ବାହାରକୁ ନ ବାହାରିବାକୁ ଦିଆଯାଉଛି...

ଶିଶୁପୁତ୍ରର ମୃତ ଦେହକୁ ଅସମ୍ମାନ

ଢେଙ୍କାନାଳ:ପାଞ୍ଚ ବର୍ଷର ଶିଶୁପୁତ୍ରର ମୃତ ଦେହକୁ ଅସମ୍ମାନ। ଢେଙ୍କାନାଳ ହସ୍ପିଟାଲରୁ ମିଳିଲାନି ମହାପ୍ରୟାଣ ଗାଡ଼ି । କାନ୍ଧରେ ପକେଇ ବୋହି ବୋହି ନେବା ବାଟରେ ଅଟକାଇଲେ ଲୋକେ। ଆଉ ବେସରକାରୀ ଶବବୁହା ଗାଡିରେ ପଠାଇଲେ ଘରକୁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା...

ସପ୍ତାହନ୍ତ ସଟଡାଉନ୍ ଯୋଗୁ ରାସ୍ତାଘାଟ ଜନଶୂନ୍ୟ

ଢେଙ୍କାନାଳ:କରୋନା ଯୋଗୁ ପରିସ୍ଥିତି ଅଣାୟତ ହେବାରେ ଲାଗିଛି । କରୋନା ଦ୍ୱିତୀୟ ଲହର ଯୋଗୁ ବିଭିନ୍ନ ସ୍ଥାନରେ ସତର୍କତା ଅବଲମ୍ବନ କରାଯାଉଛି । ଏନେଇ ସପ୍ତାହନ୍ତ ସଟଡାଉନ୍ ଜାରି ରହିଛି । ଶନିବାର ଓ ରବିବାର ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି...

ଦିଅର ଲାଠି ମାଡରେ ଭାଉଜ ଲହୁଲୁହାଣ !

କାମାକ୍ଷାନଗର: ଅବିଶ୍ୱାସ ଲାଗୁଥିଲେ ବି ସତ । କଥାରେ ଅଛି ଭାଉଜ ମାଆ ସମାନ, ଦିଅର ପୁଅ ସମାନ । ହେଲେ ଢେଙ୍କାନାଳ ଯମୁନାକୋଟ ଗାଁରେ ଏଭଳି ସଂପର୍କରେ ଲାଗିଛି ଅବିଶ୍ୱାସର ଛିଟା । ସୁଭଦ୍ରା ସାହୁ ନାମକ ଜଣେ ମହିଳାଙ୍କୁ ଖୋଦ...

ପରିବାର ପୋଷୁଛି ଛତୁ ଚାଷ

ପଥରଖମ୍ବ :ଗାଁରେ ରୋଜଗାରର ମାଧ୍ୟମ ପାଲଟିଛି ଛତୁ ଚାଷ । ଏହି ଛତୁ ଚାଷ ଗାଁ ଲୋକଙ୍କୁ ସ୍ୱାବଲମ୍ବୀ କରିବା ସହିତ ପରିବାରର ଗୁଜୁରାଣକୁ ବି ମେଣ୍ଟାଇ ପାରୁଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପଥରଖମ୍ବ ଗାଁରେ ଦେଖିବାକୁ ମିଳିଛି ସଫଳ...

ସାହିତ୍ୟ