Latest Odisha News
Browsing Category

ଯାଜପୁର

Jajpur

ଚଳନ୍ତା ବସରେ ନାବାଳିକାଙ୍କୁ ଦୁଷ୍କର୍ମ, ବଡ ବାପା ନାଁରେ ଅଭିଯୋଗ

ଯାଜପୁର: ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ୧୦ମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳିକାଙ୍କୁ ଅସୁସ୍ଥ ମାଆକୁ ମେଡ଼ିକାଲରେ ଦେଖା କରାଇବାକୁ କହି ସମ୍ପର୍କୀୟ ବଡ଼ବାପା ଦୟାନିଧି ଜେନା ବସ୍ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାଜପୁର ଦଶରଥପୁର ଥାନା ଅଞ୍ଚଳରେ ଘଟିଛି ଏଭଳି…

ଅଧା ରହିଗଲା ଜଗା ଦର୍ଶନ, ସଡ଼କ ଦୁର୍ଘଟଣାରେ ଚାଲି ଗଲା ଦୁଇ ଜୀବନ

ଯାଜପୁର: ଅଧାରେ ରହିଗଲା ଜଗା ଦର୍ଶନ । ପବିତ୍ର ଅଁଳା ନବମୀ ଅବସରରେ ଜଗା ଦର୍ଶନ ପାଇଁ ପୁରୀ ଗଲାବେଳେ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପାଣିକୋଇଲି ଶର୍ମା ପେଟ୍ରୋ ପମ୍ପ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେ ଦୁଇ ମୃତ , ୮…

ନିର୍ମାଣଧୀନ ପାଣି ଟାଙ୍କିରୁ ଦୁଇଟି କଙ୍କାଳ ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲାରେ ଚାଞ୍ଚଲ୍ୟ। ନିର୍ମାଣାଧୀନ ପାଣି ଟାଙ୍କିରୁ ଉଦ୍ଧାର ହେଲା ଦୁଇଟି କଙ୍କାଳ। ଯାଜପୁର ସଦର ଥାନା ନିଶ୍ଚନ୍ତା ଗାଁରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହି କଙ୍କାଳ ମଣିଷର କିମ୍ବା କୌଣସି ପଶୁଙ୍କର ତାହା ଜଣାପଡି ନାହିଁ। ଆଜି ଖବର…

କ୍ରିକେଟ ଖେଳ ନିଶା ହେଲା କାଳ: ଭାରତର ପରାଜୟକୁ ସହ୍ୟ କରିନପାରି ଜୀବନ ହାରିଲେ ଯୁବକ

ଯାଜପୁର : କ୍ରିକେଟ ଖେଳ ନିଶା ହେଲା କାଳ। ଭାରତର ପରାଜୟ କୁ ସହ୍ୟ ନ କରି ପାରି ଜୀବନ ହାରିଲେ ୨୩ବର୍ଷୀୟ ଯୁବକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଜରୀ ପଞ୍ଚାୟତ କୁଳସାହି ଗାଁରେ । ମୃତକ ଗାଁର ନୀଳମଣି ଦାସ ଙ୍କ ସାନ ପୁଅ ଦେବରଞ୍ଜନ ଦାସ ବୋଲି…

ବ୍ରାଉନସୁଗାର ବେପାର କରି ଗିରଫ ହେଲେ ଦାନ୍ତ ଡାକ୍ତର, ଜବତ ହେଲା ଅଢେଇ ଲକ୍ଷ ଟଙ୍କାର ବ୍ରାଉନସୁଗାର

ଯାଜପୁର: ଅପରେଶନ ହ୍ଵାଇଟ ସ୍ପାଇଡର । ଯାଜପୁର ଟାଉନ ଥାନା ପୋଲିସକୁ ବଡ ସଫଳତା । ଯାଜପୁର ପ୍ରଶାସନିକ ଭବନ ନିକଟରୁ ୨୫.୦୨ ଗ୍ରାମର ବ୍ରାଉନସୁଗାର ସହ ୪ଟି ମୋବାଇଲ ଜବତ କରିଛି ପୋଲିସ । ଏଥି ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ…

ମହଙ୍ଗା ପଡିଲା ଲାଞ୍ଚ ନେବା, ଭିଜିଲାନ୍ସ ହାତରେ ଧରାପଡିଲେ ସ୍କୁଲ କିରାଣୀ

ଯାଜପୁର: ମହଙ୍ଗା ପଡିଲା ଲାଞ୍ଚ ନେବା । ଭିଜିଲାନ୍ସ ହାତରେ ଧରାପଡିଲେ ସ୍କୁଲ କିରାଣୀ । ଯାଜପୁର ବ୍ଲକ କବିରପୁର ସ୍ଥିତ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର କିରାଣୀ ମହେଶ୍ୱର ସାମଲ ଗିରଫ । ପେନସନ ଟଙ୍କା କରାଇ ଦେବା ପାଇଁ ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ଠାରୁ ୪୦୦୦ ଟଙ୍କା ଲାଞ୍ଚ ନେବା…

ଓଡ଼ିଶା ଫେରିଲା ଅଷ୍ଟଧାତୁରେ ନିର୍ମିତ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି

ଯାଜପୁର: ଓଡ଼ିଶା ଫେରିଲା ଅଷ୍ଟଧାତୁରେ ନିର୍ମିତ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି । ଅଢ଼େଇ ବର୍ଷ ପୂର୍ବରୁ ଚୋରି ହୋଇଥିବା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣ ଗ୍ରାମର ଅଷ୍ଟଧାତୁରେ ନିର୍ମିତ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଶେଷରେ ଓଡିଶାରେ ପହଞ୍ଚିଛି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଜିଆରଏସ; ଇନ୍ଦିରା ଆବାସ ଘର କରାଇଦେବାକୁ କହି ନେଉଥିଲେ ୫ ହଜାର ଲାଞ୍ଚ

ଭୁବନେଶ୍ୱର: ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଆରଏସ। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୋଲେଇପୁର ପଞ୍ଚାୟତର ଜିଆରଏସ ଦିଲୀପ କୁମାର ଦିକ୍ଷୀତଙ୍କୁ ଲାଞ୍ଚ ନେବା ବେଳେ ଧରିଲା ଯାଜପୁର ଦୁର୍ନୀତି ନିବାରଣ ବିଭାଗ। ଦିଲ୍ଲୀପ କୁମାର ଇନ୍ଦିରା ଆବାସ ଘର ଯୋଗାଇଦେବାକୁ…

ମାଉସୀ ଘରକୁ ଲକ୍ଷ୍ମୀ ପୂଜା ଦେଖିବାକୁ ଆସି ନଦୀରେ ବୁଡିଗଲେ ନାବାଳକ

ଯାଜପୁର : ଯାଜପୁର ସଦର ଥାନା ବୈତରଣୀ ନଦୀ ଶାଖା ବୁଢାନଦୀ ଘାଟରେ ଅଭାବନୀୟ ଘଟଣା ଘଟିଛି । ନଦୀକୁ ଗାଧୋଇବାକୁ ଯାଇ ବୁଡିଯାଇ ଜଣେ ନାବଳକର ମୃତ୍ୟୁ ଘଟିଛି  । ମୃତକ ସାନସୁଆର ଅଞ୍ଚଳର ଲିପୁନ ଜେନା ବୋଲି ଜଣାପଡିଛି । ସୂଚନା ଅନୁସାରେ ଲିପୁନ୍ ଲକ୍ଷ୍ମୀ ପୂଜା ଦେଖିବାକୁ ତାର ମାଉସୀ ଘରକୁ…

ପାଲାକୁ ପରିଚୟ ଦେଇଛି “ଅରେଇ” : ୭୬ବର୍ଷ ହେବ ଗାଁ ଲୋକଙ୍କ ଦ୍ବାରା ଆୟୋଜିତ ହେଉଛି ପାଲା ମହୋତ୍ସବ

ଯାଜପୁର : ଆଧୁନିକତାର ପ୍ରଭାବରେ ଧିରେ ଧିରେ ହଜି ଯିବାକୁ ବସିଛି ପାଲା ସଂସ୍କୃତି । ଟିଭି,ଇଣ୍ଟରନେଟର ପ୍ରଭାବରେ ପାଲା ସଂସ୍କୃତି ହଜି ଯିବାକୁ ବସିଥିବାବେଳେ ଯାଜପୁର ବିଞ୍ଝାରପୁର ବ୍ଲକ ଅରେଇରେ ପାଲା ସଂସ୍କୃତିକୁ ବଂଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଗ୍ରାମବାସୀ । ପ୍ରତିବର୍ଷ ମା…