Latest Odisha News
Browsing Category

କନ୍ଧମାଳ

Kandhamal

୧୫ କୋଟିର ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡ଼ା(କନ୍ଧମାଳ): ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ । ଏକର ଏଖର ଜାଗାରେ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ୧୫ କୋଟି ଟଙ୍କାର ଗଞ୍ଜେଇ ଗଛକୁ କାଟି ପୋଡିଛି ପୋଲିସ ଓ ଅବକାରୀ ବିଭାଗ । ମହାସିଙ୍ଗ ପଞ୍ଚାୟତର ଗୁମାପଦର…

କନ୍ଧମାଳରେ ଶୀତ ପ୍ରକୋପ, ରାତିରେ ୮ରୁ ୯ଡିଗ୍ରୀ ରହୁଛି ତାପମାତ୍ରା

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ଲାଗି ରହିଛି ଶୀତ ପ୍ରକୋପ । ରାତି ୮ଟା ହେଲେ ବଜାର, ସାହି, ଗଳିକନ୍ଦି ସମ୍ପୂର୍ଣ୍ଣ ଖାଁ ଖାଁ ଲାଗୁଛି । କୁହୁଡି ସାଙ୍ଗକୁ ଶୀତ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ଲୋକମାନେ ଶୀତର ମଜା ନେବାପାଇଁ ବ୍ୟାୟାମ କରୁଥିବା ବେଳେ କିଛି ସ୍ଥାନରେ ଲୋକମାନେ…

କନ୍ଧମାଳରେ BSKY ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କନ୍ଧମାଳରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୬ଲକ୍ଷ ୫୦ହଜାର ଲୋକ ଏହି ସୁବିଧା ପାଇବେ । ଏହାସହ ଜିଲ୍ଲାର…

୧୩୨ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ

କନ୍ଧମାଳ: କନ୍ଧମାଳରେ ପୋଲିସ ଓ ଅବକାରୀ ବିଭାଗର ଅପରେସନ । ୧୩୨ଏକର ସରକାରୀ ଜମିରୁ ଗଞ୍ଜେଇ ଗଛ କାଟିଲା ପୋଲିସ ଓ ଅବକାରୀ ବିଭାଗ । କ. ନୂଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡ଼ା ଗ୍ରାମ ପଞ୍ଚାୟତର କୁଶାକୁପୁଡ଼ା, କୁଡ଼ୁପାକିଆ ଓ ଗସୁକିଆ ଗାଁର ସରକାରୀ ଜମି ଓ ଜଙ୍ଗଲ ଜମିରେ ବେଆଇନଭାବେ ଚାଷ…

[ଭିଡ଼ିଓ] କଷ୍ଟ ସହୁଛି କଅଁଳ ଛୁଆ, ବଞ୍ଚିିବାକୁ ଦରକାର ୧୬ କୋଟି

ଫୁଲବାଣୀ: ଯନ୍ତ୍ରଣାରେ ଜର୍ଜରିତ ନିରୀହ ନିଷ୍ପାପ ଶିଶୁ । ଅକାଳରେ ଗ୍ରାସିଛି ଦୁସାଧ୍ୟ ରୋଗ । ଆଉ ରୋଗ ଭଲ ହେବାକୁ ସଞ୍ଜିବନୀ ପାଲଟିବ ୧୬କୋଟି । ରୋଗଗ୍ରସ୍ତ ହୋଇ ବିଛଣାରେ ପଡି ରହିଛି ୧୮ ମାସର ଛୁଆ ରାଜବୀର । ନା ପାଟି ଫିଟୁଛି ନା ଖେଳକୁଦ କରିପାରୁଛି । ପିଲାର ଯନ୍ତ୍ରଣାରେ ଅବାକ୍…

ବଜାରରେ ବୁଲିଲା ଜଗା

ବାପାଙ୍କ ସହ ବଜାର ବୁଲିଛି ବହୁଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ ଜଗା । ଧିରେ ଧିରେ ସୁସ୍ଥ ହେବା ପରେ ଆଜି ବାପାଙ୍କ ସହ ଫୁଲବାଣୀ ବଜାରରେ ବୁଲିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିବା ପରେ ମାର୍କେଟ ବୁଲିଥିଲା ଜଗା । ଗୋପବନ୍ଧୁ ଛକରୁ ଚାଲି ଚାଲି ବଜାରର ବିଭିନ୍ନ ଛକରେ ଖାଦ୍ୟ ବି ଖାଇଥିଲା…

ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ଆଇଟିଡ଼ିଏ ଅଫିସର ମୁଖ୍ୟ କିରାଣୀ

କନ୍ଧମାଳ: ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ଆଇଟିଡ଼ିଏ ଅଫିସର ମୁଖ୍ୟ କିରାଣୀ ବସନ୍ତ ପାଣି। ୬ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ। ସିକ୍ୟୁରିଟି ଟଙ୍କା ରିଲିଜ୍ ପାଇଁ ଜଣେ ଠିକାଦାରଙ୍କଠାରୁ ସେ ଲାଞ୍ଚ ନେଉଥିଲେ। ସିକ୍ୟୁରିଟି ବିଲ କରାଇଦେବାକୁ ୮ହଜାର ଟଙ୍କା ଡ଼ିଲ ହୋଇଥିଲା।…

ଫୁଲବାଣୀ ଗସ୍ତରେ ଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

ଫୁଲବାଣୀ: ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ । ଫୁଲବାଣୀ ଗସ୍ତରେ ଥିବା ବେଳେ ସେ ହଠାତ୍ ଅସୁସ୍ଥତା ଅନୁଭନ କରିଛନ୍ତି । ନିମ୍ନ ରକ୍ତଚାପ ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିବା ସୂଚନା ମିଳିଛି । ଫୁଲବାଣୀ ସର୍କିଟ ହାଉସରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମନ୍ତ୍ରୀଙ୍କ…

କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

କନ୍ଧମାଳ: କନ୍ଧମାଳ ପୋଲିସ୍ ଦ୍ୱାରା ମାଓ ଦମନ ଅଭିଯାନ ଜୋରଦାର ଚାଲିଛି। ଯାହାର ପ୍ରଭାବରେ କନ୍ଧମାଳ ଏସପି ନିକଟରେ ପୁଣି ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି। ମାଓବାଦୀ ଜଣକ ହେଲା ଛତିଶଗଡ଼ ରାଜ୍ୟର ସୁକମା ଜିଲ୍ଲାର ରାହୁଲ ମୁସାକୀ। ସେ ଦୀର୍ଘ ୨୦୧୫ରୁ ମାଓ ସଙ୍ଗଠନରେ ଯୋଗ ଦେଇ ସକ୍ରିୟଭାବେ…

କନ୍ଧମାଳରୁ ଚିତାବାଘ ଛାଲ ଜବତ, ଜଣେ ଗିରଫ

ଫୁଲବାଣୀ: ଓଡିଶା ପୋଲିସ ଅଧିନସ୍ତ ଏସ୍‌ଟିଏଫ୍‌କୁ ମିଳିଛି ସଫଳତା । ଜବତ ହୋଇଛି ଗୋଟିଏ ଚିତାବାଘ ଛାଲ । ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଏସ୍‌ଟିଏଫ୍ ଟିମ୍ ପଚରାଉଚରା ଚଳାଇଛି । ଆଜି ସିପ୍ତିଗୁଡାରେ ଚିତାବାଘ ଛାଲ ଡିଲ୍ ହେଉଥିବା ନେଇ ଏସଟିଏଫ୍ ଟିମ୍ ବିଶ୍ୱସ୍ତ ସୁତ୍ରରୁ…