Latest Odisha News

BREAKING NEWS

Browsing Category

ବରଗଡ଼

Baragarh

ଶ୍ରମିକଙ୍କ ଉପରେ ମାଡିଗଲା ବୋରୱେଲ ଗାଡି, ୪ ମୃତ

ବରଗଡ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶ୍ରମିକଙ୍କ ଉପରେ ମାଡିଗଲା ବୋରୱେଲ ଗାଡି । ଗାଡ଼ି ତଳେ ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ ଗାଡି । ଘଟଣାସ୍ଥଳରେ ଚାଲିଗଲା ୪ ଶ୍ରମିକଙ୍କ ମୃତ ଦେହ । ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ଧରା ପଡିଲେ ଗ୍ୟାସ ଲୁଟେରା, ୫୦୦ ଅଧିକ ଗ୍ୟାସ୍ ସିଲିଣ୍ଡର ଜବତ

ବରଗଡ: ବରଗଡ ଜିଲ୍ଲା ପୋଲିସ ବିଭାଗକୁ ମିଳିଲା ବଡ ସଫଳତା | ଦୀର୍ଘ ଦିନ ପରେ ଧରାପଡିଲେ ଗ୍ୟାସ ଲୁଟେରା । ଦୀର୍ଘ ଦିନ ହେବ ବିଭିନ୍ନ ଗ୍ୟାସ କମ୍ପାନୀ ମାନଙ୍କର ଗୋଦାମରେ ଡକାୟତି କରି ଶହ ଶହ ଗ୍ୟାସ ସିଲିଣ୍ଡର ଲୁଟୁଥିବା ଏକ ଗ୍ୟାଙ୍ଗକୁ କାବୁ କଳା ପୋଲିସ | ଏହି ଗ୍ୟାଙ୍ଗର ସମୁଦାୟ ୯ ଜଣଙ୍କୁ…

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା: ଆଜି ଦ୍ଵିତୀୟ ଦିନରେ ରଙ୍ଗମହଲ ଉଦଘାଟନ କରିବେ ମହାରାଜ କଂସ

ବରଗଡ: ଆରମ୍ଭ ହୋଇଯାଇଛି ୭୬ ତମ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଦୀର୍ଘ ୧୧ ଦିନ ଧରି ଚାଲିବ ବରଗଡ଼ରେ ମହାରାଜ କଂସଙ୍କ ରାଜୁତି । ଉଦଘାଟନୀ ଦିବସରେ ରାଜକୀୟ ଆଡମ୍ବର ସହ ଦେବକୀ ବସୁଦେବଙ୍କ ବିବାହ ହୋଇଯାଇଥିବା ବେଳେ ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିଛନ୍ତି…

କମ୍ପିବ ଧନୁଯାତ୍ରା ପଡିଆ, ଆଉ ଦିନକ ପରେ ଶୁଭିବ କଂସର ହା ହା କାର

ବରଗଡ: ରାତି ପାହିଲେ ବରଗଡର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା । ଏଥିପାଇଁ ନିଆରା ଢଙ୍ଗରେ ଆରମ୍ଭ ହୋଇଯାଇଛି ଏହାର ପ୍ରଚାର କାର୍ଯ୍ୟକ୍ରମ | ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ  ବରଗଡରେ ବିରାଟ ରୋଙ୍ଗୋଲି ପ୍ରତିଯୋଗୀତା କାର୍ଯ୍ୟକ୍ରମର ଆୟୋଜିତ ହୋଇଥିବା ବେଳେ ଏଥିରେ ୬୬ ଗୋଟି…

ଇଏ କି ମାନବିକତା : ପାଦରେ ସାମାନ୍ୟ ଘା ଯୋଗୁଁ ମୋତେ ଜଙ୍ଗଲରେ ଛାଡିଦେଲ?

ବରଗଡ଼ : ଶୀତ କାକରରେ ଖୋଲା ଆକାଶ ତଳେ ଧାନ ବିଲରେ ପଡିରହିଛନ୍ତି ମହିଳା  । ଅପରାଧ ତାଙ୍କର ଏତିକି ଯେ ତାଙ୍କ ପାଦରେ ଆଘାତ ଲାଗି ଘା ଟିଏ ହୋଇଯାଇଥିଲା । ଆଉ ତା ପରେ ପରିବାର ଲୋକେ ତାଙ୍କୁ ଜାଣି ଖୋଲା ଆକାଶ ତଳେ ଛାଡିଦେଲେ । ଯେତେବେଳେ ମାନବିକତା ମରିଯାଏ ଆଉ ତା ବଦଳରେ ଜନ୍ମନିଏ…

ଦୁଇ ଜଣଙ୍କୁ ଦଳି ମାରିଲା ଦନ୍ତା

ବରଗଡ : ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷ ତାର ବହୁମୂଲ୍ୟ ଜୀବନ ହରାଉଛି ।  ଆଜି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଅତାବିରା ଥାନା ଅଞ୍ଚଳରେ  । ଦୁଇ ଜଣଙ୍କୁ ଦଳି ମାରିଛି ଦନ୍ତା । ଭେଡେନ ଥାନା…

ବାଲି ବୋଆ ସାପ କୁ ଜୀବନ୍ତ ଗିଳିଲା ନାଗ, ନାଗ ପେଟରୁ ବାହାରି ପୁଣି ବୁଲିଲା ବୋଆ ସାପ

ବରଗଡ: ଦେଢ଼ ଫୁଟର ବାଲି ବୋଆ ସାପ କୁ ଜୀବନ୍ତ ଗିଳିଦେଲା ସାଢେ ୩ ଫୁଟର ନାଗ । ଏପରି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭେଡେନ ହସ୍ପିଟାଲ ରୋଡ ନିର୍ମଳ ମେହେରଙ୍କ ଘରେ । ସମ୍ବଲପୁରୀ ଭାଷାରେ ସେଇ ସାପ କୁ ଫୁତକା ସାପ କୁହାଯାଏ । ହଠାତ୍ ଘରେ ଜରି ଖଡ ଖଡ ଶବ୍ଦ ଶୁଣି ନିର୍ମଳ କବାଟ ଖୋଲି…

ଧର୍ମ ମାସ କାର୍ତ୍ତକରେ ପାଳନ ହୁଏ ନିଆରା ଉତ୍ସବ ‘ବାଳଭୋଗ ଅର୍ପଣ ଉତ୍ସବ’

ବରଗଡ: ବର୍ଷ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ | ଏହି ମହା କାର୍ତ୍ତିକ ମାସରେ କରାଯାଉଥିବା ପୂଣ୍ୟ କାର୍ଯ୍ୟର ଅନେକ ମହତ୍ୱ ରହିଥାଏ | ତେବେ ଅଧିକାଂଶ ଲୋକେ ମାସ ସାରା ବୁଡ ପକାଇ ପୂଣ୍ୟ ଅର୍ଜନ କରିଥାନ୍ତି |ଯେଉଁ ମାନେ ମାସ ସାରା ବୁଡ ପକାଇନଥାନ୍ତି ସେମାନେ  କାର୍ତ୍ତିକ ମାସର…

ଅବକାରୀ ବିଭାଗର ଚଢ଼ାଉ, ବ୍ୟାପକ ମଦ ସହ ବୋତଲ ଓ ଠିପି ଜବତ

ବରଗଡ଼: ଅବକାରୀ ବିଭାଗ ପକ୍ଷରୁ କେନ୍ଦୁପାଲି ଗ୍ରାମରେ ଚଢ଼ାଉ କରି ଆଜି ବ୍ୟାପକ ମାତ୍ରାରେ ବେଆଇନ ମଦ ଜବଦ କରାଯାଇଥିବା ନେଇ ସୂଚନା ଦିଆଯାଇଛି। କେନ୍ଦୁପାଲି ଗ୍ରାମର ଏକ ପନିପରିବା କ୍ଷେତରେ ଅବସ୍ଥିତ ଏକ ଘରୁ ୨୦୭୫ ଗୋଟି ଇମ୍ପେରିଆଲ୍ ବ୍ଲୁ ବୋତଲର କ୍ୟାପ, ୧୬୭୫ ଗୋଟି ରୟାଲ୍ ଷ୍ଟେଜ୍ ବୋତଲ…

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଦିନ ନିର୍ଘଣ୍ଟ, ଜାନୁଆରୀ ୧୫ରୁ ଆରମ୍ଭ

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଦୁଲୁକିବ ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ। ୧୧ଦିନ ଧରି ଚାଲିବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକେ ଏହି ନିଷ୍ପତ୍ତି ନିଆଯାଇଛି।…