Latest Odisha News
Browsing Category

କେନ୍ଦୁଝର

Kendujhar

ଆନନ୍ଦପୁର ପଞ୍ଚୁପଲ୍ଲିରେ ବାଘ ବୁଲିବା ଭିଡିଓ ଭାଇରାଲ ଘଟଣା: ବାଘକୁ ନେଇ ଭୟଭୀତ ନହେବାକୁ କହିଲେ ପିସିସିଏଫ୍

ଆନନ୍ଦପୁର: ନୂଆପଡା ବାଘ ଆତଙ୍କ ପରେ ଏବେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପଞ୍ଚୁପାଲି ଗାଁ ନିକଟରେ ବାଘ ବୁଲୁଥିବାର ଖବର ସାମ୍ନାକୁ ଆସିଛି । ଯାହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଗାଁ ଲୋକ ଆତଙ୍କିତ ହୋଇପଡିଛନ୍ତି । ଘଟଣାକୁ ନେଇ ବନ ବିଭାଗ ତଦନ୍ତ କରିଛି  ।…

ଅସୁସ୍ଥ ହାତୀ ଶାବକକୁ ଜଗି ରହିଛନ୍ତି ହାତୀ ପଲ, ଚିକିତ୍ସା ପାଇଁ ଉପୁଜୁଛି ବାଧା

କେନ୍ଦୁଝର: ମଣିଷ ହେଉ କି ପଶୁ, ପକ୍ଷୀ । ସନ୍ତାନ ପାଇଁ ବ୍ୟାକୁଳତା ସବୁ ମା’ ମନରେ ଥାଏ । ସନ୍ତାନ ଦେହରେ ଟିକିଏ ଆଘାତ ଲାଗିଲେ କାନ୍ଦି ଉଠେ ମା’ ମନ । ନିମିଷେ ବି ସନ୍ତାନକୁ ଛାଡି ଯାଏ ନାହିଁ ମା’ । ତ’ହେଲେ ଏହି ମା ହାତୀଟି ଯାଇଥାନ୍ତା ବା କିପରି । ଆଜ୍ଞା ହଁ  କେନ୍ଦୁଝର ବନ ବିଭାଗ…

ତେଲକୋଇରୁ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ, କାରଣ ଅସ୍ପଷ୍ଟ

କେନ୍ଦୁଝର: ଥମିବାର ନାଁ ନେଉନାହିଁ ହାତୀ ମୃତ୍ୟୁ ମାମଲା । ତେଲକୋଇରୁ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ । କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଜଗମୋହନପୁର ଫରେଷ୍ଟ ବିଟ ସଲେଇକନା ଭାଡିମରା ସାହି ନିକଟ ଏକ କାଜୁ ବଗିଚା ପାଖ ଚାଷ ଜମିରୁ ଆଜି ସକାଳୁ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ…

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଓଲଟିଲା ଲୁହାପଥର ବୋଝେଇ ଟ୍ରକ , ଡ୍ରାଇଭର ମୃତ

ଆନନ୍ଦପୁର : ସରକାର ସଡକ ସୁରକ୍ଷା ନେଇ ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରୁଛନ୍ତି  । ତଥାପି ଦୁର୍ଘଟଣା କମିବାର ନାଁ ଧରୁନି । ପ୍ରତିଦିନ ଦୁର୍ଘଟଣାରେ ଶହ ଶହ ଲୋକଙ୍କର ଜୀବନ ଯାଉଛି  । ଆଜି ମଧ୍ୟ ସେମିତି କିଛି ଦୁଃଖଦ ଖବର ସାମ୍ନାକୁ ଆସିଛି  । ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥ…

ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍

ଆନନ୍ଦପୁର : ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍। ଆନନ୍ଦପୁର ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି  । ଜଣେ ଶିକ୍ଷୟିତ୍ରୀ ସ୍କୁଲରୁ ସ୍କୁଟି ଯୋଗେ ଫରୁଥିବାବେଳେ କିଛି ଦୁର୍ବୁତ୍ତ ତାଙ୍କୁ ଅଟକାଇଥିଲେ । ଏବଂ  ବନ୍ଧୁକ ଦେଖାଇ ତାଙ୍କଠାରୁ…

ଏବେ ବି ବଞ୍ଚିଛି ଅନ୍ଧବିଶ୍ବାସ : ସାପ ବିଷ କାଢିବାକୁ ଯାଇ ମହିଳା ଗୁଣିଆ ଗୁରୁତର

ଆନନ୍ଦପୁର : ଯୁଗ ବଦଳିଛି ସତ ହେଲେ ଏବେ ବି ବଞ୍ଚିରହିଛି ଅନ୍ଧବିଶ୍ୱାସ ।  ବିଜ୍ଞାନ ବହୁତ ଆଗକୁ ଯାଇଛି ହେଲେ ଏବେ ବି ଲୋକେ ଝଡାଫୁଙ୍କା ଉପରେ ଭରସା କରୁଛନ୍ତି । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ  । ଆନନ୍ଦପୁର ଉପଖଣ୍ଡ ଝଣଝଣା ଗାଁର…

ଓଲଟିଲା ଗୋରୁ ବାଝେଇ ଟ୍ରକ୍ : ୫ଗୋରୁ ମୃତ, ଘଟଣାସ୍ଥଳରୁ ଡ୍ରାଇଭର ଫେରାର

ତେଲକୋଇ : ତେଲକୋଇରେ ଅଭାବନୀୟ ଘଟଣା ଘଟିଛି । ବିଞ୍ଜବାହାଲ ବସଷ୍ଟାଣ୍ଡ ନିକଟରେ ଭାରସାମ୍ୟ ହରାଇ ଏକ ଗୋରୁବୋଝେଇ ଟ୍ରକ ଓଲଟି ପଡିଛି । ଫଳରେ ୫ ଜଣ ଗୋରୁଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଆଜି ସକାଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା  ଅଞ୍ଚଳରେ ଏକ ବେଆଇନ ଗୋରୁ ବୋଝେଇ ଟ୍ରକ…

କେନ୍ଦୁଝର ମଣ୍ଡୁଆ ବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ଦୁଇ ମୃତ ,ଜଣେ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମଣ୍ଡୁଆ ବ୍ରିଜ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  ।  ଏକ ବୁଲେଟ୍ ଏବଂ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ମାନେ ଘଟଗାଁର  ଜେ୍ୟାତିରଞ୍ଜନ…

ବନ୍ଧୁକ ମୁନରେ ଲୁଟ୍ : ପେଟ୍ରୋଲ ପମ୍ପରେ ଫାଙ୍କା ଗୁଳିଚାଳନା କରି ଲୁଟିନେଲେ ୫ଲକ୍ଷ ଟଙ୍କା

କେନ୍ଦୁଝର : ବନ୍ଧୁକ ମୁନରେ ଲୁଟ୍  । ଆସିଲେ , ପେଟ୍ରୋଲ ପମ୍ପରେ ୫ ରାଉଣ୍ଡ ଫାଙ୍କା ଗୁଳି ଚାଳନା କଲେ , ଆଉ ଆଖି ପିଛୁଳାକେ ୫ ଲକ୍ଷ ଟଙ୍କା ଲୁଟି ନେଲେ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ନୟାକୋଟ ଥାନା ଫୁଲଝର ପେଟ୍ରୋଲ ପମ୍ପରେ  । କେବଳ ଟଙ୍କା ଲୁଟିନାହାନ୍ତି,  …

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

କେନ୍ଦୁଝର: ଆକ୍ସନ ମୋଡରେ କମିଶନରେଟ ପୋଲିସ । ପାର୍ବଣ ପୂର୍ବରୁ ଅପରେଶନ ହ୍ଵାଇଟ ସ୍ପାଇଡର ଉପରେ STF ର ଜିରୋ ଟଲେରାନ୍ସ । ବ୍ରାଉନସୁଗାର କାରବାରରେ ଆଜି ଜଣଙ୍କୁ ଗିରଫ କରିଛି ଏସଟିଏଫ । କେନ୍ଦୁଝର ଜୁଡିସିଆଲ କୋର୍ଟ ପିଅନ ବ୍ରାଉନସୁଗାର କାରବାର ଅଭିଯୋଗରେ ଗିରଫ ହୋଇଛନ୍ତି । ତାଙ୍କ ନିକଟରୁ…