Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୭୨ ଘଣ୍ଟାରେ ଖଲିସ୍ତାନୀ ଉପରେ ଏନଆଇଏର ବଡ ଆକ୍ସନ !

ନୂଆଦିଲ୍ଲୀ: ପାକିସ୍ତାନ, ପଞ୍ଜାବ, କାନାଡା ସମେତ ବିଶ୍ୱର ଅନେକ ଦେଶରେ ଖାଲିସ୍ତାନ ଭାରତ ବିରୋଧରେ ଏକ ଏଜେଣ୍ଡା ଚଳାଇ ଆସୁଛନ୍ତି। ତେବେ ଏହାରି ଭିତରେ ଗତ ୭୨ ଘଣ୍ଟା ମଧ୍ୟରେ ଖଲିସ୍ତାନ ଆତଙ୍କ ସହ ଜଡିତ ତିନୋଟି ବଡ ଚେହେରା ଉପରେ ଏନଆଇଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ରହିଛି।…

୨୫ ବର୍ଷ ଭିତରେ ଭାରତ ହେବ ୪୦ ଟ୍ରିଲିୟନ ଡଲାର ଅର୍ଥନୀତି: ମୁକେଶ ଅମ୍ବାନୀ

ଗାନ୍ଧୀନଗର: ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଗାମୀ ଦିନରେ ଭାରତ ଆହୁରି ବିକଶିତ ହେବ ।  ସ୍ବାଧୀନତାର ଶହେ ବର୍ଷ ପାଳନ ବେଳକୁ ଭାରତ ହେବ 40 ଟ୍ରିଲିୟନ ଡଲାର ଅର୍ଥନୀତି । 2047 ସୁଦ୍ଧା ଭାରତ 40 ଟ୍ରିଲିୟନ ଡଲାରର ଅର୍ଥନୀତି ହେବ ଏବଂ ବିଶ୍ୱର ଶ୍ରେଷ୍ଠ ତିନୋଟି…

୩୦ ବର୍ଷ ତଳର ଫ୍ରୋଜନ ଏମ୍ବ୍ରିୟୋ ମାଧ୍ୟମରେ ଜନ୍ମ ହେଲେ ଯମଜ ସନ୍ତାନ

ଓରେଗନ: ବିଜ୍ଞାନର ଆଉ ଏକ ଚମତ୍କାର ଦେଖିବାକୁ ମିଳିଛି । ୩୦ ବର୍ଷ ତଳେ ଫ୍ରୋଜନ ଏମ୍ବ୍ରିୟୋ ମାଧ୍ୟମରେ ରଶେଲ ରିଡବେ ଓ ଫିଲିପ ରିଡବେ ଯମଜ ସନ୍ତାନର ବାପା ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ୨୭ ବର୍ଷ ଥିଲା । ନ୍ୟାଶନାଲ ଏମ୍ବ୍ରିୟୋ ଡୋନେଶନ ସେଂଟରରୁ ମିଳିଥିବା…

ପଲିଗ୍ରାଫ୍ ଟେଷ୍ଟରେ ଅଫତାବ ମାନିବ କି ନିଜ ଦୋଷ ?

ନୂଆଦିଲ୍ଲୀ: ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ପ୍ରେମିକ ଆଫତାବର ପିଲିଗ୍ରାଫ ଟେଷ୍ଟ ଚାଲିଛି । ରୋହିଣୀ ସେକ୍ଟର-14 ସ୍ଥିତ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀରେ ଆଫତାବର ପଲିଗ୍ରାଫିକ୍ ଟେଷ୍ଟ କରାଯାଉଛି । କୋର୍ଟଙ୍କ ନିର୍ଦେଶ ଏବଂ ଅଫତାବ ସହମତି ପ୍ରକାଶ କରିବା ପରେ ଏହି ପରୀକ୍ଷା ଆରମ୍ଭ…

ଡ୍ରଗ୍ସ ପାଇଁ ୧୦ ଦିନରେ ୧୨ ଜଣଙ୍କ ମୁଣ୍ଡ କାଟିଲା ସାଉଦି ସରକାର

ରିୟାଦ: କଠୋର ଦଣ୍ଡାଦେଶ ନେଇ ସାଇଦି ଆରବର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏଥର ମଧ୍ୟ ସାଉଦି ଆରବ ସରକାର ଅପରାଧୀ କୁ କଠୋର ଦଣ୍ଡ ଦେଇଛନ୍ତି । ସେ ପୁଣି ଏମିତି ସେମିତି ଦଣ୍ଡ ନୁହେଁ, ଦିଆଯାଇଛି ମୃତ୍ୟୁ ଦଣ୍ଡ । ୧୦ ଦିନ ମଧ୍ୟରେ ୧୨ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦେଇଛି । ୧୨ ଜଣଙ୍କର…

ରାଜସ୍ଥାନରେ ବୁରାଡି ଘଟଣାର ପୁନରାବୃତ୍ତି, ଗୋଟିଏ ଘରୁ ମିଳିଲା ୬ ମୃତେଦହ

ନୂଆଦିଲ୍ଲୀ:  ଦିଲ୍ଲୀର ବୁରାଡି କାଣ୍ଡ ଘଟଣା  ଶୁଣିଲା ଏବେ ବି ଦେହ ଶୀତେଇ ଉଠେ । ଆଖି ଆଗକୁ ଚାଲି ଆସେ ସେହି ୧୦ ଜଣଙ୍କ ମୁହଁ । ଗୋଟିଏ ଘରେ ଏକାଥରକେ ଫାସିରେ ଝୁଲୁଥିଲେ ୧୦ଜଣ । ଏହି ଘଟଣା ଦିନେ ପୁରା ଦେଶକୁ ଦୋହଲାଇ ଦେଇଥିଲା । ଆଜି ପୁଣି ଥରେ ସେହି ହୃଦୟଥରା ଘଟଣାର ପୁନରାବୃତ୍ତି…

ସାନିଟାରୀ ପ୍ୟାଡ ବ୍ୟବହାର କଲେ ହୋଇପାରେ କ୍ୟାନ୍ସର ; ନୂଆ ଅଧ୍ୟୟନରୁ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ : ଆପଣ ମାନେ ସାନିଟାରୀ ପ୍ୟାଡ ବ୍ୟବହାର କରୁଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ସାନିଟାରୀ ପ୍ୟାଡ ବ୍ୟବହାର କରିବା ଦ୍ବାରା ହୋଇପାରେ କର୍କଟ ରୋଗ । ଏମିତିକି ବନ୍ଧ୍ୟାକରଣ ସମସ୍ୟା ମଧ୍ୟ ଦେଖା ଦେଇପାରେ ବୋଲି ନୂଆ ଅଧ୍ୟୟନରୁ ଜଣାପଡ଼ିଛି  । ପ୍ରତ୍ୟେକ…

ମୋର୍ବି ଟ୍ରାଜେଡି ରିପୋର୍ଟ: ଘଟଣା ଦିନ ଦିଆଯାଇଥିଲା ୩୧୬୫ ଟିକେଟ୍

ନୂଆଦିଲ୍ଲୀ: ଗୁଜରାଟର ମୋର୍ବିଠାରେ ଝୁଲା ପୋଲ ଟ୍ରାଜେଡିରେ ନୂଆ ଖୁଲାସା । ଏଫଏସଏଲ୍ ରିପୋର୍ଟରେ ଓରେଭା ଓ ନଗର ନିଗମ ଦ୍ୱାରା ଭ୍ରଷ୍ଟାଚାର ଓ ଦାୟିତ୍ୱହୀନତା ହୋଇଥିଲା ଦର୍ଶାଯାଇଛି । ଓରେଭା ଗ୍ରୁପ୍ ପୋଲ ମରାମତି କଣ୍ଟ୍ରାକ୍ଟ ନେଇଥିଲା । ଅକ୍ଟୋବର ୩୦ ତାରିଖରେ ଝୁଲା ପୋଲ ଛିଣ୍ଡିଯିବାରୁ…

ବଜାରକୁ ଆସିଲା ସବୁଠୁ ଶସ୍ତା ୭ ସିଟର କାର୍

ନୂଆଦିଲ୍ଲୀ: କାର କିଣିବାକୁ ସମସ୍ତଙ୍କ ଇଚ୍ଛା ଥାଏ । ଆଉ ପରିବାର ଟିକିଏ ବଡ଼ ଥିଲେ ଦରକାର ବଡ଼ ଗାଡ଼ି । କିନ୍ତୁ ଯଦି ଆପଣଙ୍କ ପାଖରେ ବଡ଼ ବଜେଟ୍ ନାହିଁ ତେବେ ଚିନ୍ତା କରନ୍ତୁ ନାହିଁ । ମାରୁତି ସୁଜୁକି ଆଜି ଘରୋଇ ବଜାରରେ ଏମପିବି କାର Eecoର ଅପଡେଟେଡ୍ ମଡେଲକୁ ଲଞ୍ଚ କରିଛି । କମ୍ପାନୀର…

ବ୍ରୁସ ଲୀଙ୍କ ଅଧିକ ପାଣି ପିଇବା ଯୋଗୁ ହୋଇଥିଲା ମୃତ୍ୟୁ !

ୱାଶିଂଟନ: ସାରା ବିଶ୍ୱରେ ମାର୍ଶଲ ଆର୍ଟ୍ସକୁ ଲୋକପ୍ରିୟ କରାଇଥିବା ବ୍ରୁସ ଲୀଙ୍କ ମୃତ୍ୟୁକୁ ନେଇ ଗବେଷକମାନେ ଆଉ ଏକ ଖୁଲାସା କରିଛନ୍ତି । ସେମାନଙ୍କ ମତରେ ଏହି ଆମେରିକୀୟ ଅଭିନେତାଙ୍କ ମୃତ୍ୟୁ ଅଧିକ ପାଣି ପିଇବା ଯୋଗୁ ହୋଇଥିଲା । ମାତ୍ର ୩୨ ବୟସରେ ୧୯୭୩ରେ ବ୍ରୁସ ଲୀଙ୍କ ହଠାତ ମୃତ୍ୟୁ…