Latest Odisha News

BREAKING NEWS

Browsing Category

ଫିଚର

ଏୟାରଟେଲର ସମସ୍ତ ସିମ୍ ୫ଜି, କେବେ ଆପଣଙ୍କ ଅଞ୍ଚଳରେ ସେବା ଆରମ୍ଭ ହେବ ସୂଚନା ଦେଲେ ସିଇଓ

ନୂଆଦିଲ୍ଲୀ: ଟେଲିକମ୍ ଅପରେଟର ଭାରତୀ ଏୟାରଟେଲ୍ ମାସକ ମଧ୍ୟରେ ୫ଜି ସେବା ଆରମ୍ଭ କରିବ । ଡିସେମ୍ବର ସୁଦ୍ଧା ପ୍ରମୁଖ ମେଟ୍ରୋଗୁଡ଼ିକରେ ଏହି ୫ଜି ସେଭା ଉପଲବ୍ଧ ହେବ ବୋଲି ବୁଧବାର କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୨୦୨୩ ଶେଷ ସୁଦ୍ଧା ଦେଶର ସମସ୍ତ ସହରାଞ୍ଚଳକୁ ଟେଲିକମ୍ କମ୍ପାନୀ…

ବଢ଼ିଲା ଆପଣଙ୍କ ବିଧାୟକଙ୍କ ବୀମା କଭରେଜ ରାଶି

ଭୁବନେଶ୍ୱର: ବଢ଼ିଲା ବିଧାୟକଙ୍କ ସ୍ୱାସ୍ଥ୍ୟ ବୀମା। ଓଡିଶାର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ପାଇଁ ବାର୍ଷିକ ସ୍ୱାସ୍ଥ୍ୟବୀମା କଭରେଜକୁ ଦୁଇଗୁଣା କରାଯାଇଛି। ଯାହା ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି । ବୁଧବାର ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି। ଏହି ସେବା ଚଳିତ ୨୦୨୨-୨୩…

ଓଡ଼ିଶାରେ ପ୍ରତିଷ୍ଠା ହେବ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ୍

ଭୁବନେଶ୍ବର: ଭୁବନେଶ୍ୱରରେ ୬୫୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ। ଏଥି ଲାଗି ରାଜ୍ୟ ସରକାର ୪୦ଏକର ଜାଗା ଭିତ୍ତିଭୂମିର ବିକାଶ ଲାଗି ଯୋଗାଇବେ ।  ଟାଟା ମେମୋରିଆଲ ସେଣ୍ଟର ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଏନେଇ ଏମଓୟୁ…

ମିଶନ ଶକ୍ତି ମହିଳାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ୪ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ଆଜି ସଂଧ୍ୟାରେ ନବୀନ ନିବାସଠାରେ ଯାଜପୁର, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।…

ନୀତିଶଙ୍କ ଦିଲ୍ଲୀ ଚଲୋ ରାସ୍ତା ସହଜ ହେବ କି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ନୀତିଶ କୁମାରଙ୍କ ଦିଲ୍ଲୀ ଚଲୋ ଅଭିଯାନକୁ ନେଇ ଏବେ ଚାରିଆଡେ ଚର୍ଚା  । ଗତ ତିନି ଦିନ ଭିତରେ ଅନେକ ବିରୋଧୀ ନେତାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶଙ୍କ ଦଳ ଜେଡିୟୁ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପାଇଁ ଯୋଗ୍ୟ…

ଆଇପିଏଲ ଖେଳିଥିବା ନେପାଳୀ କ୍ରିକେଟରଙ୍କ ନାମରେ ନାବାଳିକା ଦୁଷ୍କର୍ମ ଅଭିଯୋଗ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିବା ନେପାଳୀ କ୍ରିକେଟର ସନ୍ଦୀପ ଲାମିଛାନୋଙ୍କ ନାମରେ ମାରାତ୍ମକ ଅଭିଯୋଗ ଆସିଛି । ନେପାରର ଅଧିନାୟକ ସନ୍ଦୀପ ୧୭ ବର୍ଷୀୟା ଏକ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କାଠମାଣ୍ଡୁ ପୋଲିସ ଘଟଣାର…

ବିଶ୍ୱର ୨୦୦ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଚଙ୍ଗେଜ ଖାଁଙ୍କ ବଂଶଜ !

ଭୁବନେଶ୍ୱର: ଇତିହାସର ସବୁଠାରୁ ନୃଶଂସ ଏବଂ କ୍ଷମତାଲୋଭୀ ରାଜା ଭାବେ ଚଙ୍ଗେଜ ଖାଁଙ୍କୁ କିଏ ବା ନ ଜାଣେ । ଏହି ନିର୍ଦ୍ଦୟୀ, ହତ୍ୟାକାରୀ ଯେଉଁ ସ୍ଥାନ ଅଧିକାର କରୁଥିଲା ସେଠାରେ ମଣିଷର କଟା ମୁଣ୍ଡ ଗଦେଇ ହୋଇ ପଡୁଥିଲା । ଏହା ପରେ ଆରମ୍ଭ ହେଉଥିଲା ମାନବିକତା ନାମକ ଶବ୍ଦର ହତ୍ୟା । ଉକ୍ତ…

ସଠିକ ସମୟରେ ଲକ୍ଷଣ ଚିହ୍ନନ୍ତୁ, କିଡନୀ ରୋଗରୁ ସାବଧାନ ରୁହନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଦେଶରେ କିଡନୀ ଜନୀତ ରୋଗ ସମସ୍ୟା ଦିନକୁ ଦିନ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଦେଶରେ ବହୁ ସଂଖ୍ୟକ ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଫଳରେ ରୋଗୀ ଗୁରୁତର ହେଉଛନ୍ତି ଓ କେତେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ ଘଟୁଛି। ଆମ ଶରୀର ପାଇଁ କିଡନୀ ଅତ୍ୟନ୍ତ…

ବର୍ଷକରେ ୫୦୦ କୋଟି ଟଙ୍କାର ଆଂଟିବାୟୋଟିକ ଖାଇଗଲେ ଭାରତୀୟ

ନୂଆଦିଲ୍ଲୀ: ଭାରତୀୟଙ୍କ ମନଇଚ୍ଛା ଔଷଧ ବ୍ୟବହାର ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି । ତାହା ପୁଣି ଡାକ୍ତରଙ୍କ ପରାମର୍ଶ ବିନା ବ୍ୟବହାର କରାଯାଇଛି । ରିପୋର୍ଟ ମୁତାବକ ୨୦୧୯ରେ ଭାରତୀୟମାନେ ୫୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଆଂଟିବାୟୋଟିକ ଖାଇଛନ୍ତି । ଆଜିଥ୍ରୋମାଇସିନକୁ…

ରାହୁଲଙ୍କୁ ସହାୟକ ହେବ କି ଭାରତ ଯୋଡୋ ଯାତ୍ରା ?

କନ୍ୟାକୁମାରୀ: ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା  । କନ୍ୟାକୁମାରୀଠାରୁ ଏହି ଯାତ୍ରା ଆରମ୍ଭ କରି ବିଜେପି ଏବଂ କେନ୍ଦ୍ର ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧୀ । କହିଛନ୍ତି ବିଜେପି ବିରୋଧୀଙ୍କୁ ଡରାଉଛି ।  ଧର୍ମ ଏବଂ ଭାଷା ଆଧାରରେ ଦେଶକୁ ବାଣ୍ଟିବାକୁ…