Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

ଚାନ୍ଦବାଲିରୁୁ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଧଳା ଜହର ଜବତ

ଭଦ୍ରକ: ଚାନ୍ଦବାଲି ରୋଡରୁ ଆଜି ଏସଟିଏଫ୍ ପ୍ରାୟ ୧ କିଲୋ ୧୪୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଯ।।ହାର ଆନୁମାନିକ ମୂଲ୍ୟ ଏକ କୋଟି ୧୪ ଲକ୍ଷ ଟଙ୍କା ହେବ । ଏଥି ସହ ଜଣେ ଅଭିଯୁକ୍ତ ମୀର୍ ମିନାଜକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ମୀର୍ ଦୀର୍ଘ ଦିନ ହେବ ଚାନ୍ଦବାଲି ଅଂଚଳରେ…

ଓଲଟିଲା ଗୋରୁ ବୋଝେଇ ଭ୍ୟାନ: ୫ ଗୋରୁ ମୃତ, ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକ

ଭଦକ୍ର: ଓଲଟିଲା ଗରୁ ବୋଝେଇ ଭ୍ୟାନ୍ । ଭଦ୍ରକ ଜିଲା ଭଦ୍ରକ -ଧାମନଗର ରାସ୍ତାର ଭଣ୍ଡାରୀପଦି ଛକରେ ଆଜି ସକାଳେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଓଲଟି ପଡିଛି । ଏଥିରେ ୫ ଗୋରୁଙ୍କ ମୃତ୍ୟୁ ହୋଇଛି । ବେଆଇନ୍ ଗୋ-ଚାଲାଣ ବେଳେ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭ୍ୟାନ ଓଲଟି ପଡ଼ିବାରୁ…

ଗଳା କାଟି ବୀଭତ୍ସ ହତ୍ୟା, ମହିଳାଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ବୀଭତ୍ସ ଓ ଅମାନୁଷିକ ହତ୍ୟାକାଣ୍ଡ । ଗଳା କାଟି ମହିଳାଙ୍କୁ ନିର୍ମମ ହତ୍ୟା । ବାଉଶ ବୁଦା ମୂଳରେ ବେକ କଟା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡରୀପୋଖରୀ ଥାନା ନୂଆପୋଖରୀ ଗାଁରେ । ମୃତକଙ୍କ ନାଁ ରାଧାରାଣୀ ମହାନ୍ତି ।…

ଚାନ୍ଦବାଲିରେ ନିଆଁ ଲାଗି ତିନିଟି ଗୋଦାମ ଛାରଖାର

ଭଦ୍ରକ: ଜଳି ଗଲା ତିନି ତିନିଟି ଗୋଦାମ ଘର । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଶାସ୍ତ୍ରୀଘାଟ ନିକଟରେ ଥିବା ୩ଟି ଗୋଦାମ ଜଳି ଛାରଖାର ହୋଇଯାଇଛି । ପାଖାପାଖି ୩୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ଚାନ୍ଦବାଲି…

ଭଦ୍ରକ ତିହିଡି ବଜାରରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଭଦ୍ରକ: ବିଳମ୍ବିତ ରାତିରେ ଲାଗିଲା ନିଆଁ । ଭଦ୍ରକ ତିହିଡି ବଜାରରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୧୦ରୁ ଅଧିକ ଦୋକାନ ଘର ଜଳି ପୋଡ଼ି ଛାରଖାର ହୋଇଛି । ପୋଡ଼ି ପାଉଁଶ ହୋଇଯାଇଛି ଲକ୍ଷାଧିକ ଟଙ୍କାର ଆସବାବପତ୍ର । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସପି

ଭଦ୍ରକ: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସପି ଚରଣ ସିଂ ମୀନ । ଏସପିଙ୍କ ଗାଡିକୁ ପିଟିଲା ଏକ ଟ୍ରକ । ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ଏଥିରେ ଏସପିଙ୍କର କୌଣସି କ୍ଷତି ହୋଇ ନାହିଁ । ତେବେ ତାଙ୍କ କାର ଭାଙ୍ଗିରୁଜି…

ରାତିରେ ଘରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ସମ୍ପୂର୍ଣ୍ଣ ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଛାରଖାର ହୋଇଛି । ଭଦ୍ରକ ସହରାଞ୍ଚ ୨୦ନମ୍ୱର ଓ୍ୱାର୍ଡର ଶଙ୍କରପୁର ଏହି ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ହଠାତ୍‌ ହାଜର ବିବିଙ୍କର ଘରେ ନିଆଁ ଲାଗିଥିଲା । ନିଆଁ ଚାହୁଁ ଚାହୁଁ ୩…

ଆଈକୁ ହେମଦସ୍ତା ପୁଆରେ ପିଟି ପିଟି ମାରି ଦେଲା ନାତୁଣୀ

ଭଦ୍ରକ: ସାମାନ୍ୟ ଝଗଡ଼ାରୁ ଜଘନ୍ୟ ହତ୍ୟାକାଣ୍ଡ । ଆଈକୁ ହେମଦସ୍ତା ପୁଆରେ ଛେଚି ମାରଦେଲା ନାବାଳିକା ନାତୁଣୀ । ଏଭଳି ଅଭାବନୀୟ ଓ ଚାଞ୍ଚଲ୍ୟକର ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ । ମୃତକ ହେଲେ ଗାଁର ଶଶୀ ଦାସ । ପୋଲିସ ନାବାଳିକାଙ୍କୁ ଅଟକ ରଖିବା ସହ…

୭୦୦୦ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ରାଜସ୍ୱ ନିରୀକ୍ଷକ

ଚାନ୍ଦବାଲି: ରାଜସ୍ୱ ନିରୀକ୍ଷକଙ୍କୁ(ଆରଆଇ) ଲାଞ୍ଚ ନେବା ମହଙ୍ଗା ପଡ଼ିଲା । ଭିଜିଲାନ୍ସ ହାତରେ ଧରାପଡ଼ିଲେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ କଇଥକୋଲାର ଆରଆଇ କୃଷ୍ଣଚନ୍ଦ୍ର ଦାସ ୭ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କରିଛି ଭିଜିଲାନ୍ସ । କଇଥଖୋଲା ଗାଁର ସତ୍ୟବ୍ରତ ମାଇତିଙ୍କଠାରୁ ସେ…

୬୦ଲକ୍ଷ ଅନଲାଇନ ଠକେଇ, ଭଦ୍ରକରୁ ଗିରଫ ଯୁବକଙ୍କୁ ରିମାଣ୍ଡରେ ନେବ ଦିଲ୍ଲୀ ପୋଲିସ

ଭଦ୍ରକ: ଅନଲାଇରେ ଠକେଇ । ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଭଦ୍ରକ ଜିଲ୍ଲାରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ୬୦ ଲକ୍ଷ ଟଙ୍କାର ଅନଲାଇନ୍ ଠକେଇ ଅଭିଯୋଗରେ ସଂପୃକ୍ତ ଯୁବକଙ୍କୁ ରିମାଣ୍ଡରେ ନେବ ଦିଲ୍ଲୀ ପୋଲିସ । ଏଥିପାଇଁ ଦିଲ୍ଲୀ ପୋଲିସ ଟିମ୍ ଭଦ୍ରକରେ ପହଞ୍ଚିଛି । ଗିରଫ ଯୁବକଙ୍କ ନାଁ…