Latest Odisha News

BREAKING NEWS

Browsing Category

ସହର

City

ଜୟନାରାୟଣ ହାଜିର ହୋ ! ୨୦୧୮ ଦିଲେଶ୍ୱର ହତ୍ୟା ମାମଲାରେ ବ୍ୟକ୍ତିଗତ ହାଜର ପାଇଁ କୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର : ପ୍ରାୟତଃ ନିଜ ଆଚରଣ ଓ ଉଚ୍ଚାରଣ ପାଇଁ ବିବାଦରେ ରହୁଥିବା ବିଜେପି ବିଧାୟକ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପାଇଁ ପୁଣି ଅଡୁଆ ବଢିଛି । ୨୦୧୮ ମସିହାର ବହୁ ଚର୍ଚ୍ଚିତ ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ହାଜର ପାଇଁ ଜୟନାରାୟଣଙ୍କୁ ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍ କୋର୍ଟ ନୋଟିସ୍…

ଗାଁରେ ବୁଲୁଛି ବାଘ: ଲୋକେ ଛାନିଆ

ବଲାଙ୍ଗୀର: ଗାଁରେ ବୁଲୁଛି ବାଘ । କେତେବେଳେ ରାସ୍ତା ଉପରେ ତ କେତେବେଳେ ପାଚେରୀ ଉପରେ । ଭୟରେ ଲୋକ ଘରୁ ବାହାରୁ ନାହାନ୍ତି । ବିଶେଷ କରି ସନ୍ଧ୍ୟା ହେଲେ ପଡି ଯାଉଛି ତାଟିକବାଟ । ଏ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରକୁ ଲାଗି ଥିବା କୁର୍ଲି ଗାଁରେ  । ଗାଁରେ…

ପୁରୀରେ ପାଳିତ ହେଲା ଜନ ନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ

ପୁରୀ: ପ୍ରବାଦ ପୁରୁଷ ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଅବସରରେ ପୁରୀ ବିଜୁ ଜନତା ଦଳ ତରଫରୁ ୪ ଶହ ବିଜେଡ଼ି କର୍ମୀଙ୍କୁ ନେଇ ୫ କିମି ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲିକୁ ପ୍ରାକ୍ତନ ବାଚସ୍ପତି  ମହେଶ୍ୱର ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ…

ବର୍ଣ୍ଣାଢ଼୍ୟ ପରିବେଶରେ ଆରମ୍ଭ ହେଲା ମହିଳା ପ୍ରିମିୟର ଲିଗ କ୍ରିକେଟ

ମୁମ୍ବାଇ: ସ୍ଥାନୀୟ ଡିୱାଇ ପାଟିଲ ଷ୍ଟାଡିୟମରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ମହିଳା ପ୍ରିମିୟର ଲିଗର ଉଦଘାଟନୀ ସଂସ୍କରଣ ଆରମ୍ଭ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କିଆରା ଆଡଭାନୀ ଓ କ୍ରିତି ସାନନ ଚମତ୍କାର ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମୋହିଥିଲେ ।…

ବିଜେପି ଯୁବ ମୋର୍ଚ୍ଚା ଘେରାଉ କଲେ ପୁରୀ ଏସପି ଅଫିସ

ପୁରୀ: ବିଧାନସଭା ଘେରାଉ ବେଳେ ପୋଲିସ ପକ୍ଷରୁ ଆକ୍ରମଣ କରାଯିବାକୁ ବିରୋଧ କରି ବିଜେପି ପକ୍ଷରୁ ସମସ୍ତ ଜିଲ୍ଲାର ଏସପି ଅଫିସ ଘେରାଉ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଯୁବ ମୋର୍ଚ୍ଚା ସଭାପତି ଇରାସିଶ ଆଚାର୍ଯ୍ୟଙ୍କ ସମେତ ୨୪ଜଣଙ୍କୁ ଗିରଫ କରାଯିବା ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା…

ଆଇଏସଏଲରେ ଛେତ୍ରୀଙ୍କ ଗୋଲକୁ ନେଇ ବିବାଦ, ପଡିଆ ଛାଡିଲା କେରଳ ବ୍ଲାଷ୍ଟର୍ସ ଟିମ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ସୁପର ଲିଗ ଫୁଟବଲରେ ସୁନୀଲ ଛେତ୍ରୀଙ୍କ ଏକ ଗୋଲକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି କେରଳ ବ୍ଲାଷ୍ଟର୍ସ ଟିମ ପଡିଆ ଛାଡି ପଳାଇ ଯାଇଥିଲେ । ରିପୋର୍ଟ ମୁତାବକ ବାଙ୍ଗାଲୋର ଏଫସି ଓ କେରଳ ମଧ୍ୟରେ ପ୍ଲେ ଅଫର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

ଭାରତର ଲଜ୍ଜାଜନକ ପରାଜୟ

ଇନ୍ଦୋର: ଏଠାରେ ଅନୁଷ୍ଠିତ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ୯ ୱିକେଟରେ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । କ୍ରମାଗତ ୨ଟି ଟେଷ୍ଟ ହାରିବା ପରେ କଙ୍ଗାରୁ ଟିମ ସିରିଜରେ ସଫଳ ପ୍ରତ୍ୟାବର୍ତନ କରିଛନ୍ତି । ସିରିଜର ଅନ୍ତିମ ମ୍ୟାଚ ଅହମ୍ମଦାବାଦରେ ମାର୍ଚ୍ଚ ୯ରୁ ଖେଳାଯିବ ।…

କନଷ୍ଟେବଳ ପରୀକ୍ଷାର ନକଲି ପ୍ରଶ୍ନପତ୍ର ଭାଇରାଲ ଘଟଣା: ସାମ୍ବାଦିକ, ଯୁବକଙ୍କ ନାଁରେ ମାମଲା

ବ୍ରହ୍ମପୁର: ପୋଲିସ କନଷ୍ଟେବଳ ଲିଖିତ ପରୀକ୍ଷା ବେଳେ ନକଲି ପ୍ରଶ୍ନପତ୍ର ଭାଇରାଲ କରିଥିବା ଦୁଇ ଯୁବକଙ୍କ ନାଁରେ ବ୍ରହ୍ମପୁର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନାରେ ମାମଲା ରୁଜୁ ହୋଇଛି। ବ୍ରହ୍ମପୁର ଟାଉନ ଥାନାର ଏସଆଇ ରାଜକିଶୋର ପାତ୍ରଙ୍କ ଏତଲାକୁ ଭିତ୍ତି କରି ଦୁଇ ଯୁବକଙ୍କ ନାଁରେ…

ଆଣ୍ଠୁ ସମସ୍ୟାକୁ ନେଇ ଚିନ୍ତିତ କି ? ଆମ୍ରି ହସ୍ପିଟାଲରେ କମ୍ ଖର୍ଚ୍ଚରେ ହେଉଛି ଅତ୍ୟାଧୁନିକ ଚିକିତ୍ସା

ଭୁବନେଶ୍ୱର: ଆଣ୍ଠୁ ଯନ୍ତ୍ରଣା ହେଉ କି ଆଉ କିଛି ସମସ୍ୟା । ଆଣ୍ଠୁରେ କିଛି ବି ସମସ୍ୟା ହେଲେ ବସିବା ଉଠିବା କଷ୍ଟକର ହୋଇ ପଡ଼େ । ଏମିତି ଲାଗେ ଯେମିତି ଆଉ କିଛି କରି ହେବନି । ଆଣ୍ଠୁ ଯନ୍ତ୍ରଣା ଓ ଆଣ୍ଠୁ ଜନିତ ଅନ୍ୟ ସମସ୍ୟାକୁ ନେଇ ଯଦି ଆପଣ ବିବ୍ରତ ହୋଇ ପଡ଼ିଛନ୍ତି ତେବେ ଏବେ ସେ ଚିନ୍ତା…

ବିଜେଡ଼ି ଲିଗାଲ୍ ଫ୍ରଣ୍ଟ ପଦାଧିକାରୀ ତାଲିକାରେ ମୃତ ଆଇନଜୀବୀ

ବ୍ରହ୍ମପୁର: ବିଜୁ ଜନତା ଦଳ ଲିଗାଲ୍ ଫ୍ରଣ୍ଟର ପୁନର୍ଗଠିତ ହୋଇଛି । ଏଥିରେ ୫୧ଜଣ କର୍ମକର୍ତା ଅଛନ୍ତି । ଶନିବାର ଏନେଇ ଦଳ ତରଫରୁ ପଦାଧିକାରୀଙ୍କ ନାମ ଘୋଷଣା ହୋଇଥିଲା । ଏଥିରେ ୩୩ଟି ସାଂଗଠନିକ ଜିଲା ପାଇଁ ସଭାପତିଙ୍କ ନାମ ମଧ୍ୟ ରହିଛି । ତେବେ ତାଲିକାରେ ଜଣେ ମୃତ ଆଇନଜୀବୀଙ୍କ ନାମ…