Latest Odisha News
Browsing Category

ରାୟଗଡ଼ା

Rayagada

ଥମୁନି ବେଆଇନ ଗଞ୍ଜେଇ ଚୋରାଚାଲାଣ: ରାୟଗଡାରୁ ୮୦ କେଜି ଗଞ୍ଜେଇ ଜବତ, ୭ ଗିରଫ

ମୁନିଗୁଡା: ରାୟଗଡା ପୋଲିସକୁ ବଡ ସଫଳତା ମିଳିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ପାଖାପାଖି ୮୦ କେଜି ଗଞ୍ଜେଇ ଜବତ କରିଛି ରାୟଗଡା ପୋଲିସ । ଘଟଣାରେ ୭ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଚନ୍ଦ୍ରପୁର ଅଞ୍ଚଳରୁ ରାୟପୁରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ  ମୁନିଗୁଡା ପୋଲିସ…

କଲବଲ କରୁଛି ଅଧାପନ୍ତରିଆ ରାସ୍ତାକାମ, କେବେ ସରିବ ଉଠିଲା ପ୍ରଶ୍ନ

ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ଥିବା ଗାଁ ଗୁଡିକୁ ଉତ୍ତମ ରାସ୍ତାଘାଟର ସୁବିଧା ଲାଗି ସରକାର ମାଳ ମାଳ ଯୋଜନା କରୁଛନ୍ତି  । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି  । ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ଓ ପୋଲ…

ମୁନିଗୁଡାରେ ଲାଲ ଆତଙ୍କ; ପୋଷ୍ଟର ଓ ବ୍ୟାନର ମାରି ୩ ବିଜେଡି ନେତା ଓ ମନ୍ତ୍ରୀଙ୍କୁ ଦେଲେ ଖୋଲା ଧମକ

ମୁନିଗୁଡା: ରାୟଗଡା ଜିଲ୍ଲା ମୁନିଗୁଡା ଥାନା ରାମନାକୁପୁଲି ଛକରେ ମାଓ ବ୍ୟାନର ଓ ପୋଷ୍ଟର ଠାବ ହୋଇଛି । ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ତରଫରୁ ଏହି ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି । କାଶିପୁର ବ୍ଲକର ସୁଙ୍ଗର ପଞ୍ଚାୟତରେ ୨୧ ଜଣଙ୍କୁ ପୋଲିସ ଗିରଫଦାରୀକୁ ନେଇ ମାଓବାଦୀ…

ଭିଜିଲାନ୍ସ ପଞ୍ଝାରେ ରାୟଗଡା ଡିଏଫଓ , ଘର ସମେତ ୭ଟି ସ୍ଥାନରେ ରେଡ୍

ରାୟଗଡା: ଭିଜିଲାନ୍ସ ଜାଲରେ ରାୟଗଡା ଡିଏଫଓ  । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଏଫଓ ବିଜୟ କୁମାର ପରିଡାଙ୍କ ଘରେ ଚଢାଉ କରାଯାଉଛି । ଭୁବନେଶ୍ବର ଓ ରାୟଗଡା ସମେତ ଏକକାଳୀନ ୭ଟି ସ୍ଥାନରେ ରେଡ ଚାଲିଛି  । ଏହି ଚଢାଉରେ ଭିଜିଲାନ୍ସର ୫ଟି ଟିମ୍ ସାମିଲ ରହିଛନ୍ତି । ଭିଜିଲାନ୍ସ…

ଅପହଞ୍ଚ ଇଲାକାରେ ଆଶାର କିରଣ ଆଶାଦିଦି, ଯାହାର ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବଢିଲା ନଦୀର ସୁଅ

ରାୟଗଡା: ଅପହଞ୍ଚ ଇଲାକାରେ ଆଶାର କିରଣ ସାଜିଛନ୍ତି ଆଶା ଦିଦି ସଞ୍ଜିତା ନାଏକ । ବିପଦ ସଙ୍କୁଳ ଅବସ୍ତାରେ ନଦୀ ପାର ହୋଇ ଲୋକମାନଙ୍କୁ ସଚେତନ କରାଉଛନ୍ତି । ସଞ୍ଜିତାଙ୍କର ନିଜର ଘର ସଂସାର ଥିଲେ ମଧ୍ୟ ସେ ନିଜର କର୍ମକୁ ହିଁ ତାଙ୍କର ସଂସାର ଭାବନ୍ତି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ…

ଦ୍ୱିତୀୟ ଗରିବ ଜିଲ୍ଲା ରାୟଗଡ଼ା: ନିତି ଆୟୋଗ ରିପୋର୍ଟ

ରାୟଗଡା: ଏଠି ସରକାରଙ୍କ ଯୋଜାନରେ ମେଣ୍ଟୁନି ପେଟର ଭୋକ, ରାୟଗଡା ଭଳି ମାଳଭୂଇଁରୁ ଶୁଣାଯାଉଛି ହା-ଅର୍ଣ୍ଣର ଚିତ୍କାର । ଦାରିଦ୍ର ଦୂର କରିବା ପାଇଁ ଯୋଜାନାର ଅଭାବ ନାହିଁ  ତଥାପି ଜିଲ୍ଲାରେ  ଦାରିଦ୍ର‌୍ୟର ହାର ୩୪.୦୩ ପ୍ରତିଶତ ବୋଲି ଚଳିତ ବର୍ଷର  ନିତି ଆୟୋଗର ରିପୋର୍ଟ ସ୍ପଷ୍ଟ କରିଛି ।…

ପରିଚୟ ହଜାଉଛି ପାହାଡ଼ି ସିତାଫଳ, ଉଚିତ ମୂଲ୍ୟ ପାଉନଥିବାରୁ ହତାଶ ହେଉଛନ୍ତି ଆଦିବାସୀ

ରାୟଗଡା: ବଡ ବଡ ସହରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ରାୟଗଡାର ପାହାଡି ସୀତାଫଳ । କଲିକତା, ବିଶାଖାପାଟଣା, ବେଙ୍ଗାଲୁରୁ ଓ ଚେନ୍ନାଇ ଭଳି ବଡ ବଡ ସହରରେ ଏହି ସୁସ୍ବାଦ ଫଳରୁ ଖୁବ୍ ଚାହିଦା ରହିଛି । ପ୍ରତିବର୍ଷ ଏହିଠାରୁ କ୍ବିଣ୍ଟାର କ୍ବିଣ୍ଟାଲ ସୀତାଫଳ ରାଜ୍ୟ ତଥା ରାଜ୍ୟ ବାହାରକୁ…

ବିଦ୍ୟୁତ ଆଘାତରେ ବସ ହେଲ୍ପରଙ୍କ ମୃତ୍ୟୁ; ବଞ୍ଚିଗଲେ ୨୦ ଯାତ୍ରୀ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ବସଷ୍ଟାଣ୍ଡ ଠାରେ ଏକ ଅବାଭନୀୟ ଘଟଣା ଘଟିଛି । ବସରୁ ଲୁହା ପାଇପ କାଢ଼ିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂଶ୍ପର୍ସରେ ଆସି ବସ ହେଲ୍ପରଙ୍କ ମୃତ୍ୟୁ ଘଟିଛି । ବସରେ ଥିବା ସମସ୍ତ ୨୦ ଯାତ୍ରୀଙ୍କୁ ସାମାନ୍ୟ ବିଦ୍ୟୁତ ଝଟକା…

ଲଗାଣ ବର୍ଷାରେ ଶତାୟୁ ବରଗଛ ଭାଙ୍ଗି ୧୨ ଘଣ୍ଟା ରାସ୍ତା ବନ୍ଦ; ଅଟକିଲା ଆମ୍ବୁଲାନ୍ସ

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ମୁନିଗୁଡ଼ା-ବାଲିଗୁଡ଼ା ରାସ୍ତା ଅବରୋଧ ଯୋଗୁଁ ଆମ୍ବୁଲାନ୍ସ ଅଟକିବାକୁ ପଡ଼ିଥିଲା। ହୁକୁମାତୋଳା ଛକରୁ ଶହେ ମିଟର ଆଗକୁ ଏକ ବିଶାଳ ବରଗଛ ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଥିଲା । ଆକାର ବିଶାଳ ଯୋଗୁଁ ସଂପୂର୍ଣ୍ଣ ରାସ୍ତା ଅବରୋଧ…

ପୁଞ୍ଜାପାଇ ଭରା ନଈରୁ ଉଦ୍ଧାର ହେଲେ ମା’ ଓ ପୁଅ

ରାୟଗଡ଼ା : ଲଗାଣ ବର୍ଷା । ଉଛୁଳା ନଈ। ଆଉ ସେହି ଉଛୁଳା ଭରା ନଈ ମଝିରେ ଫସିଯାଇଛନ୍ତି ମାଆ -ପୁଅ। ଏମିତି ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଥିଲା ରାୟଗଡ଼ା କୁମ୍ବିକୋଟା ପୁଞ୍ଜାପାଇ ଗାଁରେ। ଗାଁରେ ରାସ୍ତା ସମସ୍ୟା। କିଛି କାମ ପାଇଁ ଗଲେ ନଦୀ ଏକମାତ୍ର ଭରସା। ଗାଁର ନନ୍ଦିନୀ କାଡ୍ରାକା…