Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଗାଡ଼ିରେ ଇନ୍ଧନ ଭରୁଛି ରୋବଟ୍‌

ସମୟ ବଦଳିବା ସହିତ କାରିଗରୀ ଜ୍ଞାନକୌଶଳରେ ମଣିଷ ବେଶ୍ ଆଗକୁ ଯାଇଛି । ନୂଆ ନୂଆ ପଦ୍ଧତି ଆଧାରରେ ବିଜ୍ଞାନ ଆଗକୁ ଆଗଉଛି । ମୋଟ ଉପରେ ମଣିଷର ବିକଳ୍ପ ସାଜୁଛି ମେସିନ । କାମ ଯେତେ କଷ୍ଟକର ହେଉ ନା କାହିଁକି ମଣିଷ ତିଆରି ମେସିନ ଏବେ ତାକୁ ଖୁବ୍ ସହଜରେ ସମ୍ପାଦନା କରି ପାରୁଛି । ମଣିଷ ତିଆରି…

କୁକୁରଙ୍କ ଶବରେ ବସିଯାଇଛି ପରସ୍ତେ ଚଟାଣ; ଖାଇବାକୁ ନ ଦେଇ ଭୋକରେ ମାରିଛି ୧୦୦୦ କୁକୁର, ଅଭିଯୁକ୍ତକୁ ବାନ୍ଦିଲା…

ସିଓଲ: ପଶୁ ପାଲଟିଗଲା ମଣିଷ। ଭୋକ ଓପାସରେ ରଖି ମାରିଦେଲା ନେଇଗଲା ହାଜାରେ କୁକୁରଙ୍କ ଜୀବନ। ଏଭଳି ଅଶ୍ଚର୍ଯ୍ୟକର ଘଟଣା ଘଟିଛି ଦକ୍ଷିଣ କୋରିଆର ଗ୍ୟୋଙ୍ଗୀ ରାଜ୍ୟର ୟାଙ୍ଗପ୍ୟୋଙ୍ଗ ଠାରେ। ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଏଭଳି ଅମାନୁଷିକ କାଣ୍ଡ ଘଟାଇଛନ୍ତି। ଦକ୍ଷିଣ କୋରିଆରେ ବିଭିନ୍ନ…

ସଫଳ ହେଲା ବୁମରାହଙ୍କ ପିଠି ସର୍ଜରୀ

ନୂଆଦିଲ୍ଲୀ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ପିଠିର ସର୍ଜରୀ ସଫଳ ହୋଇଛି । ନ୍ୟୁଜିଲାଣ୍ଡରେ ଏହି ଷ୍ଟାର କ୍ରିକେଟରଙ୍କ ଅପରେଶନ କରାଯାଇଥିଲା । ସେ ଏବେ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ସେଠାରେ ରହିବେ । ୬ ମାସ ମଧ୍ୟରେ ସେ ସୁସ୍ଥ ହୋଇଯିବେ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଥିବା…

ସ୍ପାଇଡ଼ର ଘଉଡ଼ାନ୍ତୁ, ଟଙ୍କା କମାନ୍ତୁ : ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ଆଶ୍ଚର୍ଯ୍ୟଜନକ ଅଫର

ଅଧିକାଂଶ ଲୋକ ସ୍ପାଇଡରକୁ ଦେଖିଲେ ଭୟ କରନ୍ତି । ଏହାକୁ ଘରୁ ଘଉଡ଼ାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । କିନ୍ତୁ ଜଣେ ମହିଳା ତାଙ୍କ ଘରୁ ସ୍ପାଇଡ଼ରକୁ ଘଉଡ଼ାଇବା ପାଇଁ ସୋସିଆଲ ମିଡ଼ିଆର ସହାୟତା ନେଇଛନ୍ତି । ଏଥିଲାଗି ସେ ସୋସିଆଲ ମିଡ଼ିଆରେ ଏକ ବିଜ୍ଞାପନ ଦେଇଛନ୍ତି । ତାହା ହେଲା…

ସହୀଦଙ୍କ ପ୍ରତି ସମ୍ମାନ : ଶରୀରରେ ଟାଟୁ କଲେ କାରଗିଲ ସହୀଦଙ୍କ ନାମ

ସହୀଦଙ୍କ ପ୍ରତି ଜଣେ ଯୁବକଙ୍କ ସମ୍ନାନକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ଯୁବକ ଜଣକ ନିଜ ଶରୀରରେ କାରିଗଲ ସହୀଦଙ୍କ ନାମ ଓ ଫଟୋକୁ ଟାଟୁ କରିଛନ୍ତି । କେବଳ ସେତିକି ନୁହେଁ, ଦେଶର ସାହସୀ ଯୋଦ୍ଧାମାନଙ୍କ ଚିତ୍ର ମଧ୍ୟ ଟାଟୁ ଦ୍ୱାରା ଉତ୍ତାରିଛନ୍ତି । ଯୁବକଙ୍କ ଏପରି କାର୍ଯ୍ୟ ପାଇଁ ତାଙ୍କ…

ଛୁଟି ନ ମିଳିଲେ ପତ୍ନୀଙ୍କ ସହ ଖରାପ ହୋଇଯିବ ସମ୍ପର୍କ, ଅଧିକାରୀଙ୍କୁ ଚିଠି ଲେଖିଲେ କନେଷ୍ଟବଳ

ଜୟପୁର: 'ବାହାଘରକୁ ୩ ମାସ ଚାଲିଛି । ଆଉ ପରମ୍ପରା ମୁତାବକ ବିବାହର ପ୍ରଥମ ବର୍ଷ ହୋଲି ଶ୍ୱଶୁରଘରେ ପାଳନ କରିବା ଉଚିତ । ତେଣୁ ଏହି ବର୍ଷ ହୋଲି ଶ୍ୱଶୁରଘରେ ପାଳନ କରିବାକୁ ଦିଆଯାଉ । ଏଭଳି ନ କଲେ ପାରିବାରିକ ସମସ୍ୟା ହୋଇପାରେ । ଆଉ ଭବିଷ୍ୟତରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ…

ଆପ ଅଭିଯୋଗକୁ ଖଣ୍ଡନ କଲା ତିହାର ଜେଲ ପ୍ରଶାସନ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇଛନ୍ତି । ତାଙ୍କୁ ଏବେ ତିହାର ଜେଲରେ ରଖାଯାଇଛି । ତେବେ ଆମ ଆଦମୀ ପାର୍ଟିର ସୌରଭ ଭରଦ୍ୱାଜ କୁଖ୍ୟାତ ଅପରାଧୀଙ୍କ ଗହଣରେ ମନୀଷଙ୍କୁ ଜାଣି ଶୁଣି ରଖାଯାଇଛି ବୋଲି ମାରାତ୍ମକ ଅଭିଯୋଗ କରିଥିଲେ । ଜେଲ…

ଚୀନ ବିଦେଶ ମନ୍ତ୍ରୀଙ୍କ ଖୋଲାଖୋଲି ଘୋଷଣା: ରୁଷ-ଚାଇନା ସମ୍ପର୍କ ଆହୁରି ମଜବୁତ ହେବ

ବେଜିଂ:ରୁଷ ସହ ଚୀନର ବନ୍ଧୁତା ଆହୁରି ନିବିଡ ହେବ । ଆମେରିକା ଚାହିଁଲେ ବି ଏହାକୁ ଅଟକାଇ ପାରିବନି । ଏପରିକି ଆମେରିକାର କୌଣସି ଚାପ କାମ କରିବ ନାହିଁ ବୋଲି ଚୀନ ବିଦେଶ ମନ୍ତ୍ରୀ କିନ ଗାଙ୍ଗ ଦୃଢତାର ସହ କହିଛନ୍ତି । ଆମେରିକା ଉପରେ କଡା ପ୍ରତିକ୍ରିୟା ରଖି କିନ ଗାଙ୍ଗ…

‘କୁଖ୍ୟାତ କଏଦୀଙ୍କ ସହ ସିସୋଦିଆ’, ଜେଲରେ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଥିବା ‘ଆପ୍’ର ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ନେଇ ରାଜନୀତି ଥମୁନି । ଆମ୍ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ୱାଜ କହିଛନ୍ତି, କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ପାଇଁ ଆଜି ଜେଲରେ ମନୀଷ ସିସୋଦିଆ । ତାଙ୍କୁ ଷଡ଼ଯନ୍ତ୍ର କରି ତିହାରର ୧ ନମ୍ବର ଜେଲରେ…

ରାତିରେ ନଶୋଇଲେ ମସ୍ତିଷ୍କ ୧ରୁ୨ ବର୍ଷ ବୁଢା ହୋଇଯାଏ…

ନୂଆଦିଲ୍ଲୀ : ଜୀବନରେ ନିଦର ମହତ୍ତ୍ୱ ଟିକିଏ ଅଧିକା । ଶରୀରକୁ ସୁସ୍ଥ ରଖିବା ସହିତ ମାନସିକ ଭାବେ ସୁସ୍ଥ ରହିବା ପାଇଁ ନିଦର ଆବଶ୍ୟକତା ରହିଛି । ଡ଼ାକ୍ତରଙ୍କ ମତ ଅନୁଯାୟୀ ନିୟମିତ ଭାବେ ଜଣେ ଲୋକ ୭ରୁ ୮ ଘଣ୍ଟା ଶୋଇବା ନିହାତି ଜରୁରୀ । କାମର ଚାପ ହେଉ କି ଆଜିକାଲିର ଜୀବନଚର୍ଯ୍ୟା ଅନେକଙ୍କୁ…