Latest Odisha News

BREAKING NEWS

Browsing Category

ରାଜସ୍ଥାନ

Rajasthan

ସମୂହ ଆତ୍ମହତ୍ୟା: ତିନି ଭାଇଙ୍କୁ ବିବାହ କରିଥିଲେ ତିନି ଭଉଣୀ

ଭୁବନେଶ୍ୱର: ରାଜସ୍ଥାନର ଜୟପୁରରେ ତିନି ଭାଇଙ୍କୁ ଏକାଠି ବିବାହ କରିଥିବା ତିନି ଭଉଣୀ ଯୌତୁକ ନିର୍ଯାତନା ପାଇଁ ଆତ୍ମହତ୍ୟା କରିଛନ୍ତି । ସମସ୍ତ ତିନି ଭଉଣୀ ଏବଂ ତାଙ୍କର ଦୁଇ ଶିଶୁଙ୍କ ସହ କୂଅକୁ ଡେଇଁ ପଡ଼ିଛନ୍ତି କଲୁ, କମଲେଶ ଏବଂ ମମତା ମୀନା । କିଛି ବର୍ଷ ହେବ ତିନି ଭଉଣୀଙ୍କୁ ଶାଶୁ…

କୂଅ ଭିତରୁ ୫ ମୃତ ଦେହ ଉଦ୍ଧାର, ମୃତକଙ୍କ ମଧ୍ୟରେ ୩ ଭଉଣୀ ଓ ଦୁଇ ଛୋଟ ଛୁଆ

ଜୟପୁର:ଗୋଟିଏ କୂଅରୁ ୩ ଭଉଣୀ ଓ ୨ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ତିନି ଜଣ ମହିଳା ସମ୍ପର୍କରେ ଭଉଣୀ । ଗୋଟିଏ ଘରୁ ତିନି ଜଣ ବିବାହ କରିଥିଲେ। ସ୍ୱାମୀଙ୍କ ଦ୍ୱାରା ନିର୍ଯାତନାର ଶିକାର ଏବଂ ଯୌତୁକ ପାଇଁ ଏହି ତିନି ମହିଳା…

ଗୋଟିଏ ପରିବାରରୁ ଦୁଇଟି ଟିକେଟ୍ ପାଇଁ ସର୍ତ୍ତ ଲାଗୁ କଲା କଂଗ୍ରେସ

ନୂଆଦିଲ୍ଲୀ: ଗୋଟିଏ ପରିବାର ଗୋଟିଏ ଟିକେଟ । ଉଦୟପୁରରରେ ଚାଲିଥିବା ଚିନ୍ତନ ଶିବିରରେ କଂଗ୍ରେସ ଏପରି ନିଷ୍ପତ୍ତି ନେଇଛି । ହେଲେ ସେହି ପରିବାରରୁ ଆଉ ଜଣେ ଟିକେଟ ପାଇବାକୁ ହେଲେ ସଂପୃକ୍ତ ଆଶାୟୀ ଦଳ ପାଇଁ ଅନୂନ୍ୟ 5 ବର୍ଷ କାମ କରିଥିବେ ଏବଂ ଏହି ଅବଧି ମଧ୍ୟରେ ତାଙ୍କ କାମର ଚମତ୍କାର…

ଲେମ୍ବୁ କିଲୋ ୪୦୦: କିଏ ବିକ୍ରି କରୁଛି, କିଏ କିଣୁଛି ?

ଜୟପୁର: ଗ୍ରୀଷ୍ମ ପ୍ରବାହ ସହିତ ରାଜସ୍ଥାନରେ ଲେମ୍ବୁର ମୂଲ୍ୟ ଆକାଶକୁ ଛୁଇଁଛି । ଗତ ଦୁଇ ଦିନ ଧରି ରାଜସ୍ଥାନରେ କେଜି ପିଛା ୪୦୦ ଟଙ୍କା ମୂଲ୍ୟରେ ଲେମ୍ବୁ ବିକ୍ରି ହେଉଛି। ଦୋକାନରେ ଗୋଟିଏ ଗ୍ଲାସ୍ ଲେମ୍ବୁର ୨୦ ଟଙ୍କା ହୋଇଛି। ଗତ ସପ୍ତାହ ଯାଏ ଏଠାରେ ଲେମ୍ବୁର ମୂଲ୍ୟ କିଲୋ ପିଛା…

ଦ୍ୱିତୀୟ ବିବାହ କରିବେ ଆଇଏଏସ ଟିନା ଡାବି, କାହିଁକି ଏହି ଖବର ଖାସ ?

ଜୟପୁର: ୨୦୧୬ ବ୍ୟାଚର ୟୁପିଏସସି ଟପ୍ପର ଟିନା ଡାବି ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁୟାୟୀ, ଏପ୍ରିଲ ୨୨ ତାରିଖରେ ଜୟପୁରର ଏକ ଘରୋଇ ହୋଟେଲରେ ଟିନା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ୨୦୧୮ରେ ଟିନା ଡାବି ଅତହର ଖାନଙ୍କୁ ବିବାହ…

ନଦୀରେ ଖସିପଡ଼ିଲା କାର, ବର ସମେତ ୯ଜଣଙ୍କ ମୃତ୍ୟୁ

ଜୟପୁର: ରାଜସ୍ଥାନର କୋଟା ଅଞ୍ଚଳରେ ଅଭାବନୀୟ ଘଟଣା । ନଦୀକୁ ଖସିପଡ଼ିଲା ବରଯାତ୍ରୀ କାର୍ । ଏହି ଦୁର୍ଘଟଣାରେ ବର ସହିତ ୯ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅୁସାରେ, ବର ସହିତ ବରଯାତ୍ରୀମାନେ ଏକ କାରରେ ଯାଉଥିଲା । ସେହି ସମୟରେ ରାଜସ୍ଥାନ…

ନଦୀରେ ଖସି ପଡ଼ିଲା ବରଗାଡ଼ି, ବର ସମେତ ୯ ମୃତ

କୋଟା (ରାଜସ୍ଥାନ): ବିବାହ ପୂର୍ବରୁ ବାଟରେ ଦୁର୍ଘଟଣାର ଶିକାର ହେଲା ବରକୁ ନେଇ ଯାଉଥିବା ଗାଡ଼ି । ନଦୀ ଭିତରେ ଖସି ପଡ଼ିଲା । ଦୁର୍ଘଟଣାରେ ବର ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଓ ହୃଦୟବିଦାରକ ଘଟଣା ରାଜସ୍ଥାନର କୋଟାରେ ଘଟିଛି । କୋଟା ନୟାପୁରା ପୋଲିସ ଷ୍ଟେସନ ପରିସରରେ…

[ଭିଡିଓ] ସେନା ଦିବସରେ ପ୍ରଦର୍ଶିତ ବିଶ୍ୱର ସବୁଠୁ ବଡ ପତାକା

ଭୁବନେଶ୍ୱର: ଭାରତୀୟ ସେନା ପାଳୁଛି ୭୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଭାରତ-ପାକିସ୍ତାନ ବୋର୍ଡର ରାଜସ୍ଥାନର ଲୋଙ୍ଗୱାଲାରେ ପ୍ରଦର୍ଶିତ ହୋଇଛି ବିଶ୍ୱର ସବୁଠୁ ବଡ ଭାରତୀୟ ପତାକା । ଶତ ପ୍ରତିଶତ ଖଦୀରେ ପ୍ରସ୍ତୁତ ଏହି ଭାରତୀୟ ପତାକାର ଓଜନ୧୪୦୦ କି.ଗ୍ରା, ଲମ୍ବ ୨୨୫ ଫୁଟ୍ ଏବଂ ଓସାର…

ଭାରତରେ ପ୍ରଥମ ମୁଣ୍ଡନେଲା ଓମିକ୍ରନ , ମୃତକ ଜଣକ ଉଦୟପୁରର

ରାଜସ୍ଥାନ : ଭାରତରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ । ଗତ ସପ୍ତାହରେ ରାଜସ୍ଥାନର ଉଦୟପୁରରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ରିପୋର୍ଟ ଓମିକ୍ରନ ପଜିଟିଭ ଆସିଛି । ଏନେଇ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ମୃତ ୭୩ ବର୍ଷୀୟ ବ୍ୟକ୍ତିଙ୍କର କରୋନା…

କର୍ତ୍ତବ୍ୟନିଷ୍ଠ ମହିଳା ସ୍ୱାସ୍ଥ୍ୟକର୍ମୀ, ଓଟ ଚଢି ଦେଉଛନ୍ତି କୋଭିଡ୍ ଟିକା

ଭୁୁବନେଶ୍ୱର: କୋଭିଡ ମହାମାରୀରେ ସ୍ୱାସ୍ଥ୍ୟକର୍ମୀଙ୍କ ଅତୁଳନୀୟ ଅବଦାନକୁ ମାପିବା ତାଙ୍କ କର୍ତ୍ତବ୍ୟନିଷ୍ଠା ପ୍ରତି ପ୍ରଶ୍ନ ଉଠାଇବା ସଦୃଶ । ମାରାତ୍ମକ କରୋନା ଭାଇରସକୁ ଦୂରେଇବାରେ ଦିନରାତି ଏକ କରିଦେଇଥିଲା ସ୍ୱାସ୍ଥ୍ୟ ବିଭାଗ । ଭାକ୍ସିନେସନ୍ ସେଣ୍ଟରକୁ ବାଦ୍ ଦେଲେ ଘରେଘରେ…