Latest Odisha News

BREAKING NEWS

Browsing Category

ଫିଚର

ବଢୁଛି ଇମ୍ରାନ ଖାନଙ୍କ ଅସହାୟତା; ହାତ ଛାଡି ଦେଉଛନ୍ତି ବିଶ୍ୱସ୍ତ

ଇସଲାମବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ । ଗୋଟିଏ ପଟେ ଇମ୍ରାନ ଗିରଫଦାରୀରୁ ମୁକୁଳିବା ପାଇଁ କୋର୍ଟର ଚକ୍କର କାଟୁଛନ୍ତି । ଅନ୍ୟପଟେ ଜଣକ ପରେ ଜଣେ ବିଶ୍ୱସ୍ତ ତାଙ୍କ ହାତ ଛାଡିବାରେ ଲାଗିଛନ୍ତି । ଇମ୍ରାନଙ୍କୁ ସବୁଠାରୁ ବଡ ଝଟକା…

ମୃତ ବନ କର୍ମଚାରୀଙ୍କ ପରିବାରକୁ ଭେଟିଲେ ପିସିସିଏଫ ମୁଖ୍ୟ, କୋଟିଏ ଟଙ୍କାର କ୍ଷତିପୂରଣ ଦାବି

ବାରିପଦା: ଶିକାରି ଗୁଳିରେ ପ୍ରାଣ ହରାଇଥିବା ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପିସିସିଏଫ ବନ୍ୟପ୍ରାଣୀ ମୁଖ୍ୟ ସୁଶୀଲ କୁମାର ପୋପଲି। ଏଥିସହ ଅଧିକରୁ ଅଧିକ ଅନୁକମ୍ପା ରାଶି ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସ୍ୱର୍ଗତ ଵିମଳ ଜେନାଙ୍କ ପତ୍ନୀ ଲିପିନା…

ନୂଆ ସଂସଦ ଉଦଘାଟନରେ ଯୋଗ ଦେବ ବିଜେଡି, ନରସିଂହ କହିଲେ ‘ଭଉଣୀ ପ୍ରେମ’ ଗଲା କୁଆଡେ

ଭୁବନେଶ୍ୱର: ନୂଆ ସଂସଦ ଭବନ ଉଦଘାଟନରେ ବିଜେଡି ଯୋଗ ଦେବ ବୋଲି ସ୍ପଷ୍ଟ କରିବା ପରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କଟାକ୍ଷ କରିଛନ୍ତି। ଆଉ ଶାସକ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚାରିଛନ୍ତି ଏ ଭଉଣୀ ପ୍ରେମ ଗଲା କୁଆଡେ। ମେ ୨୮ରେ ନୂଆ ସଂସଦ ଭବନ…

ତେଜିଲା ନୂଆ ସଂସଦ ଭବନ ଉଦଘାଟନ ବିବାଦ; ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦଘାଟନ ଦିନ ଯେତେ ଯେତେ ପାଖେଇ ଆସୁଛି, ବିବାଦ ସେତେ ଘନଉଛି । ଉଦ୍‌ଘାଟନ ସମାରୋହକୁ ୧୯ ବିରୋଧୀ ଦଳ ବହିଷ୍କାର କରିବେ ବୋଲି ଘୋଷଣା କରିବା ପରେ ଏବେ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି ।  ରାଷ୍ଟ୍ରପତି ସଂସଦ ଭବନ ଉଦଘାଟନ କରିବା ପାଇଁ ନିର୍ଦ୍ଦେଶ…

ପର୍ଯ୍ୟଟକଙ୍କୁ ଆକ୍ରମଣର ଦୁଇ ଦିନ ପରେ ସିଲ୍ ହେଲା ମୁଣ୍ଡଳି ଟୋଲ୍ ଗେଟ୍

କଟକ: ମୁଣ୍ଡଳି ନିକଟରେ ଥିବା ଟୋଲ୍ ଗେଟ ହେଲା ସିଲ୍। କିଛି କର୍ମଚାରୀ ଛତିଶଗଡ଼ର ଅନେକ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିବା ଅଭିଯୋଗର ଦୁଇ ଦିନ ପରେ ଗୁରୁବାର ପ୍ରଶାସନ ତତ୍ପରତା ପ୍ରକାଶ କରି ଟୋଲ୍ ଗେଟ୍କୁ ସିଲ୍ କରିଦେଇଛି। ଅଧିକାରୀଙ୍କ ଏକ ଟିମ୍ ଟୋଲ୍ ଗେଟ୍ ପରିଦର୍ଶନ କରି ପରବର୍ତ୍ତୀ…

ବିଶ୍ୱର ସବୁଠାରୁ ଲମ୍ବା ଗୀତ ଭାବେ ଗିନିଜ୍ ୱାର୍ଲ୍ଡ ରେକର୍ଡ କଲା ରାମଚରିତମାନସ

ନୂଆଦିଲ୍ଲୀ: ରାମଚରିତମାନସକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ଏହା ବିଶ୍ୱ ରେକର୍ଡ କରିଛି। ବିଶ୍ୱର ସବୁଠାରୁ ଲମ୍ବା ଗୀତ ହେବାରେ ଗିନିଜ୍‌ ବୁକ୍‌ ରେକର୍ଡ କରିଛି ରାମଚରିତମାନସ। ଏହାର ଶ୍ରେୟ ଯାଉଛି କାଶୀରେ ରହୁଥିବା କେରଳର ଜଗଦୀଶ ପିଲ୍ଲାଇଙ୍କୁ। ଶ୍ରୀ ପିଲ୍ଲାଇ ରାମଚରିତମାନସକୁ ଗୀତ…

ବିଶ୍ବବିଦ୍ୟାଳୟ ପରିସରରୁ ଅଟୋ ଚାଳକଙ୍କ ଝୁଲନ୍ତା ମର ଶରୀର ଉଦ୍ଧାର

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଗୁରୁବାର ସକାଳେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ କ୍ୟାମ୍ପସ ପରିସରରେ ପରିବାର ଲୋକଙ୍କ ସହ ରହୁଥିବା ଅଟୋଚାଳକ କାଳିଆ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଅନ୍ୟ ଦିନ ଭଳି ସେ ବୁଧବାର ରାତିରେ…

ଓଡ଼ିଆରେ ରାଜ୍ୟବ୍ୟାପୀ ମୁକ୍ତିଲାଭ କରିବ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ଶଳା ବୁଢାର ବଦଲା’

ଭୁବନେଶ୍ୱର: ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ଶଳା ବୁଢାର ବଦଲା’ ରାଜ୍ୟବ୍ୟାପୀ ମୁକ୍ତିଲାଭ କରିବ । ଆସନ୍ତାକାଲି ଅର୍ଥାତ ମେ ୨୬ ତାରିଖରେ ସାରା ରାଜ୍ୟର ଲୋକେ ଏହାକୁ ଦେଖିପାରିବେ । ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି…

ଧାର ଟଙ୍କା ମାଗିବାରୁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଲା ପ୍ରେମିକ

ହାଇଦ୍ରାବାଦ : ପୁଣି ରକ୍ତରେ ଭିଜିଲା ପ୍ରେମ। ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଲା ପ୍ରେମିକ । ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ମନରୁ ନ ଲିଭୁଣୁ ପୁଣି ସାମ୍ନାକୁ ଆସିଲା ବିଭତ୍ସ ହତ୍ୟାକାଣ୍ଡ । ହାଇଦ୍ରାବାଦରେ ଏଭଳି ଘଟଣା ଘଟିଛି । ଜଣେ ବ୍ୟକ୍ତି ତା ପ୍ରେମିକାକୁ…

ତିନି କଲରାପତରିଆ ବାଘ ଛାଲ ଜବତ ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର: ରାୟଗଡା ସହରର ସିରିଗୁଡା ସ୍ୱର୍ଗଧାମ ଛକ ନିକଟରୁ ଜବତ ହେଲା ବାଘ ଛାଲ। ରାୟଗଡା-କୋରାପୁଟ ଜାତୀୟ ରାଜପଥ-୩୨୬ରେ ଓଡ଼ିଶା ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ ଚଢ଼ାଉ କରି ଜଣେ ବନ୍ୟପ୍ରାଣୀ ଅପରାଧୀକୁ ଗିରଫ କରିଛି। ଏଥିସହ ୩ଟି କଲରାପତରିଆ ବାଘ ଚମଡ଼ା ଜବତ କରିଛି। ଅଭିଯୁକ୍ତ ଜଣକ…