Latest Odisha News

BREAKING NEWS

Browsing Category

ଫିଚର

କିସ୍‍କୁ ବିଶ୍ୱର ଶ୍ରେଷ୍ଠ ଜାତିସଂଘ ସାକ୍ଷରତା ପୁରସ୍କାର

ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ କିସ୍ କୁ ପୁଣି ସଫଳତା  ।  ଜାତିସଂଘ ପକ୍ଷରୁ କିସ୍‌କୁ ବିଶ୍ବ ସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ ‘ୟୁନେସ୍କୋ ଇଣ୍ଟରନ୍ୟାସନାଲ ଲିଟେରାସି ପୁରସ୍କାର-୨୦୨୨’ ପ୍ରଦାନ କରାଯାଇଛି। ଏହି ଅନ୍ତର୍ଜାତୀୟ ଶିକ୍ଷା ପୁରସ୍କାର ପାଇବାରେ କିସ୍‍ ବିଶ୍ୱର ପ୍ରଥମ…

ବ୍ରିଟେନରେ ରାଣୀଙ୍କ କ୍ଷମତା: ଭୋଟ୍ ଦେଉନଥିଲେ କିନ୍ତୁ ସରକାର ଭାଙ୍ଗିପାରିବାର କ୍ଷମତା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏଲିଜାବେଥ ଦୀର୍ଘ ସମୟ ଧରି ରାଣୀ ଥିଲେ। ସରକାରରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ଠାରୁ ଆରମ୍ଭ କରି ଆଇନ ପ୍ରଣୟନ ପର୍ୟ୍ୟନ୍ତ ଏହା ତାଙ୍କର…

ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଦେହାନ୍ତ, ଟ୍ୱିଟ୍ କରି ମୋଦୀ ମନେ ପକାଇଲେ ସେଦିନର କଥା..

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥଙ୍କ ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ଏହା ପରେ ଗୁରୁବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି। ରାଣୀ ଏଲିଜାବେଥ୍ ଷ୍ଟକଲ୍ୟାଣ୍ଡର ବାଲମୋରଲରେ ରହୁଥିଲେ। ତାଙ୍କ ମୃତ୍ୟୁରେ ରାଜ ପରିବାରର ଟ୍ୱିଟରରୁ କୁହାଯାଇଛି ଯେ ରାଣୀ…

ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଦେହାନ୍ତ ପରେ ଘୋଷଣା ହେଲା ଉତ୍ତରାଧିକାରୀଙ୍କ ନାଁ

ଲଣ୍ଡନ: ୯୬ ବର୍ଷରେ ବ୍ରିଟେନର ରାଣୀ ଏଲିଜାବେଥଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ଗୋଟିଏ ଯୁଗର ଶେଷ ହୋଇଛି। ତାଙ୍କ ମୃତ୍ୟୁ ସମଗ୍ର ବିଶ୍ୱକୁ ଚକିତ କରି ଦେଇଛି। ସେ କିଛି ଦିନ ଅସୁସ୍ଥ ଥିଲେ, ଏହା ପରେ ଗୁରୁବାର ଅପରାହ୍ନରେ (ବ୍ରିଟେନ ସମୟ) ତାଙ୍କର ଦେହାନ୍ତ ହୋଇଛି। ରାଣୀ ଏଲିଜାବେଥ୍…

ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ

 ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ।  ୯୬ ବର୍ଷରେ ମହାରାଣୀ ଏଲିଜାବେଥ୍‌ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । https://twitter.com/RoyalFamily/status/1567928275913121792?s=20&t=envjlnVCcqy7jAVZ6XtFyQ ମହାରାଣୀଙ୍କ ପରିବାର ସଦସ୍ୟମାନେ ଏବେ…

୧୦୨୦ ଦିନର ଅପେକ୍ଷା ପରେ ଶେଷରେ ଶତକ ମାରିଲେ କୋହଲି

ଦୁବାଇ: ଭାରତୀୟ କ୍ରିକେଟ ପାଇଁ ଖୁସି ଖବର । ୧୦୨୦ ଦିନ ପରେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶେଷରେ ଶତକ ମାରିଛନ୍ତି । ଚଳିତ ଏସିଆ କପ କ୍ରିକେଟରେ ଭାରତ ବିଦା ହୋଇ ଯାଇଥିଲେ ମଧ୍ୟ ଆଫଗାନିସ୍ତାନ ବିପକ୍ଷ ଆଜିର ମୁକାବିଲା କୋହଲି ଏବଂ ଟିମ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଥିଲା…

ବିବାଦୀୟ ହଟ ସ୍ପ୍ରିଙ୍ଗସ ଅଂଚଳରୁ ପଛକୁ ହଟିଲେ ଭାରତ,ଚୀନ ସେନା

ନୂଆଦିଲ୍ଲୀ: ଭାରତ ଓ ଚୀନ ବିବାଦରେ ଆଜି ପ୍ରଥମ ଥର ପାଇଁ ସକାରାତ୍ମକ ଖବର ଆସିଛି । ଲଦାଖର ଗୋଗ୍ରା ହଟ ସ୍ପ୍ରିଙ୍ଗସ ଅଂଚଳରୁ ଗୁରୁବାର ଭାରତ ଏବଂ ଚୀନ ସେନା ପଛକୁ ହଟିଛନ୍ତି । ଉଭୟ ଦେଶ ମଧ୍ୟରେ ୧୬ତମ ମିଲିଟାରୀ ବୈଠକରେ ଡିସଏନଗେଜମେଂଟ ନେଇ ସହମତି ପ୍ରକାଶ ପାଇଥିଲା । ୨୦୨୦ ପୂର୍ବରୁ ଯେଉଁ…

କୁଇନ ଏଲିଜାବେଥ ଗୁରୁତର, ରାଜପରିବାରର ସମସ୍ତ ବ୍ୟକ୍ତି ପଂହଚିଲେ

ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ୯୬ ବର୍ଷୀୟ ମହାରାଣୀ ଏବେ ଗୁରୁତର ଓ ଏଥିପାଇଁ ରାଜପରିବାରର ସମସ୍ତ ସଦସ୍ୟ ସ୍କଟଲାଣ୍ଡରେ ପଂହଚିଛନ୍ତି । ବକିଂଘାମ ପ୍ୟାଲେସ ପକ୍ଷରୁ ଏ ନେଇ ସୂଚନା…

ମନ୍ଦିର ଦର୍ଶନ ପାଇଁ ଅନଲାଇନରେ ମିଳିବ ଟିକେଟ

ଭୁବନେଶ୍ୱର: ମନ୍ଦିର ଦର୍ଶନ ପାଇଁ  ଅନଲାଇନରେ ମିଳିବ ଟିକେଟ  । ଓଡିଶାରେ ଭଗବାନଙ୍କର ଦର୍ଶନ ଲାଗି ଆଗ୍ରହ ରହିଥିବା ଭକ୍ତମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହେବ। ଦେଶବିଦେଶ ର ଭକ୍ତ ମାନେ ମନ୍ଦିର ଦର୍ଶନ ସହ ପୂଜା ଓ ପ୍ରସାଦ ସେବନ ପାଇଁ ଅନଲାଇନ ପୋର୍ଟାଲ ମାଧ୍ୟମରେ ଆଗୁଆ ଟିକେଟ…

କେଆରକେ ଜୀବନ ପ୍ରତି ଅଛି ବିପଦ, ଅଭିଷେକଙ୍କୁ ସାହାଯ୍ୟ ମାଗିଲେ ପୁଅ

ମୁମ୍ବାଇ: ବିବାଦୀୟ କ୍ରିଟିକ୍ସ ଓ ଅଭିନେତା କମାଲ ରଶିଦ ଖାଁଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଦର୍ଶାଇ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସମେତ ଦେବେନ୍ଦ୍ରେ ଫଡନାଭିସ ଓ ରିତେଶ ଦେଶମୁଖଙ୍କୁ ସାହାଯ୍ୟ ମାଗିଛନ୍ତି । ମୁମ୍ବାଇର କେତେକ ଲୋକ ମୋ ବାପାଙ୍କୁ ମାରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି ବୋଲି…