Latest Odisha News

BREAKING NEWS

Browsing Category

ଫିଚର

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ: ଧାୱନ ନେଇ ପାରନ୍ତି ଟିମ ଇଣ୍ଡିଆର ନେତୃତ୍ୱ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଭାରତୀୟ ଦଳର ନେତୃତ୍ୱ ଶିଖର ଧାୱନ ନେଇପାରନ୍ତି । ରିପୋର୍ଟ ମୁତାବକ ଅଷ୍ଟ୍ରେଲିଆରେ ୧୬ ଅକ୍ଟୋବରର ୧୩ ନଭେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଚୟନ ହେବାକୁ ଥିବା ଖେଳାଳିମାନଙ୍କୁ ଏହି ସିରିଜରେ ବିଶ୍ରାମ…

ଚାଲିଛି ବି-ଟାଉନର ଫ୍ୟାଶନ ଟ୍ରେଣ୍ଡ, ଜାଣନ୍ତୁ ହଟ୍ ଷ୍ଟାରଙ୍କ ଟ୍ରେଣ୍ଡି ଲୁକ୍

ମୁମ୍ବାଇ: ବି-ଟାଉନ କଳାକାରଙ୍କ ନୂତନ ଫ୍ୟାଶନକୁ ଫଲୋ କରନ୍ତି ଆଜିର ଯୁବପିଢି। ବି-ଟାଉନରେ ଅନେକ ସମୟରେ ନୂଆ ଫ୍ୟାଶନ୍ ଟ୍ରେଣ୍ଡ ସେଟ୍ ହୋଇଥାଏ। ଅଭିନେତ୍ରୀଙ୍କ ଷ୍ଟାଇଲକୁ ଲୋକେ ଯେତିକି ପସନ୍ଦ କରନ୍ତି ସେତିକି ଅଭିନେତାମାନେ ଫ୍ୟାଶନରେ ନିଜର ଦବଦବା ଦେଖାନ୍ତି। ଏହି ତାରକାମାନେ ନିଜକୁ ନୂତନ…

ପୁରୀରେ କାର୍ତ୍ତିକ ହବିଷ୍ୟାଳୀମାନଙ୍କ ରହଣି ପାଇଁ କାଲିଠୁ ପଞ୍ଜିକରଣ ଆରମ୍ଭ

ପୁରୀ: ପବିତ୍ର କାର୍ତ୍ତିକ ମାସରେ ‘ରାଈଦାମୋଦର ବ୍ରତ’ ପାଇଁ ହବିଷ୍ୟାଳୀମାନଙ୍କ ଲାଗି ରହିବା ବ୍ୟବସ୍ଥା କରିବ ପୁରୀ ପ୍ରଶାସନ । ହବିଷ୍ଯାଳୀମାନଙ୍କ ରହଣି, ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯିବ ।…

RBI ରଦ୍ଦ କଲା ଏହି ବ୍ୟାଙ୍କର ଲାଇସେନ୍ସ, ଖାତାରେ ଟଙ୍କା ଥିଲେ ବି ଉଠାଇ ପାରିବେନି

ମୁମ୍ବାଇ: ଦେଶରେ ବନ୍ଦ ହେବାକୁ ଯାଉଛି ଆଉ ଏକ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନିର୍ଦ୍ଦେଶକୁ ପାଳନ ନକରିବା ଏହି ବ୍ୟାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆସନ୍ତା ସପ୍ତାହରୁ ପୁଣେର ରୂପୀ କୋ-ଅପରେଟିଭ୍ ବ୍ୟାଙ୍କ ବନ୍ଦ ହୋଇଯିବ । ଯଦି ଏହି ବ୍ୟାଙ୍କରେ ଆପଣଙ୍କ ଖାତା ଅଛି ତ…

ଟ୍ରକ୍-ବାଇକ୍ ଧକ୍କା, ୨ ଯୁବକ ମୃତ

ଅନୁଗୁଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ ୬୩ର ମାଳିବ୍ରାହ୍ମଣୀ ନିକଟରେ ଦୁର୍ଘଟଣା ହୋଇଛି । ଟ୍ରକକୁ ବାଇକ୍ ଧକ୍କା ଦେବା ଫଳରେ କୋଶଳା ଗାଁର ୨ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅନୁଗୁଳ କୋଶଳା ଗାଁର…

ଲଗାଣ ବର୍ଷା ପାଇଁ ଆଜି ୨୦୦ ଟ୍ରେନ୍ ବାତିଲ

ନୂଆଦିଲ୍ଲୀ: ଆଜି ଟ୍ରେନରେ ଯିବାକୁ ଯଦି ଆପଣ ସ୍ଥିର କରିଛନ୍ତି ତେବେ ଟ୍ରେନର ଟାଇମ୍ ଟେବଲ୍ ଟିକେ ଦେଖି ନିଅନ୍ତୁ । କାରଣ ସାରା ଦେଶରେ ଲଗାଣ ବର୍ଷା ପାଇଁ ଆଜି ୨୦୦ରୁ ଅଧିକ ଟ୍ରେନ ବାତିଲ ହୋଇଛି । ବର୍ଷା ପାଇଁ  ଭାରତୀୟ ରେଳ ୨୦୩ ଟ୍ରେନକୁ ବାତିଲ କରିଥିବା ଜଣାପଡିଛି। ଏହା ସହ  ୩୮ ଟି…

‘ବିରୋଧୀ ଦଳର ଚେହେରା ହେବେନି ପାଓ୍ୱାର’, ଦାଦା-ପୁତୁରା ସମ୍ପର୍କ ଠିକ୍ ଅଛି ତ?

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଟକାଟୋରା ଷ୍ଟାଡିୟମରେ ଶରଦ ପାୱାରଙ୍କ ପାର୍ଟି ଏନସିପିର ଦୁଇ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ରବିବାର ଏହି ସମ୍ମିଳନୀରେ ଏକ ବଡ଼ ଡ୍ରାମା ଦେଖିବାକୁ ମିଳିଛି। ମହାରାଷ୍ଟ୍ର ବିଧାନସଭାର ଶରଦ ପାୱାରଙ୍କ ପୁତୁରା ତଥା ବିରୋଧୀଦଳ ନେତା…

ଆମ୍ବୁଲାନ୍ସ ପହଞ୍ଚିପାରୁନି ଗାଁ ଦାଣ୍ଡ, ଏବେ ବି ଖଟିଆ ଭରସା ମୁଣ୍ଡାପଡାବାସୀଙ୍କୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ସରକାର କହୁଛନ୍ତି। ହେଲେ ଏବେ ବି ଓଡିଶାର ଏମିତି ଏକ ଗାଁ ଅଛି ଯେଉଁଠି ଆମ୍ବୁଲାନ୍ସ ସେବା ପହଞ୍ଚିପାରୁନି। ଅର୍ଥାତ ଅପହଞ୍ଚ। ତେଣୁ ରୋଗୀ ଠିକ୍ ସମୟରେ ଚିକିତ୍ସା ନପାଇ ମୃତ୍ୟୁ ବରଣ କରୁଥିବାର ଅଭିଯୋଗ ରହିଛି। ସମ୍ବଲପୁର…

ଆଜିଠୁ ଓଜେଇଇ କାଉନ୍‌ସେଲିଂ

ଭୁବନେଶ୍ବର: ଆଜିଠୁ ଓଜେଇଇ କାଉନ୍‌ସେଲିଂ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ରାଜ୍ୟରେ ବିଭିନ୍ନ ଇଞ୍ଜିନିୟରିଂ ଓ ବୃତ୍ତିଗତ ପାଠ୍ୟକ୍ରମରେ ନାମ ଲେଖିବା ପାଇଁ  ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପକ୍ଷରୁ କାଉନ୍‌ସେଲିଂ ଆରମ୍ଭ ହେବ । ଟେକ୍ନିକାଲ୍‌ ଓ ବୃତ୍ତିଗତ…

ଧାରା ୩୭୦ ପୁଣିଥରେ ଲାଗୁ ହୋଇପାରିବନି : ଗୁଲାମ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେଉଥିବା ଧାରା ୩୭୦ ଏବଂ ୩୫-ଏ ପୁଣିଥରେ ଲାଗୁ ହେବ ବୋଲି ଯେଉଁମାନେ ପ୍ରତିଶ୍ରୁତି ଦେଉଛନ୍ତି ନେତାମାନେ ତାହା କେବେ ହୋଇପାରିବ ନାହଁ। ଏହା କହିଛନ୍ତି ନିକଟରେ କଂଗ୍ରେସ ଛାଡି ନୂଆ ଦଳ ଗଢିବାକୁ ଥିବା ଗୁଲାମ ନବୀ…