Latest Odisha News

BREAKING NEWS

Browsing Category

ଫିଚର

ପାରାଦୀପ ଗଣଦୁଷ୍କର୍ମ ପୀଡ଼ିତା ଗଡ଼କୁଜଙ୍ଗରୁ ଉଦ୍ଧାର

ପାରାଦୀପ: ପାରାଦୀପରେ ୧୭ ବର୍ଷୀୟା ନାବାଳିକା ଅପହରଣ ଓ ଗଣ ଦୁଷ୍କର୍ମ ମାମଲା ଦୈନିକ ନୂଆ ମୋଡ଼ ନେଉଛି । ଏହି ମାମଲାରେ ଅଭିଯୁକ୍ତ ଜଣକ ଗିରଫ ପରେ ପୀଡ଼ିତା ଶନିବାର ଠାରୁ ନିଖୋଜ ଥିଲେ। ସୋମବାର ସକାଳେ ପୀଡ଼ିତାଙ୍କୁ ଗଡ଼ କୁଜଙ୍ଗରୁ ଉଦ୍ଧାର କରାଯାଇଛି । ସୂଚନାନୁସାରେ,…

ଆଜି ଠାରୁ ରାଜ୍ୟରେ ବଢ଼ିବ ବର୍ଷା

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି। ଆଗାମୀ ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ଜଣାପଡ଼ିଛି । ଏବେ ସପ୍ତାହ ବ୍ୟାପୀ ହେଉଥିବା ଗୁଳୁଗୁଳିରୁ ଟିକିଏ ଆଶ୍ୱସ୍ତି…

ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର

ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ। ଆଜି ଗୁରୁ ଦିବସ । ଗୁରୁଙ୍କୁ ମନେ ପକାଇବାର ଦିନଟିଏ । ସବୁ ଶିକ୍ଷା ମୂଳରେ ଗୁରୁଙ୍କ ଆଦର୍ଶ ଓ ଅବଦାନ ଯଥେଷ୍ଟ ରହିଥାଏ । ଶିକ୍ଷା ମଣିଷର ଖାଲି ସ୍ବଭାବ ବଦଳାଇନଥାଏ ଭାବମୂର୍ତ୍ତି ବି…

କଳାହାଣ୍ଡିରେ ଡାଇରିଆ ଆତଙ୍କ, ସପ୍ତାହକରେ ୪ ଜଣଙ୍କର ମୃତ୍ୟୁ ସୂଚନା

ଭବାନୀପାଟଣା: ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଝାଡାବାନ୍ତି ବ୍ୟାପିବା ପରେ ଏବେ କଳାହାଣ୍ଡିରେ ଝାଡାବାନ୍ତି ବ୍ୟାପିଛି। ସପ୍ତାହକ ମଧ୍ୟରେ ୪ ଜଣଙ୍କର ଡାଇରିଆରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲାର ବିରିକୋଟ, ଗୁଣପୁର, ବଡ ଛତରଙ୍ଗା ପଞ୍ଚାୟତ ଅଧୀନରେ ଥିବା ଗାଁ ଗୁଡ଼ିକ ଗତ…

ଡଙ୍ଗା ବୁଡି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ, ଦୁର୍ଘଟଣାର କାରଣ ଅସ୍ପଷ୍ଟ

ପୁରୀ: ଚିଲିକା ହ୍ରଦରେ ରବିବାର ଏକ ଡଙ୍ଗା ବୁଡ଼ିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଜଣାପଡ଼ି ନଥିବା ବେଳେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ପୁରୀ ସହର ଅଞ୍ଚଳରୁ ୧୩ ଜଣ ପର୍ଯ୍ୟଟକ ଭୋଜି କରିବା ପାଇଁ ବ୍ରବ୍ମଗିରିର ଗମ୍ଭାରୀଗାଁ ଠାରୁ ୩…

ସାଇରସ ମିସ୍ତ୍ରୀ ବ୍ୟବହାର କରୁଥିବା କାରର ଦାମ କେତେ? ସୁରକ୍ଷିତ ରଖିବାକୁ କ’ଣ ଫିଚର ରହିଛି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ନାମୀ ଶିଳ୍ପପତି ସାଇରସ୍ ମିସ୍ତ୍ରୀ ସାଇରସ ମିସ୍ତ୍ରୀଙ୍କର ମୁମ୍ବାଇ ନିକଟ ପାଲଘର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ସେ ଅହମ୍ମଦାବାଦରୁ ମୁମ୍ବାଇ ଯାଉଥିଲେ। ଏହି ସମୟରେ ପାଲଘର ନିକଟରେ ତାଙ୍କ କାରଟି ଡିଭାଇଡରରେ ପିଟି ହେବାରୁ ତାଙ୍କର…

ସାଇସର ମିସ୍ତ୍ରୀ ଓ ଟାଟା ଗ୍ରୁପ ମଧ୍ୟରେ କେମିତି ଥିଲା ସମ୍ପର୍କ?

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ ରବିବାର ଦିନ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ସେ ମର୍ସିଡିଜ କାରରେ ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିବା ବେଳେ ପାଲଘରରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁଃଖଦ ଦୁର୍ଘଟଣା ଅପରାହ୍ନ ପ୍ରାୟ ୩ଟା ୧୫ ମିନିଟ୍ ସମୟରେ…

ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆ ହାରିବା ପଛର ୫ ପ୍ରମୁଖ କାରଣ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ରବିବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ ଭାରତକୁ ପାଞ୍ଚ ୱିକେଟ୍‌ରେ ପରାସ୍ତ କରିଛି। ଏଥିସହିତ ପାକିସ୍ତାନ ଆଉ ଏକ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ସାତ ୱିକେଟ୍ ହରାଇ ୧୮୧ ରନ୍ ସଂଗ୍ରହ କରିଥିଲା।…

ଅଲ୍ଟିମେଟ ଖୋ ଖୋ: ଓଡିଶା ଜଗରନଟ ଚାମ୍ପିୟନ

ପୁଣେ: ପୁଣେର ଶିବାଜୀ ଛତ୍ରପତି ସ୍ପୋର୍ଟ୍ସ କଂପ୍ଲେକ୍ସରେ ଅନୁଷ୍ଠିତ ଅଲ୍ଟିମେଟ ଖୋ ଖୋ ଚାମ୍ପିୟନଶିପର ଉଦଘାଟନୀ ସଂସ୍କରଣର ଟାଇଟଲ ହାତେଇଛି ଓଡିଶା ଜଗରନଟ । ତେଲୁଗୁ ଯୋଦ୍ଧାଙ୍କୁ ୪୬-୪୫ ରୋମାଂଚକ ମୁକାବିଲାରେ ମାତ ଦେଇଥିଲା ଓଡିଶା ଟିମ । ଶେଷ ମୂହର୍ତରେ ସୁରଜ ଲାଣ୍ଡେ ଚମତ୍କାର ସ୍କାଏ…

ଅନୁରାଗ ବାସୁଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ କାର୍ତିକ ଆର୍ଯ୍ୟନ

ମୁମ୍ବାଇ: ଭୁଲ ଭୁଲୈୟା ୨ଫିଲ୍ମର ସଫଳତା ପରେ ଅନେକ ନିର୍ମାତାଙ୍କ ନଜର କାର୍ତିକ ଆର୍ଯ୍ୟନଙ୍କ ଉପରେ ରହିଛି । ସେ ମଧ୍ୟ କିଛି ଦିନ ତଳେ ଏକ ସାକ୍ଷାତକାରରେ କହିଥିଲେ ମୋର ସାମାନ୍ୟ ଭୁଲ ଫିଲ୍ମ ଚୟନ ମୋ କ୍ୟାରିୟରକୁ ବର୍ବାଦ କରିଦେଇପାରେ । ରିପୋର୍ଟ ମୁତାବକ ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ…