Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ପରୀକ୍ଷାକୁ ବିରୋଧ; ରାସ୍ତାକୁ ଓହ୍ଲାଇଲେ ବିଜେବି ସମେତ ବିଭିନ୍ନ କଲେଜ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁକ୍ତ୨ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ କରି ତେଜୁଛି ନିଆଁ । ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏବେ ଏକାଠି ହୋଇ ରାସ୍ତାକୁ ଓହ୍ଲାଇଛନ୍ତି । କଲେଜ ଆଗରେ ବିକ୍ଷୋଭ ପ୍ରଦଶର୍ନ କରିବା ସହ ଟାୟର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।…

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ, ସୌରଭ ଓଡିଶାରେ ଟପ୍ପର

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌-୧ ପରୀକ୍ଷାଫଳ ଶନିବାର ଦିନ ପ୍ରକାଶ ପାଇଛି । ଚଳିତ ବର୍ଷ ଏହି ପରୀକ୍ଷାରେ ଓଡିଶାରେ ସୌରଭ ସୌମ୍ୟକାନ୍ତ ଟପ୍ପର ହୋଇଛନ୍ତି । ସୌରଭ ୯୯.୯୯% ମାର୍କ ରଖି ଓଡିଶାରେ ଟପ୍ପର ହୋଇଥିବା ବେଳେ ୯୯.୯୮…

‘ପରୀକ୍ଷା ପେ ଚର୍ଚ୍ଚା’: ମୋଦୀଙ୍କ ସହ କଥା ହେବେ ଓଡ଼ିଶାର ୨୮ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ଆରମ୍ଭ ହେବ ପ୍ରଧନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୦’ କାର୍ଯ୍ୟକ୍ରମ । ନୂଆଦିଲ୍ଲୀର ଟାଲକେଟର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ କଥା…

ଭାରତୀୟ ତଟରକ୍ଷୀ ବହିନୀର ୨୬୦ ନାବିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ୨୬୦ ନାବିକ(ଜେନେରାଲ ଡ୍ୟୁଟି) ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞାପ୍ତି । ଇଚ୍ଛୁକ ଓ ଯୋଗ୍ୟତା ଥିବା ଆବଦେନକରୀ ଭାରତୀୟ ତଟରକ୍ଷୀ ବାହିନୀର ଅଫିସିଆଲ ୱେବ୍‌ସାଇଟକୁ ଯାଇ ଅବେଦନ କରିପାରିବେ । ଶିକ୍ଷାଗତ ଯୋଗ୍ୟତା: -ଗଣିତ ଏବଂ…

ନୀଳାଚଳ ପଲିଟେକ୍ନିକ୍-ବିଓପିଟିଇଆର ପକ୍ଷରୁ ଜାନୁଆରୀ ୨୧ ଓ ୨୨ରେ ନିଯୁ୍କ୍ତି ମେଳା

ଭୁବନେଶ୍ୱର: ବୋର୍ଡ ଅଫ ଟ୍ରେନିଂ, ଇଷ୍ଟର୍ଣ୍ଣ ରିଜନ (ବିଓପିଟିଇଆର) ଏବଂ ନୀଳାଚଳ ପଲିଟେକ୍ନିକ୍, ଭୁବନେଶ୍ୱରର ମିଳିତ ଉଦ୍ୟମରେ ଆସନ୍ତା ଜାନୁଆରୀ ୨୧ ଓ ୨୨ ତାରିଖରେ ଏକ ନିଯୁକ୍ତି ମେଳା ଆୟୋଜିତ ହେଉଛି । ଏହି ନିଯୁକ୍ତି ମେଳାରେ ଗ୍ରାଜୁଏଟ ତଥା ଡିପ୍ଲୋମା ଇଞ୍ଜିନିୟରମାନେ କେନ୍ଦ୍ର…

ନାବାର୍ଡର ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ବିଜ୍ଞପ୍ତି ପ୍ରକାଶ: ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଗ୍ରେଡ୍‌-ଏ’ ଆସିଷ୍ଟାଣ୍ଟ ମ୍ୟାନେଜରରେ ନାବାର୍ଡ ପକ୍ଷରୁ ୧୫୪ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆବେଦନକାରୀ ଆଜିଠାରୁ ଅଫିସିଆଲ ୱେବ୍‌ସାଇଟ ଙ୍ଗଙ୍ଗଙ୍ଗ.ଦ୍ଭବଭବକ୍ସୟ.କ୍ଟକ୍ସଶ ରେ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ୩୧ ଜାନୁଆରୀ ରହିଛି। ମୋଟ ପଦବୀ…

୩୨ଜଣ ‘ଓଇଏସ୍’ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟରେ ୩୨ଜଣ ଓଇଏସ୍‌ (ସ୍କୁଲ ବ୍ରାଞ୍ଚ) ର ଅଧିକାରୀଙ୍କୁ ମିଳିଛି ପଦୋନ୍ନତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଡିଇଓ ବୃନ୍ଦାବନ ଶତପଥୀଙ୍କୁ ଯୁଗ୍ମ ନିର୍ଦ୍ଦେଶକ ଡିଏସ୍‌ଇ ଭାବେ ନିଯୁକ୍ତ କରାଯାଇଥିବା ବେଳେ ରାମ୍ସାର ଉପ ନିର୍ଦ୍ଦେଶକ ଡ.ରାଧା ମୋହନ ପଣ୍ଡାଙ୍କୁ ଓସେପାର ଯୁଗ୍ମ…

ଅଷ୍ଟମ ଶ୍ରେଣୀରୁ ବିଦ୍ୟାଳୟରେ ଆରମ୍ଭ ହେବ ଦକ୍ଷତା ବିକାଶ କାର୍ଯ୍ୟକ୍ରମ !

ଭୁବନେଶ୍ୱର: ରାଜ୍ୟର ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସାଙ୍ଗକୁ ପିଲାଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ଲାଗି ଖୁବ ଶୀଘ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଧନ୍ଦାମୂଳକ ଶିକ୍ଷା ପରି ସ୍କୁଲସ୍ତରରେ ଯଦି ପିଲାଙ୍କୁ…

ଦିଲ୍ଲୀ ବନବିଭାଗର ୨୨୬ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ; ଆଜିହିଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଦିଲ୍ଲୀ ବନବିଭାଗ ପକ୍ଷରୁ ୨୨୬ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆବେଦନକାରୀ ଅଫିସିଆଲ ୱେବସାଇଟ forest.delhigovt.nic.in ରେ ଆଜିଠାରୁ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୩ ଫେବୃଆରୀ ରହିଛି । ପଦବୀ ସଂଖ୍ୟା: - ମୋଟ ପଦବୀ ୨୨୬ - ଫରେଷ୍ଟ…

‘ଆରଏମବିଏସଏସ’ର ୧୭,୫୫ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ: କିପରି କରିବେ ଆବେଦନ, ଜାଣନ୍ତୁ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ମହିଳା ବଳ ସ୍ୱାସ୍ଥ୍ୟ ସଂସ୍ଥାନ (ଆର୍‌ଏମ୍‌ବିଏସ୍‌ଏସ୍‌) ପକ୍ଷରୁ ୧୭,୫୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆବେଦନକାରୀ ଅଫିସିଆଲ ୱେବ୍‌ସାଇଟ କ୍ସବଗ୍ଦଗ୍ଦଗ୍ଦ.ମକ୍ଟ.ସଦ୍ଭ/କ୍ସରମକ୍ସଙ୍କସଗ୍ଧଜ୍ଞରଦ୍ଭଗ୍ଧ/ ରେ ଆବେଦନ କରିପାରିବେ । ଆବେଦେନ କରିବାର…