Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

ଟ୍ରେନ୍ ଦୁର୍ଘଟଣାରେ ଯୁବକ ଆହତ

ଭଦ୍ରକ: ଭଦ୍ରକ ରେଲୱେ ଷ୍ଟେସନରେ ଅଘଟଣ। ଟ୍ରେନ ଦୁର୍ଘଟଣାରେ ହାତ କଟିଯିବା ଫଳରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଛି। ଯୁବକ ଜଣକ ଭଦ୍ରକ ୧୪ ନମ୍ବର ୱାର୍ଡର ନୀଳକଣ୍ଠପୁର ଗାଁ ର କାଳିଆ ସିଂ ଙ୍କ ପୁଅ ଜିତେନ୍ଦ୍ର ବୋଲି ଜଣାପଡ଼ିଛି।…

ପୋଲିସ୍‌ ଟିମ୍‌ ଉପରେ ମରଣାନ୍ତକ ଆକ୍ରମଣ, ୨ ପୋଲିସ ଗୁରୁତର

ଭଦ୍ରକ: ପୁଣି ଗୋରାମାଟି ସରପଞ୍ଚ ପରିବାରର ଦବଙ୍ଗଗିରି । ଭଦ୍ରକ ସାବରଙ୍ଗ ଥାନା ତୋରଣପଦା ଗାଁରେ ପୋଲିସ୍‌ ଟିମ୍‌ ଉପରେ ମରଣାନ୍ତକ ଆକ୍ରମଣ, ୨ ପୋଲିସ ଗୁରୁତର । ଇଟାଭାଟି ମାଲିକକୁ ଆକ୍ରମଣ ଘଟଣାର ତଦନ୍ତ ଓ ଆସାମୀ ଧରିବା ପାଇଁ ଯାଇଥିବା ବେଳେ ପୋଲିସ ଉପରେ ଆକ୍ରମଣ । ଘର ଭିତରେ ପୂର୍ବ…

ରେଳ ଷ୍ଟେସନରୁ ଲୁଟେରା ଗିରଫ

ଭଦ୍ରକ:  ଭଦ୍ରକ ରେଳ ଷ୍ଟେସନରୁ ଗିରଫ ହେଲା ଜଣେ ଆନ୍ତଃରାଜ୍ୟ ମୋବାଇଲ୍ ଲୁଟେରା | ଗିରଫ ଅଭିଯୁକ୍ତ ଠାରୁ ୯ଟି ନାମିଦାମୀ ମୋବାଇଲ୍ ଫୋନ ଜବତ କରିଛି ରେଳବାଇ ସୁରକ୍ଷା ପୁଲିସ | ଭଦ୍ରକ ରେଳ ଷ୍ଟେସନରେ ଜଣେ ଯୁବକ ସନ୍ଦେହ ଜନକ ଅବସ୍ଥାରେ ଷ୍ଟେସନରେ ବୁଲୁଥିବା ବେଳେ ଆରପିଏଫ୍ ପୁଲିସର ସଦ୍ଦେହ…

ଗାଁରେ ଦନ୍ତା ଆତଙ୍କ

ଭଦ୍ରକ : ଗାଁରେ ଦନ୍ତା ଆତଙ୍କ । ଭଦ୍ରକ ଜିଲ୍ଲାର ବିଭିନ୍ନ ଗାଁ ଗୁଡିକରେ ହାତୀ ପଶି ଆତଙ୍କ ଖେଳାଇଛି । ଆଉ ହାତୀ ଭୟରେ ଲୋକେ ତାଟି କବାଟ ପକାଇ ରହିଛନ୍ତି । ଦିନ ଦିପହରରେ ବି ହାତୀ ଆତଙ୍କ ଖେଳାଇଛିି । ଆଖପାଖ ଗାଁ ବନ୍ତରୁ ନେଇ ଆଗରପଡ଼ାରେ ହାତୀ କିଛି ଦିନ ହେଲା ଗାଁ ଛାଡି ଯିବାର ନାଁ…

କଟକଣା ଭିତରେ ଦେବଦମ୍ପତିଙ୍କ ବିବାହ ନୀତି

ଭଦ୍ରକ: ଆସନ୍ତାକାଲି ଦେବଦମ୍ପତିଙ୍କ ବିବାହ । ଧୁମଧାମରେ ନହେଲେ ବି କଟକଣା ଭିତରେ ପାରମ୍ପରିକ ରୀତିରେ ହେବ ବିବାହ । ଏନେଇ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସମସ୍ତ ନୀତି ମାନ ଆରମ୍ଭ ହୋଇଯାଇଛି । ମଙ୍ଗଳପାଗ ପାଇଁ ବର ଓ କନ୍ୟା ପକ୍ଷ ସେମାନଙ୍କ ବର କନ୍ୟାକୁ ଘରକୁ ନେଇ ଯାଇଛନ୍ତି…

କ୍ଷୟକ୍ଷତି ଆକଳନ ପାଇଁ ଗାଁରେ ବୁଲିଲେ କେନ୍ଦ୍ରୀୟ ଟିମ୍

ଭଦ୍ରକ: ବାତ୍ୟା ଚାଲିଯାଇଛି । ଧୀରେ ଧୀରେ ସୁଧୁରୁଛି ଲୋକଙ୍କ ସ୍ଥିତି । ସେହିଭଳି ଭଦ୍ରକରେ ବହୁ କ୍ଷତି ହୋଇଥିବାବେଳେ ସେଠାରେ କ୍ଷୟକ୍ଷତି ଆକଳନ ପାଇଁ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ । ଭଦ୍ରକ ଜିଲ୍ଲାରେ ହୋଇଥିବା ବାତ୍ୟା କ୍ଷୟକ୍ଷତି ସାଙ୍ଗକୁ ଲୋକଙ୍କର ସ୍ଥିତି କିଭଳି ରହିଛି ଅନୁଧ୍ୟାନ…

ବାବା ଆଖଣ୍ଡଳମଣିଙ୍କ ଗର୍ଭ ଗୃହରେ ଲହଡି ଭାଙ୍ଗୁଛି ପାଣି

ଭଦ୍ରକ: ବାତ୍ୟା ୟାସ୍ ଯୋଗୁ ପ୍ରବଳ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ପାଣି ରହିଥିବା ବେଳେ ଆରମ୍ଭଗ ହୋଇଛି ଜଳ ନିସ୍କାସନ କାମ । ସେହିଭଳି ପୁର୍ଣ୍ଣିମା ଯୋଗୁ ଅଶାନ୍ତ ହୋଇପଡିଥିଲା ସମୁଦ୍ରା ଫଳରେ ଉଚ୍ଚ ଜୁଆର ବୈତରଣୀ ଓ ସାଳନ୍ଦୀ ନଦୀ ଦେଇ ମାଡି ଯାଇଥିଲା ବିଭିନ୍ନ…

ସାଇକ୍ଲୋନ୍ ୟାସ୍ ଅପଡେଟ୍‌: ବାତ୍ୟାରେ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ଭୁବନେଶ୍ୱର: ବାତ୍ୟା ୟାସ୍ ପ୍ରଭାବରେ ପ୍ରବଳରୁ ପ୍ରବଳ ବର୍ଷା । ଧାମରା ଓ ଆଖପାଖ ଅଞ୍ଚଳ ଗୁଡିକରେ ବହୁ କ୍ଷୟକ୍ଷତି ହୋଇଯାଇଛି । ନିକଟରେ ଥିବା ଗାଁ ଗୁଡିକ ଅମରନଗର, ରବୀନ୍ଦ୍ର ନଗର, କାନାଳି ଓ ଚାନ୍ଦିନୀପାଳରେ ପ୍ରବଳ କ୍ଷୟକ୍ଷତି ହୋଇଛି । ଲଗାଣ ବର୍ଷା ଆଉ ପବନରେ ଧାମରା ଓ ଦୋସିଙ୍ଗା…

ଲୋକଙ୍କ ସୁରକ୍ଷା ନେଇ ପ୍ରଶାସନ ପ୍ରସ୍ତୁତ ….

ଭୁବନେଶ୍ୱର: ମାଡ଼ି ଆସୁଛି ୟାସ୍‌ । ବାତ୍ୟାରେ ଉତ୍ତର ଉପକୂଳ ଓଡ଼ିଶା ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି । ଧନଜୀବନ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ବାତ୍ୟା ପାଇଁ ୧୩ ଗୋଟି ଜିଲ୍ଲାରେ ୬୮୯୧ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ଆଶ୍ରୟସ୍ଥଳରୀ ଶୁଖିଲା ଓ ରନ୍ଧା ଖାଦ୍ୟ ସହ…

ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାରି ହେବ ୧୪୪ ଧାରା

ଭଦ୍ରକ: ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରାକୁ ନେଇ କଟକଣା ଲଗୁ କରାଯାଇଥିବା ଜଣାପଡ଼ିଛି । ଆରଡ଼ି ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ଜାଗର ଯାତ୍ରା ପାଇଁ ୧୦ ତାରିଖ ସକାଳ ୭ଟାରୁ ୧୨ ତାରିଖ ସକାଳ ୭ତାରିଖ ପର୍ଯ୍ୟନ୍ତ ପୀଠରେ ୧୪୪ ଧାରା ବଳବତ୍ତର ରହିବ ।…