Home ଓଡିଶା କେନ୍ଦୁଝର

କେନ୍ଦୁଝର

Kendujhar

ବନ ବିଭାଗ ପଞ୍ଝାରେ ବ୍ୟବସାୟୀ,୨ଟି ହାତୀ ଦାନ୍ତ ଜବତ

କେନ୍ଦୁଝର : କେନ୍ଦୁଝର ବନ ବିଭାଗକୁ ସଫଳତା। ହାତୀ ଦାନ୍ତ ବିକ୍ରି କରୁଥିବା ବେଳେ ବନ ବିଭାଗ ହାତରେ ଧରା ପଡ଼ିଲେ ୨ ଅଭିଯୁକ୍ତ। ସେମାନଙ୍କ ଠାରୁ ୨ ଟି ହାତୀ ଦାନ୍ତ ଜବତ କରିଛି ବନ ବିଭାଗ। ଗିରଫ ହୋଇଥିବା ଦୁଇ...

ଛାଡ଼ିଲେ ବିଜେପି, ବିଜେଡ଼ିରେ ଯୋଗ ଦେଇପାରନ୍ତି ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦୁ

କେନ୍ଦୁଝର: ବିଜେପି ଛାଡ଼ିଲେ ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦୁୁ। ଆସନ୍ତା ଦିନରେ ସେ ବିଜେଡ଼ିରେ ଯୋଗଦେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଆଜି ତେନ୍ତଳପଶିଠାରେ ଆୟୋଜିତ ଏକ ବୈଠକରେ ଧନୁର୍ଜୟ ସିଦୁ ବିଜେପି ଛାଡ଼ିବା ନେଇ ଘୋଷଣା କରିଥିଲେ। ୨୦୦୪ ସେ କଂଗ୍ରେସ...

ବିଦ୍ୟୁତ ଆଘାତରେ ଚାଷୀ ମୃତ

କେନ୍ଦୁଝର : ବିଦ୍ୟୁତ ଆଘାତରେ ଅକାଳରେ ଚାଲିଗଲା ଚାଷୀଙ୍କ ଜୀବନ। ବଗିଚାରେ ମୋଟରରେ ପାଣି ମଡାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କେନ୍ଦୁଝର ତୁରୁମଙ୍ଗା ଥାନା ବଲାଣିପଶି ଗାଁର ନୃସିଂହ ମହାନ୍ତ ।...

ବନ ବିଭାଗ ପଞ୍ଝାରେ ଅଭିଯୁକ୍ତ, ୨ ଲକ୍ଷ ଟଙ୍କାର ଶାଳ କାଠ ଜବତ

କେନ୍ଦୁଝର : ବନ ବିଭାଗ ହାବୁଡରେ ଧରା ପଡ଼ିଲା ଅଭିଯୁକ୍ତ । ହଳଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଆଜି ବନ ବିଭାଗ ଚଢଉ କରିଛି । କେନ୍ଦୁଝର ହରଚନ୍ଦପୁର ବ୍ଲକ ପିଠାଗୋଳା ଗ୍ରାମର ଏସିଏଫ୍ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ...

ବୋଲେରୋରୁ ୨୪କେଜି ଗଞ୍ଜେଇ ଜବତ

ଆନନ୍ଦପୁର : ପୁଣି ଜବତ ହେଲା ଗଞ୍ଜେଇ । ଚୋରା ଚାଲାଣ କରାଯାଉଥିବା ବେଳେ ଏକ ବୋଲେର ଗାଡିକୁ ଜବତ କରିଛି ପୁଲିସ।  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସ ଥାନା ପୋଡାସିଙ୍ଗିଡି ଛକ ନିକଟରୁ  ଗଞ୍ଜେଇ ବୋଝେଇ ବୋଲେରୋ ଜବତ ହୋଇଛି...

[ଭିଡିଓ] କେନ୍ଦୁଝରରେ ରାଜ୍ୟର ପ୍ରଥମ ‘ମାଣ୍ଡିଆ କାଫେ’ ଉଦଘାଟିତ

କେନ୍ଦୁଝର : କେନ୍ଦୁଝରରେ ରାଜ୍ୟର ପ୍ରଥମ ''ମାଣ୍ଡିଆ କାଫେ' ଉଦଘାଟିତ ହୋଇଛି  । ଜିଲ୍ଲାରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅଣ୍ଟାଭିଡିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ୧୪୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ୩ ହଜାରରୁ ଅଧିକ ଚାଷୀଙ୍କୁ ନେଇ ପ୍ରଶାସନ ଆରମ୍ଭ...

ବନ ବିଭାଗର ଚଢ଼ାଉ: ଶାଳ ଓ ଗମ୍ଭାରୀ କାଠ ଜବତ, ୫ଗିରଫ

କେନ୍ଦୁଝର: କେନ୍ଦୁଝର ପାଟଣା ରେଞ୍ଜ ଖିରେଇଟାଙ୍ଗିରୀରୁ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଶାଳ ଓ ଗମ୍ଭାରୀ କାଠ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୩୦ହଜାର ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ସୂଚନା ଅନୁସାରେ, ଖିରେଇଟାଙ୍ଗିରୀ ସେକ୍ସନ ନିକଟରେ କାଠ...

ଲାଞ୍ଚୁଆ ଆକାଉଣ୍ଟାଣ୍ଟକୁ ୪ ବର୍ଷ ଜେଲ ଦଣ୍ଡ

କେନ୍ଦୁଝର : ଆକାଉଣ୍ଟାଣ୍ଟକୁ ୪ ବର୍ଷ ଜେଲ ଦଣ୍ଡ । ଲାଞ୍ଚୁଆ ଆକାଉଣ୍ଟାଣ୍ଟ ପ୍ରଦୀପ ଶାନ୍ତିଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରମାନା ଶୁଣାଇଛନ୍ତି। କେନ୍ଦୁଝର ଜିଲ୍ଲା ଘଟଙ୍ଗା ବ୍ଳକ ଉପର ଡିହା...

କାମ କରି ମିଳୁନି ପାରିଶ୍ରମିକ, ଡିଏଫଓ ଅଫିସ ଘେରାଉ କଲେ ମହିଳା ଶ୍ରମିକ

କେନ୍ଦୁଝର: ବନଖଣ୍ଡ ଅଧିକାରୀକୁ ଘେରିଲେ ମହିଳା ଶ୍ରମିକ। ୭ମାସ ଧରି କାମ କରିଥିଲେ ମଧ୍ୟ ପାରିଶ୍ରମିକ ମିଳିନି। ଫଳରେ ବାଧ୍ୟ ହୋଇ ମହିଳା ଶ୍ରମିକମାନେ ଡିଏଫଓ ଅଫିସ୍ ଘେରାଓ କରିଛନ୍ତି। ଧ୍ୱଂସ ପାଉଥିବା ଜଙ୍ଗଲ ପୁନଃ ସ୍ଥାପନା ନିମନ୍ତେ ଆରମ୍ଭ ହୋଇଛି ବନୀକରଣ। ଏହି...

ବନ ବିଭାଗ ପଞ୍ଝାରେ ଶିକାରୀ ,ହରିଣ ମାଂସ ଜବତ

କେନ୍ଦୁଝର :ହରିଣ ମାଂସ ବିକ୍ରି କରୁଥିବା ବେଳେ ମାଡିବସିଲା ବନ ବଭାଗ । କେନ୍ଦୁଝର ଗୁପ୍ତଗଙ୍ଗା ଅଞ୍ଚଳରେ ହରଣ ମାଂସ ବିକ୍ରି କରୁଥିବା ଶିକାରୀକୁ ଗିରଫ କରିଛି ବନ ବିଭାଗ । ତା ସହ ଅଭିଯୁକ୍ତ ଠାରୁ ଓଜନ କଣ୍ଟା ,ମାଂସ ଓ...

ସାହିତ୍ୟ