Latest Odisha News

BREAKING NEWS

Browsing Category

ଫିଚର

ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ପ୍ରତିବାଦ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ତରଫରୁ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ ।  ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ରେ ବିସିବାସହ ପ୍ରତିବାଦ କରିଛନ୍ତି ଟ୍ରାକ୍ଟର ମାଲିକମାନେ  ।  ଟ୍ରାକ୍ଟର ମାଲିକ ମାନେ ପ୍ରଥମେ ଏକ ଶୋଭାଯାତ୍ରାରେ ବାହାରି ସହର…

ଦରମା ଦାବି କରି ଥାନା ଆଗରେ ଶତାଧିକ ଶ୍ରମିକଙ୍କ ଧାରଣା

ପାରାଦୀପ: ଶତାଧିକ ଶ୍ରମିକଙ୍କ ସହ ଖେଳୁଛି କମ୍ପାନୀ । କାମ କରାଉଛି, ଦରମା କଥା କହିଲେ ଥାନା ଡର ଦେଖାଉଛି । ଆଇଓସିଏଲର ଠିକା କମ୍ପାନୀ ଏଲ୍ ଆଣ୍ଡ ଟି, ଆପେକ୍ସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଶତାଧିକ ଶ୍ରମିକ । କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ…

ଇଣ୍ଟରନ୍ୟାସନାଲ ରାମ୍ପରେ ଡେବ୍ୟୁ କରିବେ ଅନନ୍ୟା ବିର୍ଲା

ମୁମ୍ବାଇ: ଦେଶର ପ୍ରମୁଖ ଉଦ୍ୟୋଗପତି କୁମାର ମଙ୍ଗଲମ ବିର୍ଲାଙ୍କ ଏକମାତ୍ର ସିଙ୍ଗର ତଥା ଗୀତିକାର ଝିଅ ଅନନ୍ୟା ବିର୍ଲା ଏବେ ମଡେଲିଂରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅନନ୍ୟା କେବଳ ବ୍ୟବସାୟରେ ନିଜକୁ ସୀମିତ କରି ରଖିନାହାଁନ୍ତି ବରଂ ଫ୍ୟାଶନ, ସଙ୍ଗୀତ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ…

ପଦଯାତ୍ରା ରୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ରାଜନୀତିରେ ଏଭଳି ଅନେକ କଥା ଏଭଳି ଅନେକ ପ୍ରୟାସ ସାମିଲ ହେଇଛି ଯାହା ବର୍ତ୍ତମାନ ସୁଦ୍ଧା ସ୍ୱର୍ଣ୍ଣିମ ଅକ୍ଷରରେ ଲେଖା ହେଇ ରହିଛି । ରାଜନୀତି କୁ ସେବା ଭାବିରେ ନେଇ ବହୁ ରାଜନେତା ତାଙ୍କର ଏକ ଅନନ୍ୟ ଚିନ୍ତାଧାରାର ଭାବମୂର୍ତ୍ତି ନିର୍ମାଣ କରି ପାରିଛନ୍ତି । ଯଦି ଆମେ…

ଦୈନିକ ୧୦ ହଜାର ଷ୍ଟେପ ଚାଲନ୍ତୁ, କ୍ୟାନସର ଭଳି ମାରାତ୍ମକ ରୋଗ ଭୟରୁ ନିର୍ଭୟ ରୁହନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦିନକୁ ୩୦ମିନିଟ୍ ଚାଲିବା, ଯୋଗ ଓ ଜିମ୍ ଯିବା ସହ ସମାନ। କିନ୍ତୁ ଆପଣ ଜାଣନ୍ତିକି ପ୍ରତିଦିନ ଚାଲିବା ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ। ସିଡନୀ ୟୁନିଭରସିଟି ଏବଂ ଅଷ୍ଟ୍ରେଲିଆର ସାଉଥ ଡେନମାର୍କ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଦୈନିକ…

ଓଡିଶା ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟପାଳଙ୍କୁ ଭେଟି ବିଭିନ୍ନ ଦାବି ସହ ସ୍ମାରକପତ୍ର ପ୍ରଦାନ କରାଯାଇଛି

ଭୁବନେଶ୍ୱର : ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ୪ ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ଗଣେଶୀ ଲାଲଙ୍କୁ ରାଜଭବନଠାରେ ସାକ୍ଷାତ କରିଛନ୍ତି  ।  ତାସହ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି  । ଏହି ସ୍ମାରକପତ୍ରରେ ଦର୍ଶାଯାଇଥିବା ଦାବି…

ସ୍ୱାମୀ ଆଖି ଆଗରେ ପୋଖରିରେ ବୁଡ଼ିଗଲା ଗର୍ଭବତୀ ସ୍ତ୍ରୀ

ବଲାଙ୍ଗିର: ହସ୍ପିଟାଲରୁ ଚେକଅପ୍ ସାରି ଫେରୁଥିଲେ । ପେଟରେ ବଢ଼ୁଥିବା ଛୁଆକୁ ନେଇ ମନରେ ଢେର୍ ଆଶା ବି ବାନ୍ଧିଥିଲେ । ହେଲେ ହଠାତ୍ ସବୁକିଛି ଓଲଟ ପାଲଟ ହୋଇଗଲା । କାରରେ ଫେରୁଥିବା ବେଳେ କାର ଯାଇ ସିଧା ପୋଖରି ଭିତରେ ପଶିଗଲା । କୌଣସି ମତେ ସ୍ୱାମୀ ପହଁରି ପହଁରି କୂଳକୁ ପଳାଇ ଆସିଲେ ।…

ବାହା ହୋଇନଥିଲେ ବଲିଉଡରେ କାମ ମିଳେ!

ମୁମ୍ବାଇ: ଆଧୁନିକ ଯୁଗର ତାଳେ ତାଳେ ବଦଳିବାକୁ ଲାଗୁଛି ଫିଲ୍ମ ଇଣ୍ଡଷ୍ଟ୍ରି। ବିଶେଷ କରି ବଲିଉଡରେ ବହୁତ ପରିବର୍ତ୍ତନ ଆସିଛି। ଚଳଚ୍ଚିତ୍ରର କାହାଣୀଠାରୁ ଆରମ୍ଭ କରି ଫ୍ୟାଶନ, ସବୁ ବଦଳିଯାଇଛି। ସମ୍ପ୍ରତ୍ତିରେ ସେଲିବ୍ରିଟି ମହିମା ଚୌଧୁରୀଙ୍କର ଇଣ୍ଟର୍ଭ୍ୟୁ ହୋଇଥିଲା ଏବଂ ଏଥିରେ ସେ…

ପୁଟିନ୍ ସେନାକୁ ତଡ଼ିପାର କରୁଛନ୍ତି ଜେଲେନସ୍କି ସେନା !

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦୦ରୁ ଅଧିକ ଦିନ ହେବ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ୟୁକ୍ରେନର ଅନେକ ସ୍ଥାନକୁ ମଧ୍ୟ ପୁଟିନ ସେନା ଅକ୍ତିଆର ମଧ୍ୟ କରିଥିଲା। କିନ୍ତୁ ବିଳମ୍ବରେ ହେଉ ପଛେ ଏବେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ସେନା ସକ୍ରିୟ ହୋଇଛି। ଆଉ ଋଷ ସେନା…

ବନିଶିରେ ମାଛ ବଦଳରେ ପଡ଼ିଲା କୁମ୍ଭୀର ଛୁଆ

ଯାଜପୁର: ବନିଶିରେ ମାଛ ବଦଳରେ ପଡ଼ିଲା କୁମ୍ଭୀର । ଯାଜପୁର ଜିଲ୍ଲା ବରୀ ବ୍ଲକ ରମ୍ପା ଗାଁ ପଗିଡ଼ିଆ ନଦୀରୁ କୁମ୍ଭୀର ଛୁଆ ଉଦ୍ଧାର ହୋଇଛି । ଗାଁର କୁନା ମଲ୍ଲିକ ମାଛ ଧରିବାକୁ ପଗିଡ଼ିଆ ନଦୀରେ ବନିଶି ପକାଇଥିଲେ । ହେଲେ ବନିଶିରେ ମାଛ ନପଡ଼ି ପଡ଼ିଥିଲା କୁମ୍ଭୀର ଛୁଆ । ସଙ୍ଗେ ସଙ୍ଗେ କୁନା…