ଅଷ୍ଟ୍ରେଲିଆକୁ ୮ରନରେ ପରାସ୍ତ କରି ଭାରତର ୫୦୦ତମ ଦିନିକିଆ ବିଜୟ ହାସଲ

ନାଗପୁର: ଅଧିନାୟକ ବିରାଟ କୋହଲିଙ୍କ ଶତକ ଓ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଅନ୍ତିମ ଓଭରରେ ଶେଷ ୨ଟି ୱିକେଟ ଅକ୍ତିଆର କରିବା ଫଳରେ ଭାରତ ୨ୟ ଦିନିକିଆରେ ଚିତାକର୍ଷକ ବିଜୟ ହାସଲ କରିପାରିଛି । ଏହା ଭାରତର ରେକର୍ଡ଼ ୫୦୦ତମ ଦିନିକିଆ ବିଜୟ...

ବିଶ୍ୱକପ ଫୁଟବଲ: ‘ମୁସା’ଙ୍କ ୨ଟି ଚମତକାର ଗୋଲରେ ନାଇଜେରିଆର ପ୍ରଥମ ବିଜୟ

ମସ୍କୋ : ଚଳିତ ଫିଫା ବିଶ୍ୱକପ ଫୁଟବଲ ଏବେ ବେଶ୍ ରୋଚକ ଆଡ଼କୁ ଗତି କରିବାରେ ଲାଗିଛି । ଆଫ୍ରିକୀୟ ଦେଶ ନାଇଜେରିଆ ଦଳର ଚର୍ଚ୍ଚିତ ଖେଳାଳୀ ଅହମ୍ମଦ ‘ମୁସା’ଙ୍କ ଦୁଇଟି ଆକର୍ଷଣୀୟ ଗୋଲ୍ ଜରିଆରେ ଆଇସଲ୍ୟାଣ୍ଡକୁ ୨-୦ ବ୍ୟବଧାନରେ ପରାସ୍ତ କରିଛି...

ଓଡ଼ିଶା ରୋଲର୍ ସ୍କେଟିଂ ଟିମର ‘ଗିନିଜ୍ ୱାର୍ଲ୍ଡ ରେକର୍ଡ଼’ ପ୍ରବେଶ, ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଓଡ଼ିଶା ରୋଲର୍ ସ୍କେଟିଂ ଟିମ୍ ‘ଗିନିଜ୍ ୱାର୍ଲ୍ଡ ରେକର୍ଡ଼’ରେ ପ୍ରବେଶ କରିଥିବାରୁ ରାଜ୍ୟପାଳ ଶନିବାର ଦିନ ଏହି ୧୩ ଜଣିଆ ଦଳକୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି ଟିମ୍ ନଭେମ୍ବର ୧୦ ତାରିଖ ୨୦୧୮ ରେ କର୍ଣ୍ଣାଟକର ବେଲଗାଭିଠାରେ ଦୀର୍ଘ...

ଦୂତିଙ୍କୁ ୧୦୦ ମିଟର୍ ସ୍ୱର୍ଣ୍ଣ ପଦକ

ପାତିଆଲା: ଓଡ଼ିଆ ସ୍ପ୍ରିଣ୍ଟ୍ କୁଇନ୍ ଦୂତି ଚାନ୍ଦ ୨୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ହାସଲ କରିବା ପରେ ୧୦୦ ମିଟର ସ୍ଫ୍ରିଣ୍ଟରେ ମଧ୍ୟ ସ୍ୱର୍ଣ୍ଣପଦକ ହାସଲ କରି ରେକର୍ଡ଼ ସୃଷ୍ଟି କରିଛନ୍ତି । ପଞ୍ଜାବର ପାତିଆଲାଠାରେ ୨୩ତମ ଫେଡ଼େରେସନ କପ୍ ଜାତୀୟ ସିନିୟର୍...

ବିଶ୍ୱକପ ଫୁଟବଲ: ଆଜିର ସେମିଫାଇନାଲ ଲଢେଇରେ ଇଂଲଣ୍ଡ-କ୍ରୋଏସିଆ ମୁକାବିଲା

ମସ୍କୋ : ଫିଫା ବିଶ୍ୱକପ ଫୁଟବଲ ଏବେ ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ସେମିଫାଇନାଲ ଜିତି ଫ୍ରାନ୍ସ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ଆଜି ଦ୍ୱିତୀୟ ସେମିଫାଇନାଲ । ଆଜିର ସେମିଫାଇନାଲ ବିଜେତା ହିଁ ଫାଇନାଲରେ ଭେଟିବ ଅଭିଜ୍ଞ ଫ୍ରାନ୍ସ ଦଳକୁ...

ମହିଳା ବିଶ୍ୱକପ ଟି-୨୦: ଆୟାର୍ଲାଣ୍ଡକୁ ପରାସ୍ତ କରି ଭାରତ ସେମିଫାଇନାଲରେ

ଜାମାଇକା: ଭାରତୀୟ ମହିଳା କ୍ରିକେଟ ଦଳ ବିଶ୍ୱକପ ଟି-୨୦ ସେମିଫାଇନାଲରେ ପହଞ୍ଚିଛି । ପ୍ରଥମ ୨ଟି ମ୍ୟାଚ ଜିତିବା ପରେ ଗୁରୁବାର ଦିନ ଆୟାର୍ଲାଣ୍ଡକୁ ୫୨ ରନରେ ପରାସ୍ତ କରି ଭାରତ ଲଗାତର ୩ୟ ବିଜୟ ହାସଲ କରିପାରିଛି । ଫଳରେ ଭାରତ...

ବିରାଟ ଓ ଅନୁଷ୍କା ଜଙ୍ଗଲରେ ବୁଲିଲେ, ଟ୍ୱିଟ୍ଟ୍ କରି ଫଟୋ ସେୟାର୍ କଲେ

ୱେଲିଂଟନ: ଏବେ ବେଶ୍ ଚର୍ଚ୍ଚାରେ ଥିବା ସେଲିବ୍ରିଟି ଦମ୍ପତ୍ତି ହ୍ୟାଣ୍ଡସମ୍ ଇଣ୍ଡିଆନ୍ କ୍ରିକେଟର୍ ବିରାଟ କୋହଲି ଓ ବଲିଉଡ୍ ସେନସେସନ୍ ଅନୁଷ୍କା ଶର୍ମା ନ୍ୟୁଜିଲାଣ୍ଡରେ ଥିବା ଏକ ଜଙ୍ଗଲରେ ଦିନ ତମାମ ବୁଲାବୁଲି କରିଛନ୍ତି । ଏନେଇ ଦୁଇଜଣ ବେଶ୍ ଖୁସି ଥିବା...

ପ୍ରଥମ ଦିନିକିଆ: ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କଲା ଭାରତ

ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶନିବାର ଦିନ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ୧ମ ଦିନିକିଆରେ ବିରାଟ ବାହିନୀ କଙ୍ଗାରୁ ଦଳକୁ ୬ ୱିକେଟରେ ପରାସ୍ତ କରିଛି । ଟସ ଜିିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ...

କୋଲକତାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ବେଳେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର: କୋଲକାତାର ସାଇ ଖେଳ ପଡ଼ିଆରେ ଶନିବାର ଦିନ ଫୁଟବଲ୍ ଖେଳୁଥିବା ବେଳେ ଓଡ଼ିଶାର ୨୩ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଯୁବକ ଜଣକ ଭୁବନେଶ୍ୱର ବାସିନ୍ଦା ତଥା କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର (ଏନଏଲୟୁଓ) ଛାତ୍ର ରିତ୍ୱିକ ଦାସ ବୋଲି...

ବିରାଟଙ୍କ ୪୦ତମ ଶତକ, ଅଷ୍ଟ୍ରେଲିଆ ସାମ୍ନାରେ ୨୫୧ରନର ବିଜୟ ଲକ୍ଷ୍ୟ

ନାଗପୁର: ଆଜି ନାଗପୁରଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୨ୟ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କର ୪୦ ତମ ଶତକ ହାସଲ କରିଛନ୍ତି । Take a bow #KingKohli 👏👏#INDvAUS pic.twitter.com/x5vvfXhA1d — BCCI (@BCCI) March 5,...

ସାହିତ୍ୟ