Latest Odisha News

BREAKING NEWS

Browsing Category

ଫୂଟବଲ

ଓଡିଶା ମହିଳା ଲିଗ ଫୁଟବଲ: ଉନ୍ମୋଚିତ ହେଲା ଜର୍ସି

ଭୁବନେଶ୍ୱର: ଓଡିଶା ଫୁଟବଲ ଆସୋସିଏଶନ ଓ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ମିଳିତ ସହାୟତାରେ ଓଡିଶା ମହିଳା ଲିଗ ଫୁଟବଲ ଫେବୃୟାରୀ ୧୨ରୁ ଆରମ୍ଭ ହେବ । କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଏହାର ଜର୍ସି ଉନ୍ମୋଚିତ ହୋଇଥିଲା । କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ସେକ୍ରେଟାରୀ ଆର.ଭିନିଲ…

ଆରପାରିରେ ଭାରତୀୟ ଫୁଟବଲ୍ ଟିମର ପୂର୍ବତନ କୋଚ୍

କୋଲକାତା: ଚାଲିଗଲେ ଦେଶର ମହାନ ଫୁଟବଲ୍ ତାରକା ସୁବାସ ଭୌମିକ । ସେ ଭାରତୀୟ ଫୁଟବଲ ଟିମର କୋଚ ମଧ୍ୟ ଥିଲେ । ଆଜି ସକାଳେ ତାଙ୍କର ପରଲୋକ ଘଟିଛି । ସେ ଗତ ୩ମାସ ଧରୀ କିଡ଼ୀ ରୋଗରେ ପୀଡ଼ିତ ଥିଲେ । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩…

ଏଆଇଏଫଏଫ କାଟାଗୋରୀ-୨ ଜାତୀୟ ରେଫରି ପରୀକ୍ଷା: ଲିଖିତ, ଫିଟନେସରେ ଉତୀର୍ଣ୍ଣ ହେଲେ ୪ ଓଡିଆ

ଭୁବନେଶ୍ୱର: ସର୍ବ ଭାରତୀୟ ଫୁଟବଲ ଆସୋସିଏଶନ (ଏଆଇଏଫଏଫ) କାଟାଗୋରୀ-୨ ଜାତୀୟ ରେଫରି ପରୀକ୍ଷା ଆୟୋଜିତ କରୁଛି । ପ୍ରାଥମିକ ପର୍ଯ୍ୟାୟରେ ଓଡିଶାର ୪ଜଣ ଲିଖିତ ଏବଂ ଫିଟନେସ ଟେଷ୍ଟରେ ପାସ କରିଛନ୍ତି । ସେମାନେ ହେଲେ କିଶନ ଦାସ, ଆଶୀର୍ବାଦ କାନୁନଗୋ, ଭିମ କୁମାର ଛେତ୍ରୀ ଓ ଅରୁନ ନାୟକ ।…

ଅଭିନେତ୍ରୀ ନିକୋଲାଙ୍କୁ ପତ୍ନୀ କହିଲେ ବେକହାମଙ୍କ ବଡ ପୁଅ

ଲଣ୍ଡନ: ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ଡେଭିଡ ବେକହାମଙ୍କ ବଡ ପୁଅ ବ୍ରୁକଲିନ ନୂଆ ବର୍ଷରେ ନୂତନ ଘୋଷଣା କରିଛନ୍ତି । ଆମେରିକାର ଲୋକପ୍ରିୟ ଅଭିନେତ୍ରୀ ନିକୋଲା ପେଲଟଜଙ୍କ ସହ ସେ ଏକ ଫଟୋ ଶେୟାର କରି ପତ୍ନୀ ଭାବେ ସମ୍ବୋନ୍ଧିତ କରିଛନ୍ତି । କୁଲାଇ ୨୦୨୦ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ।…

ମହାନ ଫୁଟବଲ ଖେଳାଳି ମେସିଙ୍କୁ କରୋନା

ନୂଆଦିଲ୍ଲୀ: ଫୁଟବଲର ମହାନ ଖେଳାଳି ଆର୍ଜେଂଟିନାର ଲିଓନେଲ ମେସି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଫ୍ରାନ୍ସର ପ୍ରତିଷ୍ଠିତ କ୍ଲବ ପ୍ୟାରିସ ସେଂଟ ଜର୍ମନ ସହ ମେସି ଗତବର୍ଷ ଚୁକ୍ତିବଦ୍ଧ ହୋଇଥିଲେ । ମେସିଙ୍କ ସମେତ ପିଏସଜିର ଆଉ ୩ଜଣ ଖେଳାଳିଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିବା…

ଆଇଏସଏଲ: ହାଇଦ୍ରାବାଦ ନିକଟରୁ ଓଡିଶା ଏଫସିର ଶୋଚନୀୟ ପରାଜୟ

ଭୁବନେଶ୍ୱର: ଗୋଆର ବାମ୍ବୋଲିମ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଆଇଏସଏଲର ଏକ ମୁକାବିଲାରେ ହାଇଦ୍ରାବାଦ ୬-୧ ଗୋଲରେ ଶୋଚନୀୟ ଭାବେ ଓଡିଶା ଏଫସିକୁ ପରାସ୍ତ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଓଡିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ବିଜୟୀ ଦଳ ପକ୍ଷରୁ ବାର୍ଥେଲୋମିଓ ଓଗାବେଚ ୨ଟି ଗୋଲ…

ଇଂଲିଶ ପ୍ରିମିୟର ଲିଗରେ କରୋନା ବିସ୍ଫୋଟ

ଲଣ୍ଡନ: ଇଂଲିଶ ପ୍ରିମିୟର ଲିଗ ଫୁଟବଲ ଟୁର୍ଣ୍ଣାମେଂଟରେ ଦର୍ଶକଙ୍କ ଉପରେ କଟକଣା ନ ଲଗାଇବା ମହଙ୍ଗା ସାବ୍ୟସ୍ତ ହୋଇଛି । ପ୍ରାରମ୍ଭିକ ରିପୋର୍ଟରେ ଖେଳାଳି, ସପୋର୍ଟିଂ ଷ୍ଟାଫଙ୍କ ସମେତ ୧୦୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏହା ସତ୍ୱେ ଏବେ ବି ଦର୍ଶକଙ୍କ ଏଂଟ୍ରି ଉପରେ କଟକଣା ଲଗାଯାଇ…

ଗୋଆ ସହ ମ୍ୟାଚ ଡ୍ର ରଖିଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ଓ ଏଫସି ଗୋଆ ମଧ୍ୟରେ ଗୋଆର ତିଳକମୈଦାନ ଷ୍ଟାଡିୟମରେ ଅନୁଷ୍ଠିତ ଆଇଏସଏଲ ଫୁଟବଲର ଏକ ରୋମାଂଚକର ମୁକାବିଲା ୧-୧ରେ ଡ୍ର ରହିଛି । ସମ୍ପୂର୍ଣ୍ଣ ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିଥିଲା । ମ୍ୟାଚର ୪୨ତମ ମିନିଟରେ ଇଭାନ ଗାରିଡୋ ଗୋଞ୍ଜାଲେଜ ଗୋଆ ପକ୍ଷରୁ ଏକମାତ୍ର ଗୋଲଟି…

ଆସାମରୁ ଉଦ୍ଧାର ହେଲା ମାରାଡୋନାଙ୍କ ଚୋରି ଘଂଟା

ନୂଆଦିଲ୍ଲୀ:ଆର୍ଜେଂଟିନାର ମହାନ ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କ ଚୋରି ହୋଇଥିବା ଘଂଟା ଆସାମରୁ ଉଦ୍ଧାର ହୋଇଛି । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି । ମାରାଡୋନାଙ୍କ ମୃତ୍ୟୁ ୨୦୨୦ରେ ହୋଇଥିଲା । ଆସାମ ଓ ଦୁବାଇ ପୋଲିସ ମିଳିତ ଭାବେ…

ଆଇଏସଏଲ: ଆରିଡାଇ, ରୋଡାସଙ୍କ ଡବଲ ଗୋଲ ବଳରେ ଇଷ୍ଟବେଙ୍ଗଲକୁ ହରାଇଲା ଓଡିଶା

ଭୁବନେଶ୍ୱର: ଗୋଆର ତିଳକ ମୈଦାନ ଷ୍ଟାଡିୟମରେ ମଙ୍ଗଳବାର ଆଇଏସଏଲର ଏକ ରୋମାଂଚକ ମୁକାବିଲାରେ ଓଡିଶା ଏଫସି ୬-୪ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି । ଏହା ଓଡିଶାର କ୍ରମାଗତ ଦ୍ୱିତୀୟ ବିଜୟ । ଆରିଡାଇ କାବ୍ରେରା ଓ ହେକ୍ଟର ରୋଡାସଙ୍କ ଡବଲ ଗୋଲ ବଳରେ ଓଡିଶା ଏହି ବିଜୟ ହାସଲ କରିଛି । ରୋଡାସ…