Latest Odisha News

BREAKING NEWS

Browsing Category

ସମ୍ବଲପୁର

Sambalpur

ଦୁଇ ଦିନିଆ ଭାରତ ବନ୍ଦ ପାଇଁ ୨ ଦିନ ଘୁଞ୍ଚିଲା ସମସ୍ତ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ଭାରତ ବନ୍ଦ । କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ପକ୍ଷରୁ୧୨ ଦଫା ଦାବି ନେଇ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୁଇ ଦିନ ପାଇଁ ପରୀକ୍ଷାକୁ ଘୁଞ୍ଚାଇ…

ପୁଣି ଜନ୍ମ ନେଲେ ଯୋଡ଼ା ଶିଶୁକନ୍ୟା

ସମ୍ବଲପୁର: ପୁଣି ଜନ୍ମ ନେଲେ ଯୋଡ଼ା ଶିଶୁ । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ନେଇଛନ୍ତି ଯୋଡା ଶିଶୁକନ୍ୟା । ରେଙ୍ଗାଲି ଅଞ୍ଚଳର ଦମ୍ପତ୍ତିଙ୍କର ଏଭଳି ଯୋଡା ଶିଶୁ ଜନ୍ମ ହୋଇଛନ୍ତି । ଯୋଡ଼ା ଶିଶୁକନ୍ୟା ଜନ୍ମରୁ ଆରମ୍ଭ ହୋଇଛି ଯନ୍ତ୍ରଣା । ସମ୍ବଲପୁର ଜିଲ୍ଲାରେ ଏହା ପ୍ରଥମ…

ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ

ସମ୍ବଲପୁର  : ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗାଁରେ ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ୮ ବର୍ଷର ଶିଶୁକନ୍ୟାକୁ ଗଳାକାଟି ନୃଶଂସ ଭାବେ ହତ୍ୟା କରିଥିଲା ଯୁବକ । ଏହା ପରେ…

ସମଲେଶ୍ବରୀ ମନ୍ଦିର ବିକାଶ କାମର ସମୀକ୍ଷା: ସମ୍ବଲପୁରରେ 5-T ସଚିବ ଓ ମୁଖ୍ୟ ଶାସନ ସଚିବ

ସମ୍ବଲପୁର: ସମଲେଶ୍ବରୀ ମନ୍ଦିର ବିକାଶ କାମର ସମୀକ୍ଷା  । ମନ୍ଦିର ବିକାଶ କାମର ସମୀକ୍ଷା ଲାଗି ସମ୍ବଲପୁରରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ପହଞ୍ଚିଛନ୍ତି । ଏଦୁଇ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ…

ହୋଲିରେ ଅଘଟଣ : ଖର୍ଲା ନଦୀରେ ବୁଡିଗଲେ ୨ଜଣ ଶ୍ରମିକ ,ଜଣଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର : ହୋଲିରେ ବଡ ଧରଣର ଅଘଟଣ । କୁଚିଣ୍ଡା ଖର୍ଲା ନଦୀରେ ଗାଧୋଇଲା ବେଳେ ବୁଡି ଗଲେ ଦୁଇ ଜଣ ସାଙ୍ଗ । ହୋଲି ଖେଳ ସାରି ନଦୀକୁ ଗାଧୋଇବାକୁ ଯାଇଥିଲେ ।ହେଲେ ହଠାତ୍ ଗୋଡ ଖସିଯିବାରୁ ଦୁଇଜଣ ବୁଡି ଯାଇଛନ୍ତି ।  ପରେ ଘଟଣା ସ୍ଥଳରୁ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।ଅନ୍ୟ ଜଣେ ଏବେ…

ଦୁର୍ଘଟଣା ପରେ ଲଙ୍କାକାଣ୍ଡ

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ଜାତୀୟ ରାଜପଥର ୫୩ରେ ସର୍ଲାପାଲି ଛକ ନିକଟରେ ଦୁର୍ଘଟଣା । ମର୍ଣ୍ଣିଂୱାକରେ ଯିବା ବେଳେ ବରିଷ୍ଠ ଆଇନଜିବୀଙ୍କ ଉପରେ ଅଙ୍ଗୁର ବୋଝେଇ ଟ୍ରକ୍‌ ମାଡ଼ି ଗଲା । ମୃତକଙ୍କ ନାଁ ଉମେଶ ଚନ୍ଦ୍ର ପ୍ରଧାନ ଓ ଘର ସାକ୍ଷୀପଡ଼ାରେ । ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର…

ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ନିସ୍ତୁକ ମାଡ

ସମ୍ବଲପୁର: ପୁଣି ଭିସୁଟରେ ରାଗିଂ ଅଭିଯୋଗ । ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ ଆସିଛି ।  ଭିଡିଓ ଥିବାରୁ ମୋବାଇଲ ଭାଂଗିଲେ ସିନିୟର ଛାତ୍ର ।ଏହାସହିତ ହଷ୍ଟେଲ ବାହାରକୁ ଡାକି ମାଡ ମାରିଥିବାର ଅଭିଯୋଗ ହୋଇଛି । ଭିସିଙ୍କ ନିକଟରେ ଅଭିଯୋଗ କରିବେ ଛାତ୍ରଛାତ୍ରୀ ।…

ସମ୍ବଲପୁର ଜିଲ୍ଲାର ୯ଟି ଜୋନରେ ବିଜେଡି ଆଗୁଆ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ‌ଜୋନରେ ଗଣତି ଚାଲିଛି । ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୮ ଓ ବିଜେପି ୧ଟି ଜୋନରେ ଆଗୁଆ ରହିଛି । କେବଳ ରେଢାଖୋଲ-୧ରେ ବିଜେପି ଆଗରେ ଅଛି। ଅନ୍ୟସବୁ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ…

ଫରେଷ୍ଟ ଗାର୍ଡଙ୍କ ସାହସକୁ ସଲାମ, ଜୀବନକୁ ବାଜି ଲଗାଇ ଦନ୍ତା ସହ ମୁହାଁମୁହିଁ

ସମ୍ବଲପୁର : ଫରେଷ୍ଟ ଗାର୍ଡଙ୍କ ଦୁଃସାହସ। ଗାଁର ଲୋକଙ୍କୁ ରକ୍ଷା କରିବାକୁ ଯାଇ ଦନ୍ତା ସହିତ ମୁହାଁମୁହିଁ। ନିଜ ଜୀବନକୁ ବାଜି ଲଗାଇ ହାତରେ ମଶାଲ ଧରି ଜଙ୍ଗଲୀ ଦନ୍ତା ସହିତ ମୁକାବିଲା କରୁଛନ୍ତି ଫରେଷ୍ଟ ଗାର୍ଡ ଜଣକ। ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।ଫରେଷ୍ଟ…

ସମ୍ବଲପୁରରେ ଭିଜିଲାନ୍ସ ରେଡ୍: ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର

ସମ୍ବଲପୁର: ସମ୍ବଲପୁରରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁରରେ ଭିଜିଲାନ୍ସ ରେଡ୍ ।  ଚିଫ୍ ଇଂଜିନିୟର ତଥା ଚିଫ୍ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନୀଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ  ।…