ହୋଟେଲରୁ ୭ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ମାଲିକ ଓ ଜଣେ କର୍ମଚାରୀ ଗିରଫ

ଆଠଗଡ଼: ହୋଟେଲରୁ ଜବତ ହେଲା ବ୍ରାଉନସୁଗର । କଟକ ଜିଲ୍ଲା ପୁରୁଣା କଟକ-ସମ୍ବଲପୁର ରାସ୍ତା ଆଙ୍କୁଲାଠାରେ ଥିବା ଏକ ହୋଟେଲ୍‌ରେ ଚଢ଼ାଉ କରି ବ୍ରାଉନସୁଗର ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍ । ଜବତ ହୋଇଛି ୧୭୫ ଗ୍ରାମ୍ ବ୍ରାଉନ୍‌ସୁଗର । ଯାହାର ଆନୁମାନିକ...

ବଢିଲା ମାଟ୍ରିକ ଫର୍ମ ପୂରଣ ଅବଧି, ଫେବ୍ରୁଆରୀ ୧୨ ତାରିଖ ମଧ୍ୟରାତ୍ରୀ ଯାଏ କରି ହେବ ଫର୍ମ ପୂରଣ

କଟକ: ମେ’ ୩ ତାରିଖରୁ ଆରମ୍ଭ ହେବ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବୋର୍ଡ ସାର୍ଟି ଫିକେଟ୍ ପରୀକ୍ଷା । ଦଶମ ଶ୍ରେଣୀ ପରୀକ୍ଷା ଲାଗି ଆଜିଥିଲା ଫର୍ମ ପୂରଣର ଶେଷ ତାରିଖ । ଏହାକୁ ବୋର୍ଡ କର୍ତ୍ତୃପକ୍ଷ ୨ ଦିନ...

ସାମୟିକ ପାଇଁ କଟକ ସନ୍‌ ହସ୍ପିଟାଲ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

କଟକ: କଟକ ସନ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା । ହସ୍ପିଟାଲକୁ ସାମୟିକ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ଏବେ ହସ୍ପିଟାଲରେ ଚିକିତ୍ସା ଓ ଡାକ୍ତରୀ ପରୀକ୍ଷା ବନ୍ଦ ରହିଛି । ସୂଚନାଯୋଗ୍ୟ, କନିକା ଛକ ସ୍ଥିତ ସନ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡର...

ଜିଲ୍ଲାପାଳଙ୍କ ୟୁଟର୍ଣ୍ଣ, କହିଲେ, କୋଭିଡ୍‌ ଟୀକା ନ ନେଲେ କଟିବନି ଦରମା

କଟକ: ବଦଳିଲା କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । କୋଭିଡ୍‌ ଟୀକା ନ ନେଲେ ଦରମା କଟିବ ବୋଲି ଜାରି ହୋଇଥିବା ନିର୍ଦ୍ଦେଶ ୨୪ ଘଣ୍ଟା ମଧ୍ୟରେ ବଦଳିଯାଇଛି । ବିଭିନ୍ନ ମହଲରୁ ସମାଲୋଚନା ପରେ ସ୍ପଷ୍ଟୀକରଣ ଦେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି...

ମାହାଙ୍ଗା ଡବଲ ମର୍ଡର ମାମଲା: ମୁଖ୍ୟ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ

କଟକ: ମାହାଙ୍ଗା ଡବଲ ମର୍ଡର ଓ ୨୦୧୮ ବିକାଶ ଜେନା ହତ୍ୟା ମାମଲାର ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ଟାଙ୍ଗୀ ଥାନା ଗୋବିନ୍ଦପୁର ଅଞ୍ଚଳରୁ ପ୍ରଫୁଲ୍ଲଙ୍କ ମୃତଦେହ ଉଦ୍ଧାର ହୋଇଛି । କଣ୍ଟେନର ତଳୁ ଉଦ୍ଧାର ହୋଇଛି ମୃତଦେହ...

ଭ୍ୟାକ୍ସିନ ନ ନେଲେ ମିଳିବନି ଦରମା, କଟକ ଜିଲ୍ଲାପାଳଙ୍କ ଅଜବ ନିୟମ 

କଟକ: ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ କଟକ ଜିଲ୍ଲାରେ କୋଭିଡ୍ ଟିକାକରଣ କମ ସଂଖ୍ୟାରେ ହେଉଛି । ଯାହାକୁ ନେଇ କଠୋଇ ଆଭିମୁଖ୍ୟ ଗ୍ରହଣ କରିଛନ୍ତି କଟକ ଜିଲ୍ଲାପାଳ । ଟିକାକରଣ ପ୍ରତିଶତ ବଢ଼ାଇବା ଲାଗି ଜିଲ୍ଲାପାଳ ସିଏମସି କମିଶନରଙ୍କ ସମେତ ବିଭିନ୍ନ...

କଟକ ମଙ୍ଗୁଳି ଛକରୁ ଗଞ୍ଜେଇ ଜବତ, ୨ ଗିରଫ

କଟକ: ବୌଦ୍ଧରୁ ବାଲେଶ୍ୱର ଗଞ୍ଜେଇ ଚାଲାଣ ବେଳେ କଟକ ମଙ୍ଗୁଳି ଛକରୁ ଧରାପଡ଼ିଲା । ଜବତ ହୋଇଛି ବିପୁଳ ପରିମାଣରେ ଗଞ୍ଜେଇ । ୧୦୫ କେଜି ଗଞ୍ଜେଇ ଜବତ କରିଛି କଟକ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ । ଏହି ଘଟଣାରେ ଦୁଇ ଜଣଙ୍କ...

କଟକ ସନ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା : ତଦନ୍ତ ଆରମ୍ଭ କଲା ଅଗ୍ନିଶମ ବିଭାଗ

କଟକ: କଟକ ସନ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଆରମ୍ଭ କଲା ଅଗ୍ନିଶମ ବିଭାଗ । ଡେପୁଟି ଫାୟାର ଅଫିସରଙ୍କ ନେତୃତ୍ବରେ ଗଠିତ ହୋଇଥିବା ଟିମ୍ ହସ୍ପିଟାଲ ପରିସରରେ ତଦନ୍ତ ଆରମ୍ଭ କରିଛି । ତେବେ ହସ୍ପିଟାଲରେ କିଭଳି ଏବଂ କେଉଁ ପରିସ୍ଥିତିରେ...

ରାମଚନ୍ଦ୍ର ବେହେରା ପାଇଲେ ଚଳିତ ବର୍ଷର ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ

କଟକ : ସାରଳା ସାହିତ୍ୟ ସଂସଦ ପକ୍ଷରୁ କଟକର ସାରଳା ଭବନଠାରେ କାବ୍ୟ ସରସ୍ୱତୀ ସଚ୍ଚି ରାଉତରାୟଙ୍କ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଡ. ପ୍ରଭାକର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ପଦ୍ମଭୂଷଣ ରମାକାନ୍ତ ରଥ ମୁଖ୍ୟ ଅତିଥି ଭାବରେ...

କଟକ ନେତାଜୀ ବସ୍ ଟର୍ମିନାଲ ପାଇଁ ଜମି ଅଧିଗ୍ରହଣ ଆରମ୍ଭ

କଟକ: କଟକରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ ପାଇଁ ଆରମ୍ଭ ହେଲା ଜମି ଅଧିଗ୍ରହଣ କାମ । ପ୍ରଥମ ପର୍ଯ୍ୟାୟରେ ଉଚ୍ଛେଦ ହେଲା ବାଦାମବାଡ଼ି ବାଳିକା ହାଇସ୍କୁଲ । ପ୍ରୋକଲିନ୍ ଯୋଗେ ଘର ଭଙ୍ଗା ଯାଉଛି । ନିକଟରେ ଥିବା ସରକାରୀ ଜମିରୁ...

ସାହିତ୍ୟ