Latest Odisha News

BREAKING NEWS

Browsing Category

କ୍ରିକେଟ

୧୯ ବର୍ଷରୁ କମ୍ ଏସିଆ କପ: ୮ମ ଥର ଫାଇନାଲରେ ଭାରତ

ଶାରଜା: ଚଳିତ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ବାଂଲାଦେଶକୁ ୧୦୩ ରନରେ ହରାଇ ଭାରତ ୮ମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଟାଇଟଲ ମୁକାବିଲାରେ ଭାରତ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ ବିନିମୟରେ ୨୪୩ ରନ କରିଥିଲା । ଶେଖ ରଶିଦ ଆକର୍ଷଣୀୟ ୯୦…

ଟିମ ଇଣ୍ଡିଆର ଜୋରଦାର ପ୍ରଦର୍ଶନ: ସେଂଚୁରିଆନରେ ପ୍ରଥମ ବିଜୟ

ସେଂଚୁରିଆନ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟକୁ ଭାରତ ୧୧୩ ରନରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଜିତିନେଇଛି । ଏଥିସହ ସେଂଚୁରିଆନରେ ଭାରତ ପ୍ରଥମ ଟେଷ୍ଟ ବିଜୟ ହାସଲ କରି ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ର ଅଗ୍ରଣୀ ହାସଲ କରିଛି । ୩୦୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି…

ମୁମ୍ବାଇ ରଣଜୀ ଟ୍ରଫି ଟିମରେ ଜୁନିୟର ସଚିନ

ମୁମ୍ବାଇ: ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନଙ୍କୁ ଦକ୍ଷତା ପ୍ରତିପାଦିତ କରିବା ପାଇଁ ବହୁତ ବଡ ସୁଯୋଗ ମିଳିଛି । ତାଙ୍କୁ ପ୍ରଥମ ଥର ପାଇଁ ମୁମ୍ବାଇର ରଣଜୀ ଟ୍ରଫି ଦଳରେ ସାମିଲ କରାଯାଇଛି । ୪୧ ଥର ରଣଜୀ ଚାମ୍ପିୟନ ମୁମ୍ବାଇ ଦଳର ନେତୃତ୍ୱ ଏଥର ପୃଥ୍ୱୀ ଶ ପ୍ରଦାନ…

ବିଜୟ ପାଇଁ ଭାରତକୁ ଦରକାର ଆଉ ୬ ୱିକେଟ

ସେଂଚୁରିଆନ: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବିଜୟ ଦ୍ୱାର ଦେଶରେ ଭାରତ ପଂହଚିଛି । ଗୁରୁବାର ଅନ୍ତିମ ଦିବସରେ ଭାରତକୁ ୬ ୱିକେଟ ଆବଶ୍ୟକ ହେଉଥିବା ବେଳେ ଦକ୍ଷିଣ ଆଫ୍ରିକା ୨୧୧ ରନ ଦରକାର କରୁଛି । ଭାରତ ପ୍ରଦତ ୩୦୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି…

୧୬ ବର୍ଷରୁ କମ ବିଜୟ ମର୍ଚ୍ଚାଂଟ ଟ୍ରଫି: ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର: ଗୌହାଟୀରେ ୯ ଜାନୁୟାରୀ ୨୦୨୨ରେ ହେବାକୁ ଥିବା ୧୬ ବର୍ଷରୁ କମ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷଣା ହୋଇଛି ୨୦ ଜଣିଆ ଓଡ଼ିଶା ଟିମ୍ । ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏ ନେଇ ସୂଚନା ଦେଇଛନ୍ତି । ଶ୍ରେୟାଂଶ ଭରଦ୍ବାଜଙ୍କୁ ଅଧିନାୟକ ଦାୟିତ୍ବ…

ଭାରତର ୨୦୨୨ କ୍ରିକେଟ କାର୍ଯ୍ୟସୂଚୀ

ପୁରୀ: ୨୦୨୨ ପାଇଁ ଭାରତର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଘୋଷିତ । ଭାରତ ପାଇଁ ଏଥର ଟି୨୦ ବିଶ୍ୱକପ ଜିତିବା ସୁଯୋଗ ମଧ୍ୟ ରହିଛି । ଜାନୁୟାରୀ: ଡିସେମ୍ବର ୨୬ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଛି । ଜାନୁୟାରୀ ବାକି ଥିବା ୨ ଟେଷ୍ଟ ଏବଂ ଦିନିକିଆ ସିରିଜ…

ଦକ୍ଷିଣ ଆଫ୍ରିକା ୧୯୭ରେ ଅଲଆଉଟ, ସାମିଙ୍କୁ ୫ ୱିକେଟ

ସେଂଚୁରିଆନ: ମହମ୍ମଦ ସାମିଙ୍କ ଚମତ୍କାର ବୋଲିଂ ଯୋଗୁ ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟର ୩ୟ ଦିବସରେ ଭାରତ ୧୯୭ ରନରେ ଦକ୍ଷିଣ ଆଫ୍ରିକାକୁ ଅଲଆଉଟ କରିଛି । ଏଥିସହ ଟିମ ଇଣ୍ଡିଆ ୧୩୦ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରନେଇଛି । ସାମି ୫ଟି ୱିକେଟ ଅକ୍ତିଆର କରିଥିଲେ । ସେ କପିଳ…

ବୋଲିଂ ବେଳେ ବୁମରାହଙ୍କ ପାଦ ମୋଡି ହୋଇଗଲା, ଡାକ୍ତରୀ ରିପୋର୍ଟକୁ ଅପେକ୍ଷା

ସେଂଚୁରିୟାନ: ଦକ୍ଷିଣ ଆଫ୍ରିକା ବିପକ୍ଷ କ୍ରିକେଟ ସିରିଜ ଅବସରରେ ଭାରତକୁ ଶକ୍ତ ଧକ୍କା ଲାଗିଛି । ଦଳର ମୁଖ୍ୟ ବୋଲର ଯଶପ୍ରୀତ ବୁମରାହ ବୋଲିଂ କଲା ବେଳେ ତାଙ୍କ ପାଦ ମୋଡି ହୋଇଯାଇଛି । ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପଡିଆ ବାହାରକୁ ନିଆଯାଇଥିଲା । ଶ୍ରେୟାଶ ଆୟାରଙ୍କୁ ବଦଳ…

ଭାରତକୁ ଅପମାନ କରିଥିଲେ ଭନ, ମଧୁର ପ୍ରତିଶୋଧ ନେଲେ ଜାଫର

ମୁମ୍ବାଇ: ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ୱାସିମ ଜାଫର ଆଜି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ଆଶେସ ସିରିଜର ତୃତୀୟ ମ୍ୟାଚରେ ଇଂଲଣ୍ଡ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା । ଏହା ପରେ ସୋସିଆଲ ମିଡିଆରେ ଭନଙ୍କୁ ଟ୍ରୋଲ…

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ଆଫଗାନିସ୍ତାନକୁ ହରାଇ ସେମିରେ ଭାରତ

ଦୁବାଇ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ୪ ୱିକେଟରେ ଆଫଗାନିସ୍ତାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଫଳରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମୁକାବିଲା ନେଇ ଆଶା ଉଜ୍ଜୀବୀତ ହୋଇଛି । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୨୬୦ ରନର ଟାର୍ଗେଟ ରଖିଥିଲା ।…