ଆଜିଠୁ ଦୁଇ ଦିନ ଲାଗି ମିଳିବନି ଜଗା ଦର୍ଶନ

ପୁରୀ: ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। କୋଭିଡ଼୍ ଗାଇଡ଼ଲାଇନ୍ ଅନୁଯାୟୀ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ପରିସରକୁ ବିଶୋଧନ ପାଇଁ ଦର୍ଶନାର୍ଥୀଙ୍କ ପ୍ରବେଶ ବନ୍ଦ ରଖାଯାଇଛି। ସୋମବାର ପଞ୍ଚୁକର ପ୍ରଥମ ଦିନ ଆରମ୍ଭ ହେଉଛି। ପ୍ରଶାସନ ପକ୍ଷରୁ ବିଭିନ୍ନ...

୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ : ଦୁଇ ଦିନ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର। ରବିବାର ଓ ସୋମବାର ଶ୍ରୀମନ୍ଦିର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ଏହି ବନ୍ଦ ସମୟରେ ଶ୍ରୀମନ୍ଦିର ଭିତର ସାନିଟାଇଜ କରାଯିବ । ଏନେଇ ପୂର୍ବଭଳି ଜଗନ୍ନାଥ...

[ଭିଡ଼ିଓ] ସାହିତ୍ୟ ସାଧନାରେ ସମାଜସେବୀ ତୃପ୍ତି

ପୁରୀ : ପୁରୀ ପାଇଁ ସେ ଗର୍ବ ଆଉ ଗୌରବ । ଏକାଧାରରେ ସେ ଜଣେ ସମାଜସେବୀ ଓ କବୟତ୍ରୀ । ସମାଜ ସେବା ସହିତ ସାହିତ୍ୟ ସାଧନାରେ ବ୍ରତୀ ହେଉଛନ୍ତି ତୃପ୍ତି ପଣ୍ଡା । ପୁରୀ ବଳଙ୍ଗାର ବାୟାବର ଗାଁରେ ଜନ୍ମ...

ପବିତ୍ର ଅଁଳା ନବମୀ: ଶ୍ରୀରାଧାପାଦ ଦର୍ଶନରୁ ବଞ୍ଚିତ ଭକ୍ତ

ସାକ୍ଷୀଗୋପାଳ: ଆଜି ପବିତ୍ର ଅଁଳା ନବମୀ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ କରାଯାଇଥାଏ । ତେବେ ଚଳିତବର୍ଷ କରୋନା କଟକଣା ଯୋଗୁ ରାଧାପାଦ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିରର...

[ଭିଡ଼ିଓ] ପୁରୀ ବେଳାଭୂମିରୁ ଜବରଦଖଲ ଉଚ୍ଛେଦକୁ ବିରୋଧ

ପୁରୀ: ଆଜି ପୁରୀ ପୌରସଂସ୍ଥା ପକ୍ଷରୁ ବେଳାଭୂମିରୁ ଉଠାଦୋକାନୀ ଉଛେଦ ପ୍ରକ୍ରିୟା ଜାରି ରହିଛି । ଏହାର ପ୍ରତିବାଦରେ ଦୋକାନୀମାନେ ରାସ୍ତା ଅବରୋଧ କରିବା ସହ ପୁରୀ ହୋଟେଲ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୁରୀ ସମୁଦ୍ରକୂଳକୁ ଅବରୋଧମୁକ୍ତ,ପରିଷ୍କାର ପରିଚ୍ଛନ୍ନ...

[ଭିଡ଼ିଓ] ବୋମାମାଡ ଘଟଣା ପରେ ପୁରୁଷ ଶୂନ୍ୟ ଗାଁ

ସାତପଡା: ପୁରୀ ସାତପଡା ନାଥପୁରରେ ବୋମାମାଡ ଘଟଣା ପରେ ଦୁଇଟି ଗାଁ ପୁରୁଷ ଶୂନ୍ୟ ହୋଇପଡିଛି । ଘଟଣା ନେଇ ପୋଲିସ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାସ୍ଥଳରେ ଶାନ୍ତି ଫେରାଇ ଆଣିବା ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ...

ଥମୁନି ଅଶାନ୍ତି, ପୁଣି ୫ ଗିରଫ

ସାତପଡ଼ା : ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳର ନାଥପୁରରେ ବୋମାମାଡ଼ ମାମଲା । ଥମୁନି ଅଶାନ୍ତି ।  ସେପଟେ ୩୫ ମୌଜାର ଆଉ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏବେ...

ବୋମାମାଡ଼ ପରେ ସାତପଡ଼ା ନାଥପୁର ଗାଁ ପୁରୁଷଶୂନ୍ୟ

ସାତପଡ଼ା: ସିରିଜ୍‌ ବୋମାମାଡ଼ ପରେ ପୁରୁଷଶୂନ୍ୟ ନାଥପୁର ଗାଁ । ପୁରୀ ଜିଲ୍ଲା ବ୍ରହ୍ମଗିରି ନାଥପୁର ଗାଁରେ ସିରିଜ୍‌ ବୋମାମାଡ଼ ଘଟଣା ପରେ ଗାଁ ଏବେ ପୁରୁଷଶୂନ୍ୟ ହୋଇଯାଇଛି । ବର୍ତ୍ତମାନ ସେଠାକାର ସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି । ପରିସ୍ଥିତିକୁ ନଜରରେ ରଖି...

ଅଳିଆ ପାଇଁ ୟୁଜର୍ସ ଫି’ ଦେବେ ପୁରୀବାସୀ

ପୁରୀ : ଅଳିଆ ପାଇଁ ୟୁଜର୍ସ ଫି ଦେବେ ପୁରୀବାସୀ ।  ଆସନ୍ତା ୧୦ ତାରିଖରୁ ଫି ଆଦାୟ ନେଇ ନିର୍ଦ୍ଦେଶାନାମା ଜାରି କରିବା ପରେ ସହରବାସୀଙ୍କ ଚିନ୍ତା ବଢିଛି । ୫୦୦ ବର୍ଗ ଫୁଟ ବିଶିଷ୍ଟ ଘର ପାଇଁ ୨୫ ଟଙ୍କା,...

କୁଶଭଦ୍ରା ନଦୀରେ ବୁଡ଼ି ବିଟେକ ଛାତ୍ରଙ୍କ ମୃତ୍ୟୁ

ଗୋପ : କୁଶଭଦ୍ରା ନଦୀରେ ବୁଡ଼ି ବିଟେକ ଛାତ୍ରଙ୍କ ମୃତ୍ୟୁ । ପୁରୀ ଜିଲ୍ଲା ଗୋପ ବ୍ଲକ ବଣିଆସାହି ନିକଟ କୁଶଭଦ୍ରା ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ । ମୃତ୍ ଯୁବକ ହେଉଛନ୍ତି ଜଗତସିଂହପୁର ଅଞ୍ଚଳର ବାପି ଦାସ । ବାପି ଜଣେ...

ସାହିତ୍ୟ