Home ଓଡିଶା ସମ୍ବଲପୁର

ସମ୍ବଲପୁର

Sambalpur

ଘର ଭିତରକୁ ଷୁଣ୍ଢ ପୁରାଇ ହାତୀ ଭିଡି ନେଉଛି ସବୁ ଜିନିଷ, ଲୋକେ ଆତଙ୍କିତ

ସମ୍ବଲପୁର: ଦନ୍ତାର ଉତ୍ପାତରେ ତ୍ରାହିତ୍ରାହି ଡାକିଲେଣି ଲୋକେ । ଏପରିକି ବନ ବିଭାଗ ନିରୁପାୟ ହୋଇ ବସିଛି ।  ହାତୀକୁ  ଟ୍ରାଙ୍କୁଲାଇଜ କରିବା ପାଇଁ ଜୋର ଧରିଲାଣି ଦାବି । ସମ୍ବଲପୁର ସଦର ରେଞ୍ଜରେ ଦନ୍ତା ହାତୀର ଉତ୍ପାତ ଦିନକୁ ଦିନ ବଢିବାରେ...

ରାସ୍ତା କଡରେ ପଡିଛି ଗଞ୍ଜେଇ, ଗୋଟାଇବାରେ ବ୍ୟସ୍ତ ଲୋକେ

ସମ୍ବଲପୁର: ରାସ୍ତା କଡରେ ପଡିଛି ଗଞ୍ଜେଇ । ଲୋକେ ମଧ୍ୟ ଗଞ୍ଜେଇ ଗୋଟାଇବାରେ ବ୍ୟସ୍ତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଝାଂକରପାଲି ଅଂଚଳରେ । ସୂଚନାଅନୁସାରେ, ଝାଂକରପାଲିରୁ ହାଲିପାଲି ମଧ୍ୟରେ ଯାଇଥିବା ରାସ୍ତାକଡରେ କେହି ଜଣେ ଗଞ୍ଜେଇ ଫିଙ୍ଗି ଦେଇଛି ।...

କରୋନା କଟକଣା ଭିତରେ ଲାଲଗଡ଼ରେ ଉଡିଲା ତ୍ରିରଙ୍ଗା

ଭୁବନେଶ୍ବର : ଲାଲଗଡ଼ରେ ଉଡିଲା ତ୍ରିରଙ୍ଗା । କୋଭିଡ କଟକଣା ଭିତରେ ମାଲକାନଗିରି ଜିଲ୍ଲାରେ ପାଳିତ ହୋଇଛି ୭୨ ତମ ସାଧାରଣତନ୍ତ୍ର ଦିବସ । ମନ୍ତ୍ରୀ ତୁଷାରକାନ୍ତି ବେହେରା ଜିଲ୍ଲାସ୍ତରୀୟ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ...

ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ 

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ପୁଣି ଦନ୍ତା ହାତୀର ମୃତ୍ୟୁ ହୋଇଛି । ଜୁଜୁମୁରା କଂସର ଜଙ୍ଗଲରେ ବିଦ୍ୟୁତ ଆଘାତରେ ମାଈ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।  ଜଙ୍ଗଲରେ ହାତୀଟି ବାଉଁଶ ଗଛ ଭାଙ୍ଗି ଖାଉଥିବା ବେଳେ ଜଙ୍ଗଲ ମଧ୍ୟ ଦେଇ...

ପ୍ରଫେସର ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର ନୂଆ କୁଳପତି ନିଯୁକ୍ତ। ପ୍ରଫେସର ସଞ୍ଜୀବ ମିତ୍ତଲ ନୂଆ କୁଳପତି ଭାବରେ ନିଯୁକ୍ତି ପାଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଆସନ୍ତା ୪ବର୍ଷ ପାଇଁ ସେ ପଦରେ ରହିବେ। ପ୍ରଫେସର ସଞ୍ଜୀବ...

କୁଚିଣ୍ଡାରେ ପ୍ରଧାନଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କୁଚିଣ୍ଡା: ସମ୍ବଲପୁର କୁଚିଣ୍ଡା ଥାନା ଅନ୍ତର୍ଗତ ଲାଖପଡ଼ା ଗାଁରେ ଶିକ୍ଷକଙ୍କୁ ନିର୍ମମ ହତ୍ୟା । ଆଜି ଖଣ୍ଡେକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଶଙ୍କର ଜୟପୁରିଆ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ତାଙ୍କୁ କିଛି ଦୁର୍ବୁତ ଟାଙ୍ଗିଆରେ ହାଣି ଫେରାର ହୋଇଯାଇଥିଲେ...

କହେଲେ କହେବ ଓ କରବୁ ଯାହା ପାଏବୁ ତାହା ପୁସ୍ତକ ଉନ୍ମୋଚିତ

ସମ୍ବଲପୁର: କୋଭିଡ କଟକଣା ଭିତରେ ସମ୍ବଲପୁରର ସମଲେଶ୍ବରୀ ମନ୍ଦିର ପରିସରରେ ଡ. ଶ୍ୟାମସୁନ୍ଦର ଧରଙ୍କ ରଚିତ ସମ୍ବଲପୁରୀ ପୁସ୍ତକ "କହେଲେ କହେବ" ଓ ଡ. ବିଜୟ ପ୍ରଧାନଙ୍କ ରଚିତ ସମ୍ବଲପୁରୀ ଗଳ୍ପ ସଂକଳନ "କରବୁ ଯାହା ପାଏବୁ ତାହା" ଉନ୍ମୋଚିତ ହୋଇଯାଇଛି। ବରିଷ୍ଠ ନାଗରିକ...

ଟ୍ରେନ୍ ରହଣି ଦାବିରେ ରେଙ୍ଗାଳିଠାରେ ରେଳରୋକ, ୧୨ ଘଣ୍ଟିଆ ବନ୍ଦ ପାଳନ

ସମ୍ୱଲପୁର: ଟ୍ରେନ ରହଣି ଦାବିରେ ରେଳରୋକ । ସମ୍ୱଲପୁର ଜିଲ୍ଲା ରେଙ୍ଗାଲିଠାରେ ଧାନବାଦ-ଏଲଏପି ଟ୍ରେନ୍ ପୁନଃ ରହଣି ଦାବିରେ ଆଜି ରେଳରୋକ କରାଯାଇଛି । ଏହାସହ ନାଗରିକ କ୍ରିୟାନୁଷ୍ଠାନ କମିଟି ଡାକରାରେ ୧୨ ଘଣ୍ଟିଆ ରେଙ୍ଗାଲି ବନ୍ଦ ପାଳନ କରାଯାଉଛି । ସକାଳୁ...

ଉର୍ଦ୍ଦୁ କବି ଜନାବ ସିନ କାଫ ନିଜାମଙ୍କୁ ୨୦୧୯ ଜାତୀୟ ଗଙ୍ଗାଧର ସମ୍ମାନ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୪ ତମ ପ୍ରତିଷ୍ଠା ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି । କୁଳପତି ପ୍ରଫେସର ଦୀପକ ବେହେରାଙ୍କ ଦିଗଦର୍ଶନରେ ଅନୁଷ୍ଠିତ ଅନଲାଇନ ସଭାରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଅର୍କକେଶରୀ ଦାସ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି...

IIM ସମ୍ୱଲପୁର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ସମ୍ୱଲପୁର: ଆଇଆଇଏମ୍‌ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଆଜି ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଶ୍ରୀଜଗନ୍ନାଥ ଓ ମାଆ ସମଲେଇଙ୍କୁ ପ୍ରଣାମ କରି ସମ୍ବୋଧନ ଆରମ୍ଭ କରିଛନ୍ତି...

ସାହିତ୍ୟ