Latest Odisha News
Browsing Category

ଫୂଟବଲ

ଓଡିଶା ଏଫସି ସହ ଚୁକ୍ତିବଦ୍ଧ ହେଲେ ସ୍ପେନର ଜାଭି ହର୍ଣ୍ଣାଣ୍ଡେଜ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ ଫୁଟବଲ ଟୁର୍ଣ୍ଣାମେଂଟର ଆଗାମୀ ସଂସ୍କରଣ ପାଇଁ ଓଡିଶା ଏଫସି ସ୍ପେନର ଷ୍ଟାର ମିଡ ଫିଲ୍ଡର ଜାଭି ହର୍ଣ୍ଣାଣ୍ଡେଜ ସହ ଚୁକ୍ତିବଦ୍ଧ କରିଛି । ସ୍ପେନ, ପୋଲାଣ୍ଡ ଓ ଆଜରବୈଜାନରେ ଅନେକଗୁଡିଏ କ୍ଲବ ପକ୍ଷରୁ ଖେଳି ସାରିଛନ୍ତି । ୨୦୧୯ରେ ଏଟିକେ ତାଙ୍କୁ ସାଇନ…

ସାକାର ହେଲା ମେସିଙ୍କ ସ୍ୱପ୍ନ, ବ୍ରାଜିଲକୁ ହରାଇ ଆର୍ଜେଂଟିନା ଜିତିଲା କୋପା ଆମେରିକା ଟ୍ରଫି

ରିଓ ଡି ଜେନେରିୟୋ: ଆର୍ଜେଂଟିନା ୧-୦ ଗୋଲରେ ବ୍ରାଜିଲକୁ ହରାଇ କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟରେ ଚାମ୍ପିୟନ ହୋଇଛି । ୨୮ ବର୍ଷ ପରେ ଆର୍ଜେଂଟିନା ଟାଇଟଲ ଜିତିବା ସହ ଲିଓନେଲ ମେସିଙ୍କ ସ୍ୱପ୍ନ ସାକାର ହୋଇଛି । ତାଙ୍କ ଅଧିନାକତ୍ୱରେ ପ୍ରଥମ ଥର ପାଇଁ ଆର୍ଜେଂଟିନା କୌଣସି ବଡ…

ୟୁରୋ କପ ଫୁଟବଲ ଫାଇନାଲର ଟିକେଟ ବ୍ଲାକ ହେଉଛି ୫୬ ଲକ୍ଷରେ!

ଲଣ୍ଡନ: ୟୁରୋକପ ଫୁଟବଲର ଫାଇନାଲ ମ୍ୟାଚ ଇଂଲଣ୍ଡ ଏବଂ ଇଟାଲୀ ମଧ୍ୟରେ ରବିବାର ବିଳମ୍ବିତ ରାତିରେ ଖେଳାଯିବ । ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଥିବାରୁ ଟିକେଟ ରେଟ ଆକାଶଛୁଆଁ ହୋଇଛି । ଟିକେଟ ଇ-କମର୍ସ ୱେବସାଇଟାରେ ଏହା ୫୬ ଲକ୍ଷ ପର୍ଯ୍ୟନ୍ତ ବ୍ଲାକ ହେଉଛି । ୩୦ ହଜାର ଟଙ୍କା ମୂଲ୍ୟର ଟିକେଟ…

କୋପା ଆମେରିକା ଫୁଟବଲ : ଆର୍ଜେଂଟିନା-ବ୍ରାଜିଲ ଫାଇନାଲ ମୁକାବିଲା

ନୂଆଦିଲ୍ଲୀ: ବ୍ରାଜିଲରେ ଚାଲିଥିବା କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଶନିବାର ହେବାକୁ ଥିବା ଫାଇନାଲରେ ବିଶ୍ୱ ଫୁଟବଲ ଦୁଇ ଶକ୍ତିଶାଳୀ ଟିମ୍ ଆର୍ଜେଂଟିନା ଓ ବ୍ରାଜିଲ ମଧ୍ୟରେ ମୁକାବିଲା ହେବ । ମଙ୍ଗଳବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଦ୍ୱିତୀୟ…

ୟୁରୋ କପ ଫାଇନାଲରେ ଇଟାଲୀ

ଲଣ୍ଡନ: ଚଳିତ ୟୁରୋ କପ ଫୁଟବଲ ଟୁର୍ଣ୍ଣାମେଂଟରେ ପ୍ରଥମ ଦଳ ଭାବେ ଇଟାଲୀ ଫାଇନାଲରେ ପ୍ରବେଶ କରିଛି । ରୋମାଂଚକ ସେମିଫାଇନାଲ ମୁକାବିଲାରେ ଇଟାଲୀ ପେନାଲ୍ଟି ଶୁଟଆଉଟ (୪-୨)ରେ ସ୍ପେନକୁ ହରାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧର…

କୋପା ଆମେରିକା ଫୁଟବଲ ଫାଇନାଲରେ ବ୍ରାଜିଲ

ରିଓ ଡେ ଜାନେରିଓ: କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟର ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ବ୍ରାଜିଲ ୧-୦ ଗୋଲରେ ପେରୁକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ନେମାର ଜୁନିୟରଙ୍କ ଏକ ଚମତ୍କାର ପାସକୁ ଲୁକାସ ପକେଟା ୩୫ତମ ମିନିଟରେ ଗୋଲରେ ପରିଣତ କରିଥିଲେ । ପ୍ରଥମାର୍ଦ୍ଧ ଶେଷ…

ୟୁରୋକପ ଫୁଟବଲ: ସେମିଫାଇନାଲରେ ସ୍ପେନ-ଇଟାଲୀ ମୁକାବିଲା

ଲଣ୍ଡନ: ୟୁରୋକପ ଫୁଟବଲ ପ୍ରଥମ ସେମିଫାଇନାଲରେ ଦୁଇ ଶକ୍ତିଶାଳୀ ଟିମ୍ ଇଟାଲୀ ଓ ସ୍ପେନ ମଧ୍ୟରେ ମୁକାବିଲା ହେବ । ଇଟାଲୀ କ୍ରମାଗତ ୩୨ ମ୍ୟାଚରେ ଅପରାଜେୟ ରହିଥିବା ବେଳେ ସ୍ପେନ ମଧ୍ୟ ଲଗାତାର ୧୨ ମ୍ୟାଚ ଜିତି ଭଲ ଫର୍ମରେ ରହିଛି । ଉଭୟ ଟିମ୍ ୪ର୍ଥ ଥର ପାଇଁ ଏହି ମୁକାବିଲାରେ ସାମ୍ନା ସାମ୍ନି…

୬୦ ବର୍ଷ ପରେ ୟୁରୋ କପ କ୍ୱାର୍ଟରରେ ପ୍ରବେଶ କଲା ସୁଇଜରଲାଣ୍ଡ

ବୁଖାରେଷ୍ଟ: ୬୦ ବର୍ଷ ପରେ ୟୁରୋ କପ ଫୁଟବଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ସୁଇଜରଲାଣ୍ଡ । ବିଶ୍ୱ ଚାମ୍ପିୟନ ଫ୍ରାନ୍ସକୁ ପେନାଲ୍ଟି ଶୁଟଆଉଟରେ ୫-୪ରେ ହରାଇ ଦଳ ଏହି ସଫଳତା ହାସଲ କରିଛି । ଚୂଡାନ୍ତ ସମୟରେ ୩-୩ରେ ମ୍ୟାଚ ଶେଷ ହୋଇଥିଲା । ପେନାଲ୍ଟି ଶୁଟଆଉଟରେ ଫ୍ରାନ୍ସ…

ୟୁରୋ କପରେ କମାଲ କଲା ବେଲଜିୟମ, ଚାମ୍ପିୟନ ପର୍ତୁଗାଲକୁ ହରାଇ କ୍ୱାର୍ଟରରେ

ନୂଆଦିଲ୍ଲୀ: ୟୁରୋକପ ଫୁଟବଲରେ ଆଜି ବଡ ଧରଣର ବିପର୍ଯ୍ୟୟ ସୃଷ୍ଟି କରିଛି ବେଲଜିୟମ । ପ୍ରି-କ୍ୱାର୍ଟର ମୁକାବିଲାରେ ବେଲଜିୟମ ଚାମ୍ପିୟନ ପର୍ତୁଗାଲକୁ ୧-୦ ଗୋଲରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । କ୍ୱାର୍ଟରରେ ବେଳଜିୟମ ଏବଂ ଇଟାଲୀ ମଧ୍ୟରେ ମୁକାବିଲା ହେବ । ପର୍ତୁଗାଲ ଅଧିନାୟକ…

ରୋନାଲ୍ଡୋ ଏପରି କଣ କଲେ ଯେ, କୋକା କୋଲା କମ୍ପାନୀର କ୍ଷତି ହେଲା ୨୯ହଜାର କୋଟି !

ବୁଡାପେଷ୍ଟ: ଚଳିତ ୟୁରୋକପ ଫୁଟବଲରେ ପର୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ଯୋଗୁ ମୃଦୁ ପାନୀୟ କମ୍ପାନୀ କୋକା କୋଲା ୨୯ ହଜାର କୋଟି ଟଙ୍କାର କ୍ଷତି ସହିଛି । ଏକ ପ୍ରେସ କନଫେରେନ୍ସରେ ରୋନାଲ୍ଡୋ ଟେବୁଲ ଉପରେ କୋକାକୋଲା ବୋତଲ ଦେଖି ବିରକ୍ତ ହୋଇଥିଲେ । ସେ ୨ଟି ବୋତଲ ହଟାଇବା…